Interesting Gk Questions- କେଉଁ ରାଜା ନିଜ ମା ସହିତ ବିବାହ କରିଥିଲେ ?

ନମସ୍କାର ସାଙ୍ଗମାନେ । ଆଜି ଆମେ ୫ଟି ମଜାଦାର ପ୍ରଶ୍ନ ଓ ଉତ୍ତର ବିଷୟରରେ ଆଲୋଚନା କରିବା ଆଶାକରେ ପ୍ରଶ୍ନ ଓ ଉତ୍ତର ଗୁଡିକ ଆପଣମାନଙ୍କୁ ଭଲ ଲାଗିବ । ଆପଣ ପ୍ରାୟ ଓଡିଆ ଢଗ ଢମାଳି ସାହିତ୍ୟ ବହିରୁ ପଢିଥିବେ। ଏ ସବୁ ଶୁଣିବାକୁ ବହୁତ୍ ଭଲ ଲାଗିଥାଏ । ଆପଣ ମାନେ ମଧ୍ୟ ଆପଣଙ୍କ ମାଆ ଙ୍କ ଠାରୁ ଏହି ସବୁ ଶୁଣି।ଆଜିକାଲି ବିଭିନ୍ନ ପରୀକ୍ଷା ରେ ଏହି ଭଳି ସାଧରଣ ପ୍ରଶ୍ନ ଆସିବା ସ୍ୱାଭାବିକ।ଆପଣ ଦେଖିଥିବେ କିଛିଲୋକ ଜୀବନରେ

ବହୁତ୍ ଶୀଘ୍ର ସଫଳତା ପାଇଯାଇଥନ୍ତି କିନ୍ତୁ କିଛି ବ୍ୟକ୍ତବିଶେଷ ମାନେ ବହୁତ କଷ୍ଟ କରିବା ସତ୍ତ୍ଵେ ତାଙ୍କୁ ସଫଳତା ମିଳେ ନାହିଁ । ସଫଳତା ପାଇବାପାଇଁ ବହୁତ୍ କଷ୍ଟ କରିବାକୁ ପଡ଼ିଥାଏ। ଚାଲନ୍ତୁ ଆମେ ସମସ୍ତେ ନିଜର ସମୟକୁ ଅପଚୟ ନକରି ନିଜ ର ଜ୍ଞାନ ଭଣ୍ଡା ର କୁ ବୃଦ୍ଧି କରିବା । ତେବେ ଚାଲନ୍ତୁ ଦେଖିବା ।

ପ୍ରଶ୍ନ-୧

କାହାର ଦାନ୍ତ ଅଛି, କିନ୍ତୁ ସେ ଆପଣଙ୍କୁ କାମୁଡି ପାରିବ ନାହିଁ ?

ଉତ୍ତର- ପାନିଆ

ପ୍ରଶ୍ନ-୨

କେଉଁ ଜୀବର ଦାନ୍ତ ସବୁବେଳେ ବଢୁଥାଏ ?

ଉତ୍ତର- ଠେକୁଆ

ପ୍ରଶ୍ନ-୩

କେଉଁ ଜୀବ ଓଲଟା ଚାଲିପାରେ ନାହିଁ ?

ଉତ୍ତର- କଙ୍ଗାରୁ

ପ୍ରଶ୍ନ-୪

କେଉଁ ଫଳ ଭିତରୁ ଖାଲି ଥାଏ ?

ଉତ୍ତର- ଅମୃତ ଭଣ୍ଡା

ପ୍ରଶ୍ନ-୫

ଗୋଲାପର ସହର କାହାକୁ କୁହାଯାଏ ?

ଉତ୍ତର- ଚଣ୍ଡୀଗଡ଼

ପ୍ରଶ୍ନ-୬

ଏମିତି କେଉଁ ପ୍ରଧାନମନ୍ତ୍ରୀ ଥିଲେ ସେ ଭାରତରେ ପ୍ରଥମ ସୁପ୍ରିମ କୋଟରେ ଜଜ ହୋଇଥିଲେ ?

ଉତ୍ତର- ଫାତିମା ବିବି

ପ୍ରଶ୍ନ-୭

ମଇଁଷି ଅନୁସନ୍ଧାନ କେନ୍ଦ୍ର କେଉଁଠାରେ ଅଛି ?

ଉତ୍ତର- କରନାଲ (ହରିୟାନା)

ପ୍ରଶ୍ନ-୮

ମହାନ ଲେଖକ ମୁନସି ପ୍ରେମଚନ୍ଦରଙ୍କର ଅସଲି ନାମ କଣ ଅଟେ ?

ଉତ୍ତର- ଧନପତ ରାୟ

ପ୍ରଶ୍ନ-୯

କେଉଁ ଦେଶର ଲୋକମାନେ ଆଇ ଫୋନ କିଣି ପାରିବେ ନାହିଁ ?

ଉତ୍ତର : Dhiri ଦେଶର ଲୋକମାନେ

ପ୍ରଶ୍ନ-୧୦

କେଉଁ ଦେଶରେ PUBG ଖେଳା ଯାଏ ନାହିଁ ?

ଉତ୍ତର : ଚୀନରେ

ପ୍ରଶ୍ନ-୧୧

ଭାରତରେ କେଉଁ ରାଜ୍ୟରେ ସବୁଠୁ କମ ମୁସଲମାନ ରହିଥାନ୍ତି ?

ଉତ୍ତର : ସିକିମ

ପ୍ରଶ୍ନ-୧୨

ଭାରତର କେଉଁ ରାଜ୍ୟର ଲୋକମାନେ ସବୁଠୁ ଅଧିକ ଇନ୍ଟରନେଟ ବ୍ୟବହାର କରନ୍ତି ?

ଉତ୍ତର : ମହାରାଷ୍ଟ୍ର

ପ୍ରଶ୍ନ-୧୩

କେଉଁ ଦେଶ ପାଖରେ ସବୁଠୁ ଅଧିକା ହଥିୟାରର ଅଛି ?

ଉତ୍ତର: ଇରାନ

ପ୍ରଶ୍ନ-୧୪

ଭାରତର ସବୁଠୁ ଯୁବ ପ୍ରଧାନମନ୍ତ୍ରୀ କିଏ ଥିଲେ ?

ଉତ୍ତର: ରାଜୀବ ଗାନ୍ଧୀ

ପ୍ରଶ୍ନ-୧୫

ଇଣ୍ଡିଆ ବ୍ରାଣ୍ଡ ଇକ୍କୁଟୀ ଫଣ୍ଡ କେବେ ସ୍ଥାପନ କରାଯାଇଥିଲା ?

ଉତ୍ତର: ୧୯୯୬ରେ

ପ୍ରଶ୍ନ-୧୬

ବୁଢିଆଣୀ ଜାଲ କେଉଁଥିରେ ତିଆରି କରା ଯାଇଥାଏ ?

ଉତ୍ତର: ପ୍ରୋଟିନ ଦ୍ଵାରା

ପ୍ରଶ୍ନ-୧୭

କେଉଁ ରାଜା ନିଜ ମା ସହିତ ବିବାହ କରିଥିଲେ ?

ଉତ୍ତର- Oedipus

ଆପଣମାନଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଲାଇକ ଓ ଶେୟାର କରନ୍ତୁ ଓ ନୀତିଦିନ ଏହିଭଳି ସୁନ୍ଦର ସୁନ୍ଦର ଜ୍ଞାନ ବର୍ଦ୍ଧକ ପୋସ୍ଟ ପଢିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲନ୍ତୁ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *