IPL ମାଲିକ କେଉଁ କେଉଁ ମାଧ୍ୟମରେ ଟଙ୍କା ଇନକମ୍ କରିଥାନ୍ତି ? ଜାଣନ୍ତୁ Franchise ର ପୁରା ଗଣିତ…

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ୨୦୨୩ IPL ମ୍ଯାଚର ଧୂମଧଡାକା ପଦର୍ଶନ ପାଇଁ କ୍ରିକେଟ ପ୍ରେମୀ ମାନଙ୍କ ପାଇଁ କ୍ରିକେଟ ମ୍ଯାଚ ଦେଖିବା ପାଇଁ ଆଗ୍ରହ ବଢିବାରେ ଲାଗିଛି । ତେବେ ଏହା କଣ ଆପଣ ଜାଣିଛନ୍ତି ? ଯେ କ୍ରିକେଟ ଫ୍ରାଞ୍ଚାଇଜ ବା IPL  ଟିମର ମାଲିକ ମାନେ ମ୍ଯାଚର କେଉଁଠାରୁ ଟଙ୍କା ଇନକମ୍ କରିଥାନ୍ତି । ଏହିସବୁ ମ୍ଯାଚରୁ ତାଙ୍କର ଫାଇଦା କଣ କଣ ହୋଇଥାଏ ? ଚାଲନ୍ତୁ ଏହି ସମ୍ପର୍କରେ ଅଧିକ କିଛି ଆଲୋଚନା କରିନେବ ।

ତେବେIPL ଟିମର ମାଲିକ ଓନର କେବଳ ଗୋଟିଏ ନୁହେଁ ବଂର ବହୁ ଗୁଡିଏ ପନ୍ଥାରୁ IPL ମ୍ଯାଚ ସମୟରେ ଟଙ୍କା ଇନକମ୍ କରିଥାନ୍ତି । ତେଣିକି ଫାଇନାଲ ମ୍ଯାଚରେ ଫାଇନାଲ ନିଜ ଟିମ ଜିତୁ କି ନଜିତୁ । ହେଲେ ଟିମର ଯିଏ ଯିଏ ସବୁ ଓନରସିପ କରିଥାନ୍ତି । ସେମାନଙ୍କର IPL ମ୍ଯାଚରେ ବହୁତ ସାରା ପ୍ରଫିଟ ମିଳିଥାଏ । ତେବେ IPL ମ୍ଯାଚରେ ଟଙ୍କା କମାଇବା ପାଇଁ ପ୍ରଥମ ପନ୍ଥା ହେଉଛି ମିଡିଆ ପାର୍ଟନର । ତେବେ ଯେଉଁ ମିଡିଆ ବା ଚାନେଲ IPL ମ୍ଯାଚକୁ ବ୍ରଟକାଷ୍ଟ ନିଜ ଚାନେଲ ଦ୍ଵାରା କରିଥାଏ ।

ସେମାନେ BCCI କୁ ମୋଟା ଅଙ୍କର ଟଙ୍କା ଦେଇଥାନ୍ତି । BCCI ସେଥିରୁ ୪୦ ପ୍ରତିଶତ ଫ୍ରାଞ୍ଚାଇଜ ମାନଙ୍କ ମଧ୍ୟରେ ବାଣ୍ଟି ଦେଇଥାଏ ।PLମ୍ଯାଚ ସମୟରେ ଟଙ୍କା କମାଇବାର ଦିତୀୟ ପନ୍ଥା ହେଉଛି ଟାଇଟେଲ ସ୍ପନ୍ସରଶିପ । ଯେଉଁ କମ୍ପାନୀ IPL  କୁ ସ୍ପନ୍ସର କରିଥାନ୍ତି । ସେମାନଙ୍କ ଠାରୁ BCCI କୋଟି କୋଟି ଟଙ୍କାର କମେଇ କରିଦେଇଥାଏ । IPL ମ୍ଯାଚ ସମୟରେ ଯେଉଁ କମ୍ପାନୀ ବ୍ରାଣ୍ଡସ୍ପନ୍ସରଶିପ କରିବ । ସେମାନେ ମଧ୍ୟ BCCI  କୁ ଟଙ୍କା ଦେଇଥାନ୍ତି ।

କ୍ରିକେଟର ମାନେ ଯେଉଁ ସବୁ ସାମଗ୍ରୀ ବ୍ୟବହାର କରିଥାନ୍ତି । ତା’ ଉପରେ କେତେ ଗୁଡିଏ ବ୍ରାଣ୍ଡର ନାମ ବା ଲୋଗୋ ଲେଖା ଯାଇଥାଏ ।  ଚତୁର୍ଥରେ କ୍ରିକେଟ ଟିକେଟ ସେଲ୍ ରୁ ମଧ୍ୟ ମ୍ଯାଚ ସମୟରେ ୫ ରୁ ୬ କୋଟି ଟଙ୍କା ପାଖାପାଖି କମାଇ ହୋଇଯାଇଥାଏ । ତେବେ ଏହି ସବୁ ଇନକମ ସୋର୍ସରୁ ଯାହା ମଧ୍ୟ ଟଙ୍କା ରୋଜଗାର ହୋଇଥାଏ ।

ସେଥିମଧ୍ୟରୁ କିଛି ପ୍ରତିଶତ BCCI ନିଜ ପାଖରେ ରଖିଥାଏ । ଅନ୍ୟ ଟଙ୍କାର ଭାଗ ସେ ସମସ୍ତ ଫ୍ରାଞ୍ଚାଇଜ ବା IPL ଟିମର ଓନର ମାନଙ୍କ ମଧ୍ୟରେ ସମାନ ଭାବରେ ବାଣ୍ଟିଦେଇଥାଏ । ଯଦି ଏହି ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *