20 ହଜାରରୁ ଅଧିକ ମହୁମାଛି ଗୋଟିଏ କାର କୁ 2 ଦିନ ଧରି ପିଛା କଲେ, ଯେତେବେଳେ ସତ ସାମ୍ନାକୁ ଆସିଲା ତ ସମସ୍ତଙ୍କ ହୋସ ଉଡିଗଲା

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ୨୦ ହଜାର ମହୁମାଛି ଘେରିଗଲେ କାର ! ୨ ଦିନ ପର୍ଯ୍ୟନ୍ତ କାରକୁ ପିଛା କରି କରି ଗଲେ । ତେବେ ଏଭଳି କିଛି ଖବର ବ୍ରିଟେନରୁ ଆସିଥିଲା । ଯେଉଁଠାରେ କି ୧୦୦ କିମ୍ବା ୨୦୦ ନୁହେଁ । ବଂର ୨୦, ୦୦୦ ପାଖାପାଖି ମହୁମାଛି କାରକୁ ଘେରି ଯାଇଥିଲେ । କାରର ମାଲିକ ଯେତେବେଳେ ଏହି କାରକୁ ଦେଖିଥିଲା । ସେତେବେଳେ ସେ ଆଶ୍ଚର୍ଯ୍ୟ ହୋଇଯାଇଥିଲା ।

ଖାଲି ସେତିକି ନୁହେଁ, ବଂର ସେହି ଏରିଆରେ କାରରେ ଏତେ ସଂଖ୍ୟକ ମହୁମାଛି ଘେରିଯିବାର ଦ୍ରୁଶ୍ଯ ଯିଏ ମଧ୍ୟ ଦେଖୁଥିଲା । ସେମାନେ ମଧ୍ୟ ଠିଆ କୁ ଠିଆ ଆଶ୍ଚର୍ଯ୍ୟ ହୋଇଯାଉଥିଲେ । ତାପରେ ବହୁ ଲୋକଙ୍କର ଏହି ଦୃଶ୍ୟକୁ ଦେଖି ଅନେକ ପ୍ରକାର ମତ ମଧ୍ୟ ସାମ୍ନାକୁ ଆସିଥିଲା । କିଏ କହିଥିଲା ଏହି କାର ବୋଧ ହୁଏ । ମାହୁମାଛି ମାନଙ୍କୁ ପସନ୍ଦ ଆସିଯାଇଛି । ତ ଅନ୍ୟ ପକ୍ଷରେ ଆଉ କିଏ କହୁଛି । ଏହି କାରରେ ବୋଧେ ମହୁ ବୋଳି ହୋଇଯାଇଛି ।

ତେବେ ଏହାରି ମଧ୍ୟରେ ଯେଉଁ କାରଣ ସାମ୍ନାକୁ ଆସିଥିଲା । ତାହା ଜାଣିଲେ ଆପଣ ମଧ୍ୟ ଅବାକ ହୋଇଯିବେ । କାରଣ ମହୁମାଛି ମାନଙ୍କର ମହୁମାଛି ମାନଙ୍କର ରାଣୀ ଯିଏ । ସିଏ ଏହି ଗାଡି ମଧ୍ୟରେ ଫସି ଯାଇଥିଲେ । ତାପରେ ସେହି ମଧୁମକ୍ଷିକାଙ୍କର ଉଦ୍ଧାର କରିବା ଏତେ ସଂଖ୍ୟକ ମହୁମାଛି ମାନେ ଏକତ୍ରିତ ହୋଇ ଯାଇଥିଲେ । ସେଥିପାଇଁ ସେହି କାରରୁ ମଧୁମକ୍ଷିକାକୁ ଆଣିବା ପାଇଁ ଗାଡିକୁ ୨ ଦିନ ଧରି ପିଛା କରିଥିଲେ ।

ଏହା ସହ ଗାଡିକୁ ଘେରାଉ କରି ନିଜ ମଧୁମକ୍ଷିକାଙ୍କୁ ଉଦ୍ଧାର କରିବା ପାଇଁ ପ୍ରୟାସ କରିଥିଲେ । ତେବେ ଏହି ଦୃଶ୍ୟ ବର୍ତ୍ତମାନ ସମୟରେ ସୋସିଆଲ ମିଡିଆରେ ବହୁ ମାତ୍ରାରେ ଭାଇରାଲ ହୋଇଚାଲିଛି । ଲୋକେ ମଧ୍ୟ ଏହି ଦୃଶ୍ୟ ଦେଖି ନିଜ ନିଜର ଭିନ୍ନ ଭିନ୍ନ ମତ ମଧ୍ୟ ରଖୁଛନ୍ତି । ହେଲେ ଏଥିରୁ ଗୋଟିଏ କଥା ନିହାତି ଭାବରେ ସ୍ପଷ୍ଠ ହୋଇଯାଉଛି । ଯେ ମହୁମାଛି ମାନଙ୍କ ମଧ୍ୟରେ ଏକତାଭାବ ରହିଅଛି ।

ସେ ସବୁ କାର୍ଯ୍ୟ ମିଳିତ ଭାବରେ କରିବାର ଉଦ୍ୟମ କରୁଛନ୍ତି । ଯେଉଁ ମନଭାବନା ପ୍ରତ୍ଯେକଟି ଲୋକଙ୍କ ପାଖରେ ମଧ୍ୟ ରହିବା ଦରକାର । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *