Interesting Gk Questions- କେଉଁ ପ୍ରାଣୀ ଅଣ୍ଡିରା ହେଲେ ମଧ୍ୟ ପିଲା ଜନ୍ମ କରେ ? 99% ଲୋକଙ୍କୁ ଜଣା ନାହିଁ

ନମସ୍କାର ସାଙ୍ଗମାନେ । ଆଜି ଆମେ ୫ଟି ମଜାଦାର ପ୍ରଶ୍ନ ଓ ଉତ୍ତର ବିଷୟରରେ ଆଲୋଚନା କରିବା ଆଶାକରେ ପ୍ରଶ୍ନ ଓ ଉତ୍ତର ଗୁଡିକ ଆପଣମାନଙ୍କୁ ଭଲ ଲାଗିବ । ଆପଣ ପ୍ରାୟ ଓଡିଆ ଢଗ ଢମାଳି ସାହିତ୍ୟ ବହିରୁ ପଢିଥିବେ। ଏ ସବୁ ଶୁଣିବାକୁ ବହୁତ୍ ଭଲ ଲାଗିଥାଏ । ଆପଣ ମାନେ ମଧ୍ୟ ଆପଣଙ୍କ ମାଆ ଙ୍କ ଠାରୁ ଏହି ସବୁ ଶୁଣି।ଆଜିକାଲି ବିଭିନ୍ନ ପରୀକ୍ଷା ରେ ଏହି ଭଳି ସାଧରଣ ପ୍ରଶ୍ନ ଆସିବା ସ୍ୱାଭାବିକ।ଆପଣ ଦେଖିଥିବେ କିଛିଲୋକ ଜୀବନରେ

ବହୁତ୍ ଶୀଘ୍ର ସଫଳତା ପାଇଯାଇଥନ୍ତି କିନ୍ତୁ କିଛି ବ୍ୟକ୍ତବିଶେଷ ମାନେ ବହୁତ କଷ୍ଟ କରିବା ସତ୍ତ୍ଵେ ତାଙ୍କୁ ସଫଳତା ମିଳେ ନାହିଁ । ସଫଳତା ପାଇବାପାଇଁ ବହୁତ୍ କଷ୍ଟ କରିବାକୁ ପଡ଼ିଥାଏ। ଚାଲନ୍ତୁ ଆମେ ସମସ୍ତେ ନିଜର ସମୟକୁ ଅପଚୟ ନକରି ନିଜ ର ଜ୍ଞାନ ଭଣ୍ଡା ର କୁ ବୃଦ୍ଧି କରିବା । ତେବେ ଚାଲନ୍ତୁ ଦେଖିବା ।

୧- କେଉଁ ପ୍ରାଣୀ ଅଣ୍ଡିରା ହେଲେ ବି ଛୁଆ ଜନ୍ମ କରେ ?
(କ)ସମୁଦ୍ର ଘୋଡା
(ଖ) ଶାମୁକା
(ଗ)ତିମି
(ଘ)ଡ଼ଲ ଫିନ୍
ଉତ୍ତର- ସମୁଦ୍ର ଘୋଡା ଅଣ୍ଡିରା ହେଲେ ବି ଛୁଆ ଜନ୍ମ କରେ ।

୨-କେଉଁ ପକ୍ଷୀ ପଥର କୁ ବ ଖାଇଥାଏ ?
(କ) ଓଟ ପକ୍ଷୀ
(ଖ)ଚତୁର ମୃଗ ପକ୍ଷୀ
(ଗ)ଚିଲ
(ଘ)ଶଗୁଣା
ଉତ୍ତର- ଚତୁର ମୃଗ ପକ୍ଷୀ ପଥର କୁ ଖାଇଥାଏ ।

୩-ବିଶ୍ୱର ସବୁଠାରୁ ଲମ୍ବା ଘାସ ର ନାମ କ’ଣ ?
(କ) ବାମ୍ବୋ
(ଖ)ଦୁବ
(ଗ)ଉଭୟ (କ) ଓ (ଖ)
(ଘ)କେଉଁଟା ବି ନୁହଁ
ଉତ୍ତର- ବାମ୍ବୋ ।

୪- ପୃଥିବାରେ ଏମିତି କୋଉ ଫୁଲ ଅଛି ଯାହା ର ଓଜନ ପାଖା ପାଖି୧୦ କିଲୋ ଗ୍ରାମ ?
(କ)ରଫ୍ଲେସିଆ
(ଖ)ସୂର୍ଯ୍ୟ ମୁଖୀ
(ଗ)ମନ୍ଦାର
(ଘ)ଚମ୍ପା
ଉତ୍ତର-ରଫ୍ଲେସିଆ ପୃଥିବୀର ଏମିତି ଏକ ଫୁଲ ଯାହା ର ଓଜନ ପାଖା ପାଖି ୧୦ କିଲୋ ଗ୍ରାମ ।

୫-କେଉଁ ପ୍ରାଣୀର ଧ୍ଵନି ବା ସ୍ବର ନଥାଏ ?
(କ)ବେଙ୍ଗ
(ଖ)ଛେଳି
(ଗ)ଜିରଫ
(ଗ)ହାତୀ
ଉତ୍ତର- ଜିରଫ ଏଆ ସ୍ୱର ବା ଧ୍ଵନି ନଥାଏ । ସେ କେବେ ବି ହେଲେ ଶବ୍ଦ କରେନି । ବାସ ଦେଖିଥାଏ ।

୬-କେଉଁ ପ୍ରାଣୀ କେବେ ହେଲେ ମମରିନଥାଏ ? ସବୁ ବେଳେ ବଂଚିକି ଥାଏ !
(କ)ଷ୍ଟାର ଫିଶ
(ଖ)ଜେଲି ଫିଶ
(ଗ)ଅକ୍ଟୋପସ
(ଘ) ତିମି
ଉତ୍ତର- ଜେଲି ଫିଶ କେବେ ବି ମମରିନଥାଏ ସବୁବେକେ ସେମିତି ବଂଚିକି ଥାଏ ।

୭-କେଉଁ ଫଳରେ ୨୫ ଶତକଡ଼ା ପବନ ଥାଏ ?
(କ) ସେଓ
(ଖ)କମଳା
(ଗ)ପିଜୁଳି
(ଘ)କାକୁଡି
ଉତ୍ତର- ସେଓ ରେ ୨୫ ଶତକଡା ପବନ ଥାଏ ।

୮-କେଉଁ ପକ୍ଷୀ ମାନେ ଛୁଆ ଜନ୍ମ କରି ସାରି ସଂଗେ ସଂଗେ ସେମାନଙ୍କୁ କ୍ଷୀର ଦିଏ ?
(କ)ଚେମଣୀ
(ଖ)କୁକୁଡ଼ା
(ଗ)ପାରା
(ଘ)କାଉ
ଉତ୍ତର- ଚେମଣୀ ଗୋଟେ ଏମିତି ପକ୍ଷୀ ଯିଏ ତା ଛୁଆ କୁ ଜନ୍ମ କରିସାରି ସେମାନେ ଙ୍କୁ ସଙ୍ଗେ ସଙ୍ଗେ କ୍ଷୀର ଦିଏ ।

୯- କେଉଁ ଫୁଲ ସବୁବେଳେ ସୂର୍ଯ୍ୟ ଙ୍କ କିରଣ ଯୋଉ ପଟେ ପଡେ ସେପଟ କୁ ଅନେଇ ଥାଇ ରହିଥାଏ ?
(କ) ଗୋଲାପ
(ଖ)ସୂର୍ଯ୍ୟ ମୁଖୀ
(ଗ)ଚମ୍ପା
(ଘ)ମନ୍ଦାର
ଉତ୍ତର-ସୂର୍ଯ୍ୟ ମୁଖୀ ଫୁଲ ସବୁବେଳେ ସୂର୍ଯ୍ୟଙ୍କ କିରଣ ଯୋଉ ପଟେ ପଡେ ସେପଟ କୁ ଅନେଇ ରହିଥାଏ ।

୧୦- କେଉଁ ଫୁଲ ସୂର୍ଯ୍ୟ ଙ୍କ କିରଣ ପଡିଲେ ଫୁଟେ ?
(କ)ଗୋଲାପ
(ଖ)ଗେଣ୍ଡୁ
(ଗ)ମନ୍ଦାର
(ଘ)କଇଁ
ଉତ୍ତର- ଗୋଲାପ

୧୧-କେଉଁଠି ଧଳା ହାତୀ ଦେଖିବାକୁ ମିଳେ ?
(କ)ଥାଇଲାଣ୍ଡ
(ଖ)ଆମେରିକା
(ଗ)ଅଷ୍ଟ୍ରେଲିଆ
(ଘ)ନ୍ୟୁଜ଼ଲାଣ୍ଡ
ଉତ୍ତର- ଥାଇଲାଣ୍ଡ

ଆପଣମାନଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଲାଇକ ଓ ଶେୟାର କରନ୍ତୁ ଓ ନୀତିଦିନ ଏହିଭଳି ସୁନ୍ଦର ସୁନ୍ଦର ଜ୍ଞାନ ବର୍ଦ୍ଧକ ପୋସ୍ଟ ପଢିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲନ୍ତୁ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *