Vastu Shastra- ଏହି 2 ଟି ଜିନିଷର ଦାନ ଭୁଲରେ ବି କରନ୍ତୁ ନାହିଁ, ନହେଲେ ଦୁଃଖ ଓ ଦରିଦ୍ରତା ପିଛା ଛାଡିବ ନାହିଁ

ବନ୍ଧୁଗଣ ଏହି ଦୁନିଆରେ ଦାନ କରିବା ଏକ ପୂଣ୍ୟ କାମ ଅଟେ । ଆମେ ସମସ୍ତେ ଅନ୍ୟ ମାନଙ୍କୁ ଦାନ କରିବା ପାଇଁ ପ୍ରେରିତ କରିଥାଉ ଦାନ କରିବା ଦ୍ଵାରା ପୂଣ୍ୟ ମିଳିଥାଏ ଓ ଅଜଣାତରେ ହୋଇଥିବା ଭୁଲର ପ୍ରାୟଶ୍ଚିତ ମଧ୍ୟ ହୋଇଥାଏ । ଦାନ କରିବା ଦ୍ଵାରା ମ ଲକ୍ଷ୍ମୀଙ୍କର ଆଶୀର୍ବାଦ ସବୁବେଳେ ମଣିଷ ଉପରେ ରହିଥାଏ, ହେଲେ ବନ୍ଧୁଗଣ ଏପରି କିଛି ଜିନିଷ ରହିଛି ଯାହାକୁ ଭୁଲ ସେ ମଧ୍ୟ ଦାନ କରିବା କୁହିତ ନୁହେଁ । ଏହି ଜିନିଷର ଦାନ କରିବା ଦ୍ଵାରା ଘରେ ସୁଖ ସମୃଦ୍ଧି ନଷ୍ଟ ହୋଇଥାଏ ଓ ଆପଣଙ୍କୁ ବହୁତ ସମସ୍ଯାର ସମ୍ମୁଖୀନ ହେବାକୁ ପଡିଥାଏ ।

କାରଣ ବନ୍ଧୁଗଣ ଦାନ କରିବା ବହୁତ ପୂଣ୍ୟର କାମ ହୋଇଥାଏ, ହେଲେ ଏମିତି କିଛି ଜିନିଷ ରହିଛି ଯାହାକୁ ଦାନ କରିବା ଦ୍ଵାରା ଆପଣଙ୍କୁ ଘରୁ ମା ଲକ୍ଷ୍ମୀ ଯାଇପାରନ୍ତି । ଆଜିଆମେ ଆପଣ ମାନଙ୍କୁ ସେହି ଜିନିଷ ବିଷୟରେ କହିବାକୁ ଯାଉଛୁ, ଯାହାକୁ ଭୁଲ ସେ ମଧ୍ୟ ଦାନ କରିବେ ନାହିଁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ସେହି ସମସ୍ତ ଜିନିଷ ବିଷୟରେ ଯାହାକୁ ଭୁଲ ସେ ମଧ୍ୟ ଦାନ କରିବେ ନାହିଁ ।


ଝାଡୁ- ବନ୍ଧୁଗଣ କେବେହେଲେ ଭୁଲ ସେ ମଧ୍ୟ ଝାଡୁକୁ ଦାନ କରିବା ଉଚିତ ନୁହେଁ । କାରଣ ଝାଡୁକୁ ମା ଲକ୍ଷ୍ମୀଙ୍କର ସୂଚକ ମାନା ଯାଇଥାଏ । ଯଦି ଆପଣ ଝାଡୁକୁ ଦାନ କରିବେ ତା ହେଲେ ଆପଣଙ୍କ ଘରୁ ମା ଲକ୍ଷ୍ମୀ ସବୁଦିନ ପାଇଁ ଚାଲିଯିବେ । ଏହା ସହିତ ଆପଣ ଯେଉଁ ବ୍ୟକ୍ତିକୁ ଝାଡୁ ଦାନ କରିବେ ମା ଲକ୍ଷ୍ମୀ ତାଙ୍କ ଘରକୁ ପ୍ରବେଶ କରିବେ ।

ହେଲେ ବନ୍ଧୁଗଣ ଯଦି ଆପଣ ମାନେ ଝାଡୁକୁ ଦାନ କରିବା ପାଇଁ ଚାହୁଁଛନ୍ତି ତା ହେଲେ ଆପଣ କୌଣସି ମନ୍ଦିରରେ ଝାଡୁକୁ ଦାନ କରିପାରିବେ । ମନ୍ଦିରରେ ଝାଡୁକୁ ଦାନ କରିଲେ ଆପଣଙ୍କ ଉପରେ ଭଗବାନଙ୍କ ବିଶେଷ କୃପା ରହିବ ଓ ଆପଣଙ୍କ ସମସ୍ତ ସମସ୍ଯା ଦୂର ହୋଇଯିବ । ହେଲେ ଭୁଲ ସେ ମଧ୍ୟ କୌଣସି ବ୍ୟକ୍ତିକୁ ଝାଡୁର ଦାନ କରିବେ ନାହିଁ ।

ଷ୍ଟିଲ ଧାତୁ- ବନ୍ଧୁଗଣ ପ୍ରାୟ ଅଧିକାଂଶ ଲୋକ ଷ୍ଟିଲ ଜିନିଷ ବା ବାସନ କୁସନର ଦାନ କରିଥାନ୍ତି । ହେଲେ ବନ୍ଧୁଗଣ ଯେଉଁ ମଣିଷଙ୍କ କୁଣ୍ଡଳୀରେ ଶନି ବା ରାହୁ ଆଦି ଦୋଷ ରହିଛି ସେହି ମଣିଷ ମାନଙ୍କୁ ଭୁଲ ସେ ମଧ୍ୟ ଷ୍ଟିଲ ଜିନିଷର ଦାନ କରିବା ଉଚିତ ନୁହେଁ । ଏହାକୁ ଦାନ କରିବା ଦ୍ଵାରା ଆପଣଙ୍କ ଘରେ ଥିବା ସମସ୍ତ ସୁଖ ସମୃଦ୍ଧି ନଷ୍ଟ ହେବା ସହିତ ଆପଣଙ୍କର ସମସ୍ତ କାର୍ଯ୍ୟ ଅସଫଳ ହୋଇଥାଏ ।

ଏହା ସହିତ ଆପଣଙ୍କ ଉପରେ ମା ଲକ୍ଷ୍ମୀ ରୁଷ୍ଟ ହୋଇଯିବେ । ତେଣୁ ବନ୍ଧୁଗଣ ଭୁଲ ସେ ମଧ୍ୟ ଜୀବନରେ ଏହି ଦୁଇଟି ଜିନିଷର ଦାନ କରିବେ ନାହିଁ । ଯଦି ଆପଣ ଏହି ଦୁଇଟି ଜିନିଷ ମଧ୍ୟରୁ କୌଣସି ଗୋଟିଏ ଜିନିଷକୁ ବି ଦାନ କରନ୍ତି, ତା ହେଲେ ଆପଣଙ୍କୁ ଆଗାମୀ ଜୀବନରେ ବହୁତ ସମସ୍ଯାର ସମ୍ମୁଖୀନ ହେବାକୁ ପଡିବ ଏବଂ ଆଜୀବନ ଦାରିଦ୍ରତା ଭୋଗ କରିବାକୁ ପଡିବ ।

ଏହି ଟିପ୍ସ ଗୁଡିକ ଆପଣଙ୍କୁ ପସନ୍ଦ ଆସିଥିଲେ ଏହାକୁ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଏମିତି ବାସ୍ତୁ ଟିପ୍ସ ପଢିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *