TV ରେ ନିଜର ଶାନ୍ତ ଓ ସରଳ ସ୍ଵଭାବ ପାଇଁ ଫେମସ ଥିବା ଏହି ଷ୍ଟାରମାନେ ରିଅଲ ଲାଇଫ ରେ ଯାଇ ସାରିଛନ୍ତି ଜେଲ

ବନ୍ଧୁଗଣ ଆପଣ ମାନେ ସମସ୍ତେ ବଲିଉଡର ଏମିତି କିଛି କଳାକାର ମମଙ୍କୁ ନିଶ୍ଚୟ ଜାଣିଥିବେ ଯେଉଁମାନେ କୌଣସି କ୍ରାଇମ ପାଇଁ ଜେଲ ଯାଇଛନ୍ତି । ହେଲେ ଆପଣ ମାନେ କଣ କୌଣସି ଟିଭି ଷ୍ଟାରକୁ ଜାଣିଛନ୍ତି ଯିଏ କୌଣସି କାରଣ ହେତୁ ଜେଲ ଯାଇଛନ୍ତି । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଟିଭିର ଏପରି କିଛି ଫେମସ କଳାକାର ମାନଙ୍କ ବିଷୟରେ କହିବାକୁ ଯାଉଛୁ ଯେଉଁମାନେ କୌଣସି କ୍ରାଇମ ହେତୁ ଜେଲ ଯାଇଛନ୍ତି । ଏହା ବିଷୟରେ ବହୁତ କମ ଲୋକ ଜାଣିଛନ୍ତି । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ସମସ୍ତ କଳାକାର ମାନଙ୍କ ବିଷୟରେ ।

ଇଜାଜ ଖାନ- ବନ୍ଧୁଗଣ ଆମ ଲିଷ୍ଟର ପ୍ରଥମ ସ୍ଥାନରେ ଅଛନ୍ତି ଇଜାଜ ଖାନ । ଇଜାଜ ଖାନଙ୍କୁ ଆପଣ ମାନେ ଟିଭି ରିଆଲିଟି ସୋ ‘ବିଗବସ’ରେ ନିଶ୍ଚୟ ଦେଖିଥିବେ । ଇଜାଜ ବହୁତ ଥର ଜେଲ ଯାଇଛନ୍ତି । ଏହି କିଛି ଦିନ ତଳେ ପୋଲିସ ତବ୍ରିଜ ଅଂଶାରିଙ୍କ ମଡର ଉପରେ ଏକ ଭିଡିଓ ପୋଷ୍ଟ କରିଥିଲେ ।


ସେହି ଭିଡିଓକୁ ଅବମାନ୍ୟ କରି ଇଜାଜ ଏକ ବୟାନ ଦେଇଥିଲେ ହେଲେ ସେହି ବୟାନଟି ପୋଲିସ ବିରୋଧରେ ଥିଲା । ସେଥିପାଇଁ ଇଜାଜଙ୍କୁ ଏହି କିଛି ଦିନ ତଳେ ଜେଲ ଯିବାକୁ ହୋପଡିଥିଲା । କିନ୍ତୁ କିଛି ଦିନ ପରେ ସେ ବେଲ ପାଇ ଫେରି ଆସିଥିଲେ ।

ରାହୁଲ ରାଜ ସିଂହ- ବନ୍ଧୁଗଣ ଆମ ଲିଷ୍ଟର ଦ୍ଵିତୀୟ ସ୍ଥାନରେ ଅଛନ୍ତି ଅଭିନେତା ରାହୁଲ ରାଜ ସିଂହ । ରାହୁଲଙ୍କ ସହ ସିରିଏଲ ‘ବାଳିକା ବଧୁ’ର ଅଭିନେତ୍ରୀ ପ୍ରତ୍ୟୁଷା ବାନାର୍ଜୀ ଲଭ ରିଲେସନସିପରେ ଥିଲେ । ହେଲେ କିଛି ସମୟ ପରେ ପ୍ରତ୍ୟୁଷା ଆତ୍ମହତ୍ୟା କରିଥିଲେ, ଯାହା ଫଳରେ ପ୍ରତ୍ୟୁଷାଙ୍କ ଏକ ସାଙ୍ଗ ବୟାନ ମାଧ୍ୟମରେ କହିଥିଲେ ରାହୁଲ ଧୋକା ଦେଇଥିବାରୁ ପ୍ରତୁଷା ଆତ୍ମହତ୍ୟା କରିଥିଲେ । ଏହା ପରେ ପୋଲିସ ରାହୁଲଙ୍କୁ ଆରୋପି ରୂପେ ଜେଲ ଦଣ୍ଡ ଦେଇଥିଲେ । ହେଲେ କିଛି ମାସ ପରେ ଜଣା ପଡିଥିଲା ରାହୁଲଙ୍କର କୌଣସି ଭୁଲ ନାହିଁ, ତେଣୁ ରାହୁଲଙ୍କୁ ଜେଲରୁ ମୁକ୍ତ କରଯାଇଥିଲା ।


