ବନ୍ଧୁଗଣ, ଆଜି ଆମ୍ଭେ ଆପଣ ମାନଙ୍କୁ GK ସମ୍ବନ୍ଧୀୟ କିଛି ବିଶେଷ ପ୍ରଶ୍ନ ଉତ୍ତର ସମ୍ବନ୍ଧରେ କହିବାକୁ ଯାଉଅଛୁ । ଯଦି ଆପଣ GK ଅର୍ଥାତ ସାଧାରଣଜ୍ଞାନ ସମ୍ବନ୍ଧିତ ପ୍ରଶ୍ନ ଉତ୍ତର ସମ୍ବନ୍ଧରେ ଜାଣିବାକୁ ଚାହୁଁଛନ୍ତି ତେବେ ଏହି ବିବରଣୀ କୁ ନିଶ୍ଚିତ ଭାବରେ ପଢନ୍ତୁ । ଏଥିରେ ଛାତ୍ରଛାତ୍ରୀ ଙ୍କ ନିମନ୍ତେ ବହୁତ ଲାଭକାରୀ ପ୍ରଶ୍ନ ଉତ୍ତର ରହିଛି ଯାହା ଆଗକୁ ତାଙ୍କ ପାଠପଢାରେ କାମରେ ଆସିବ । ତେବେ ଆସନ୍ତୁ ଜାଣିନେବା ସଂପୂର୍ଣ୍ଣ ବିବରଣୀ ସମ୍ବନ୍ଧରେ ।
୧;- ଏଭଳି କେଉଁ ଦେଶ ଅଛି ଯାହା ଆଜି ପର୍ଯ୍ୟନ୍ତ କାହାର ଗୁଲାମ ହୋଇନାହିଁ ?
ଉତ୍ତର;- ନେପାଲ ।
୨;- ମନୁଷ୍ୟ କେତେ ପ୍ରକାରର ସୁଗନ୍ଧ କୁ ଅନୁଭବ କରିପାରେ ?
ଉତ୍ତର;- ୫୦ ହଜାରରୁ ଅଧିକ ।
୩;- ଏଭଳି କେଉଁ ଜିନିଷ ଅଛି ଯାହା ଦିନରାତି ଚାଲୁଥାଏ ?
ଉତ୍ତର;- ଘଡି ଅଥବା ସମୟ ।
୪;- ତାହା କେଉଁ ପଶୁ ଅଛି ଯାହା କଥା କହିପାରେ ନାହିଁ ?
ଉତ୍ତର;- ଜିରାଫ ।
୫;- କଳା ଗୋଲାପ କେଉଁ ଦେଶରେ ଦେଖିବାକୁ ମିଳିଥାଏ ?
ଉତ୍ତର;- ତୁର୍କୀ ଦେଶରେ ।
୬;- ଗୋଟିଏ ଚଳଚିତ୍ର ବନାଇବା ପାଇଁ ସଂପୂର୍ଣ୍ଣ କେତେ ସମୟ ଲାଗିଯାଇଥାଏ ?
ଉତ୍ତର;- ୬ ରୁ ୮ ମାସ ପର୍ଯ୍ୟନ୍ତ ।
୭;- ନୂଆ ଗାଡିର ନମ୍ବର ପ୍ଳେଟରେ A/F କ’ଣ ପାଇଁ ଲେଖାଯାଇଥାଏ ?
ଉତ୍ତର;- ବର୍ତ୍ତମାନ କାଗଜ ତିଆରି ହୋଇନାହିଁ ।
୮;- ତାହା କିଏ ଯେ କି ଆମ ଘରର ମହିଳା ଙ୍କ ପାଖରେ ସିଟି ବଜାଇ ଥାଏ କିନ୍ତୁ ଆମେ ତାଙ୍କୁ କିଛି ମଧ୍ୟ କହି ନଥାଉ ?
ଉତ୍ତର;- ପ୍ରେସର କୁକର ।
୯;- ତାହା କ’ଣ ଯାହାକୁ ଆଗରୁ ବନାଇଛନ୍ତି ଈଶ୍ଵର ଏବଂ ପଛପଟୁ ବନାଇଛନ୍ତି ମଣିଷ ?
ଉତ୍ତର;- ବଳଦଗାଡି ।
୧୦;- ଏଭଳି କେଉଁ ଫଳ ଅଛି ଯାହା ମିଠା ହେବା ପରିବର୍ତ୍ତେ ବଜାରରେ ମିଳି ନଥାଏ ?
ଉତ୍ତର;- ପରିଶ୍ରମର ଫଳ ।
୧୧;- କେଉଁ ଦେଶରେ ଆଳୁ ଚାଷ କରାଯାଇନଥାଏ ?
ଉତ୍ତର;- ବେନିୟା ଦେଶରେ ।
୧୨;- କେଉଁ ପଢୁ କୁ ସମସ୍ତ ବସ୍ତୁ ଦୁଇଗୁଣା ବଡ ଦେଖାଯାଇଥାଏ ?
ଉତ୍ତର;- ହାତୀ ।
୧୩;- ମିଶାଇଲ ମ୍ୟାନ ନାମରେ କିଏ ଜଣାଶୁଣା ?
ଉତ୍ତର;- ଏପିଜେ ଅବଦୁଲ କଲାମ ଙ୍କୁ ।
୧୪;- କେଉଁ ଦେଶର ଆଇନ ବ୍ୟବସ୍ଥା ସବୁଠାରୁ କଠୋର ହୋଇଥାଏ ?
ଉତ୍ତର;- ସାଉଦୀ ଆରବ ।
୧୫;- କେଉଁ ଦେଶର ଲୋକେ ଅଧିକ ପରିଶ୍ରମୀ ହୋଇଥାନ୍ତି ?
ଉତ୍ତର;- ଜାପାନ ।
୧୬;- ବିଶ୍ଵ ମୌସୁମୀ ବିଜ୍ଞାନ ଦିବସ କେବେ ପାଳନ କରାଯାଇଥାଏ ?
ଉତ୍ତର;- ୨୩ ମାର୍ଚ୍ଚ କୁ ।
୧୭;- ପୃଥିବୀ ଉପରେ ସମୁଦାୟ କେତେ ମହାସାଗର ଅଛି ?
ଉତ୍ତର;- ୫ ମହାସାଗର ।
୧୮;- କେଉଁ ଦେଶରେ ଗୋଟିଏ ମାତ୍ର ନ୍ୟୁଜ ଚ୍ୟାନେଲ ନାହିଁ ?
ଉତ୍ତର;- ଗ୍ରୀକ ଦେଶରେ ।
୧୯;- ଏଭଳି କିଏ ଅଛି ଯାହାର ୪ ଟି ଗୋଡ ଥାଇ ମଧ୍ୟ ସେ ଚାଲିପାରି ନଥାଏ ?
ଉତ୍ତର;- ଟେବଲ ।
୨୦;- କେଉଁ ଗଛର କାଠ ସୂନାଠାରୁ ମଧ୍ୟ ଅଧିକ ମହଙ୍ଗା ହୋଇଥାଏ ?
ଉତ୍ତର;- ଲାଲୀ ଚନ୍ଦନର କାଠ ।
୨୧;- ଏଭଳି କେଉଁ ଶବ୍ଦ ରହିଛି, ଯାହାକୁ ଆମ୍ଭେ ଲେଖି ପାରିବା କିନ୍ତୁ ପଢି ପାରିବା ନାହିଁ ?
ଉତ୍ତର;- ନାହିଁ । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।