ମୋନିକା ବେଦି- ବନ୍ଧୁଗଣ ଆମ ଲିଷ୍ଟର ତୃତୀୟ ସ୍ଥାନରେ ଅଛନ୍ତି ଟିଭି ଇଣ୍ଡଷ୍ଟ୍ରିର ଫେମସ ଅଭିନେତ୍ରୀ ମୋନିକା ବେଦି । ମୋନିକା ଅଣ୍ଡରୱାର୍ଲ୍ଡ ଡନ୍ ଅବୁ ସଲିମଙ୍କ ସହ ରିଲେସନରେ ଥିଲେ  । ସେହି ସମୟରେ ଏହି ଦୁଇଜଣ ପର୍ତ୍ତୁଗାଲ ବୁଲିବା ପାଇଁ ଯାଇଥିଲେ । ସେହି ସମୟରେ ଅବୁଙ୍କ ବିରୋଧରେ ଏକ କେସ ଚାଲିଥିଲା । ସେହି ସମୟରେ ପର୍ତ୍ତୁଗାଲରେ ଏହି ଦୁଇଜଣଙ୍କୁ ଆରେଷ୍ଟ କରଯାଇଥିଲା । ହେଲେ କିଛି ମାସ ପରେ ମୋନିକା ନିଜ ଦଣ୍ଡକୁ କାଟି ଜେଲରୁ ମୁକ୍ତ ହୋଇଯାଇଥିଲେ ।


ସିଦ୍ଧାର୍ଥ ଶୁକ୍ଲା- ବନ୍ଧୁଗଣ ଆମ ଲିଷ୍ଟର ଶେଷ ସ୍ଥାନରେ ଅଛନ୍ତି ଅଭିନେତା ସିଦ୍ଧାର୍ଥ ଶୁକ୍ଲା । ଆପଣ ମାନେ ସମସ୍ତେ ସିଦ୍ଧାର୍ଥଙ୍କୁ କେତେକ ହିନ୍ଦୀ ଫିଲ୍ମ ଓ ଟିଭି ସିରିଏଲରେ ଦେଖିଥିବେ । ସିଦ୍ଧାର୍ଥ ‘ବିଗବସ ୧୩’ର ବିଜେତା ମଧ୍ୟ ହୋଇଛନ୍ତି । ୨୦୧୮ରେ ସିଦ୍ଧାର୍ଥ ବହୁତ ରାତିରେ ଅଧିକ ଗତିରେ କାର ଚଳାଇ ଆକ୍ସିଡେଣ୍ଟ କରିଥିଲେ । ଯାହା ଫଳରେ କିଛି ଲୋକ ଆହତ ହୋଇଥିଲେ । ସେତେବେଳେ ସେହି ଲୋକମାନେ ସିଦ୍ଧାର୍ଥଙ୍କ ବିରୋଧରେ ପୋଲିସକୁ କମ୍ପ୍ଲେନ କରିଥିଲେ । ତେଣୁ ସିଦ୍ଧାର୍ଥଙ୍କୁ ଜେଲରେ ରହିବାକୁ ପଡିଥିଲା । ହେଲେ କିଛି ସମୟ ପରେ ତାଙ୍କୁ ବେଲ ମିଳିଯାଇଥିଲା ।

ବନ୍ଧୁଗଣ ଆପଣ ମାନଙ୍କୁ ଏହି ଷ୍ଟାର ମାନନକ ବିଷୟରେ ଜାଣି କେମିତି ଲାଗିଲା ଆମକୁ କମେନ୍ଟ କରନ୍ତୁ ଓ ଟିଭି ଦୁନିଆର ସବୁ ଛୋଟ ବଡ ଖବର ଜାଣିବା ପାଇଁ ଆମ ପେଜକୁ ଲାଇକ କରି ଦିଅନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *