ଏହି 2 ଟି ନାମର ବ୍ୟକ୍ତି ଙ୍କୁ ସାରା ଜୀବନ ମିଳିପାରେ ନାହିଁ ସଚ୍ଚା ପ୍ରେମ- Jyotish Shastra

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ କହିବୁ କିଛି ଏଭଳି ଅକ୍ଷର ସମ୍ବନ୍ଧରେ ଯେଉଁ ମାନଙ୍କୁ କେବେବି ନିଜ ଜୀବନରେ ସତ ଭଲ ପାଇବା ମିଳିପାରି ନଥାଏ।
ବନ୍ଧୁଗଣ ଆପଣ ମାନେ ତ ନିଶ୍ଚିତ ଭାବରେ ଜାଣିଥିବେ ଯେ, ଦୁନିଆରେ ପ୍ରତ୍ୟେକ ବ୍ୟକ୍ତି ଙ୍କ ନାମର କିଛି ନା କିଛି ଅର୍ଥ ନିଶ୍ଚିତ ଭାବରେ ରହିଥାଏ ଏବଂ ଏହି ନାମ ମାତା ପିତା ଙ୍କ ଦ୍ଵାରା ରଖା ଯାଇଥାଏ। କୌଣସି ବ୍ୟକ୍ତି ର ନାମର ପ୍ରଥମ ଅକ୍ଷର ଦ୍ଵାରା ହିଁ ସେହି ବ୍ୟକ୍ତି ସମ୍ବନ୍ଧରେ ଜଣା ପଡ଼ିଥାଏ ଏବଂ ଏହା ସହିତ ବ୍ୟକ୍ତି ର ନାମର ପ୍ରଥମ ଅକ୍ଷର ହିଁ ବ୍ୟକ୍ତି ର ଭାଗ୍ୟ ସ୍ଥିର କରିଥାଏ। ଏହି କାରଣରୁ ପ୍ରତ୍ୟେକ ପିତା ମାତା ନିଜ ସନ୍ତାନ ଙ୍କ ଭାବି ଚିନ୍ତି ଏକ ସୁନ୍ଦର ନାମ ରଖିଥାନ୍ତି।

ବନ୍ଧୁଗଣ ପ୍ରତ୍ୟେକ ବ୍ୟକ୍ତି ନିଜ ଜୀବନରେ ସତ ଭଲ ପାଇବାର ଅନୁସନ୍ଧାନ କରିଥାଏ ଏବଂ ଚାହିଁଥାଏ ତାକୁ ଜଣେ ଏଭଳି ଜୀବନସାଥୀ ମିଳୁ ଯିଏ ତାକୁ ନିଜ ଠାରୁ ମଧ୍ୟ ଅଧିକ ଭଲ ପାଉଥିବ ଏବଂ ଜୀବନ ର ଯେ କୌଣସି ପରିସ୍ଥିତିରେ ମଧ୍ୟ ସାଥ ଦେବ। କିନ୍ତୁ ବେଳେବେଳେ ବ୍ୟକ୍ତି ର ସ୍ୱଭାବ ପାଇଁ ହିଁ ତାକୁ ଜୀବନ ସାରା ସତ ଭଲ ପାଇବା ମିଳିନଥାଏ।

ତେବେ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏଭଳି ୨ ଟି ଅକ୍ଷରରୁ ନାମ ଆରମ୍ଭ ହେଉଥିବା ବ୍ୟକ୍ତି ମାନଙ୍କ ସମ୍ବନ୍ଧରେ କହିବୁ ଯେଉଁ ମାନଙ୍କୁ ନିଜ ଜୀବନରେ କେବେବି ସତ ଭଲ ପାଇବା ପ୍ରାପ୍ତ ହୋଇନଥାଏ। ତେବେ ବନ୍ଧୁଗଣ ଆସନ୍ତୁ ସେହି ବ୍ୟକ୍ତି ମାନଙ୍କ ସମ୍ବନ୍ଧରେ ବିସ୍ତ୍ରୁତ ଭାବରେ ଜାଣିବା।

୧. ବନ୍ଧୁଗଣ ପ୍ରଥମ ଅକ୍ଷରଟି ହେଉଛି, ‘T’। ବନ୍ଧୁଗଣ ଯେଉଁ ବ୍ୟକ୍ତି ମାନଙ୍କ ନାମ ଏହି ଅକ୍ଷରରୁ ଆରମ୍ଭ ହୋଇଥାଏ ସେମାନଙ୍କ ହୃଦୟ ବହୁତ ସଫା ଏବଂ ନିର୍ମଳ ହୋଇଥାଏ। ଏହି ବ୍ୟକ୍ତି ମାନଙ୍କୁ ଅଧିକ ପରିଶ୍ରମ କରିବା ଆଦୋୖ ପସନ୍ଦ ହୋଇନଥାଏ।କିନ୍ତୁ ଏହି ବ୍ୟକ୍ତି ମାନଙ୍କ ପାଖରେ ଧନର ଅଭାବ ନଥାଏ। ଏହି ବ୍ୟକ୍ତି ମାନେ ଅନ୍ୟ ମାନଙ୍କୁ କେବେବି ନିଜ ମନର କଥା କହି ପାରନ୍ତି ନାହିଁ। ଏହି ବ୍ୟକ୍ତି ମାନେ ବହୁତ ରୋମାଣ୍ଟିକ ସ୍ୱଭାବ ର ହୋଇଥାନ୍ତି ଏବଂ ସମସ୍ତ କଥାକୁ ଗୁପ୍ତ ରଖିବା ଏମାନଙ୍କର ଅଭ୍ୟାସ ଅଟେ।

ବନ୍ଧୁଗଣ ଆପଣ ମାନେ ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ଏହି ଅକ୍ଷରରୁ ଯେଉଁ ବ୍ୟକ୍ତି ମାନଙ୍କ ନାମ ଆରମ୍ଭ ହୋଇଥାଏ ସେମାନେ ବହୁତ ରାଗୀ ସ୍ୱଭାବ ର ହୋଇଥାନ୍ତି ଏବଂ ଛୋଟ ଛୋଟ କଥାରେ କ୍ରୋଧିତ ହୋଇ ଯାଆନ୍ତି। ନିଜର ଏହି ସ୍ୱଭାବ କାରଣରୁ ଏମାନେ ନିଜ ପାର୍ଟନର ଙ୍କ ସହିତ ପ୍ରେମ ସମ୍ପର୍କ ସ୍ଥାପନ କରି ପାରନ୍ତି ନାହିଁ ଏବଂ ଏହି ବ୍ୟକ୍ତିଙ୍କ ପାର୍ଟନର ଏମାନଙ୍କ ର ଏହି ଗୁଣ ଯୋଗୁଁ ଏମାନଙ୍କ ଠାରୁ ଦୂରରେ ରହିବା ଉଚିତ ବୋଲି ଭାବନ୍ତି।

 

୨. ବନ୍ଧୁଗଣ ଦ୍ଵିତୀୟ ଅକ୍ଷରଟି ହେଉଛି, ‘K’। ବନ୍ଧୁଗଣ ଯେଉଁ ବ୍ୟକ୍ତି ମାନଙ୍କ ନାମ ଏହି ଅକ୍ଷରରୁ ଆରମ୍ଭ ହୋଇଥାଏ ସେହି ବ୍ୟକ୍ତି ମାନେ ଅନ୍ୟ ମାନଙ୍କ ଠାରୁ ସମ୍ପୂର୍ଣ୍ଣ ଭିନ୍ନ ହୋଇଥାନ୍ତି। ଏହି ବ୍ୟକ୍ତି ମାନେ ଏଭଳି କାର୍ଯ୍ୟ କରିବାକୁ ପସନ୍ଦ କରିଥାନ୍ତି ଯେଉଁ କାର୍ଯ୍ୟ ଅନ୍ୟ କୌଣସି ବ୍ୟକ୍ତି ଦ୍ଵାରା ସମ୍ଭବ ହୋଇପାରି ନଥାଏ। ଏହି ବ୍ୟକ୍ତି ମାନେ ଦେଖିବାକୁ ବହୁତ ସୁନ୍ଦର ଏବଂ ଆକର୍ଷଣୀୟ ହୋଇଥାନ୍ତି। ଏମାନେ ବହୁତ ଶୀଘ୍ର ଅନ୍ୟ ମାନଙ୍କୁ ନିଜ ପ୍ରତି ଆକର୍ଷିତ କରିଥାନ୍ତି।

କିନ୍ତୁ ବନ୍ଧୁଗଣ ଏହି ବ୍ୟକ୍ତି ମାନେ କେବେବି ନିଜର ମନ କଥାକୁ କହି ପାରନ୍ତି ନାହିଁ ଏବଂ ଏହି କାରଣରୁ ଏମାନେ ନିଜ ଭଲ ପାଇବାର ଏକ୍ସପ୍ରେସ କରି ପାରନ୍ତି ନାହିଁ। ଏହି କାରଣରୁ ଏହି ଅକ୍ଷରରୁ ଯେଉଁ ବ୍ୟକ୍ତି ମାନଙ୍କ ନାମ ଆରମ୍ଭ ହୋଇଥାଏ ସେମାନଙ୍କୁ ଜୀବନ ରେ ସତ ଭଲ ପାଇବା ପ୍ରାପ୍ତ ହୋଇନଥାଏ।

ଆପଣ ମାନଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ନିଶ୍ଚିତ କମେନ୍ଟ ଦିଅନ୍ତୁ । ଏହିପରି ଜ୍ଯୋତିଷ ସମ୍ବନ୍ଧୀୟ ବିବରଣୀ ପାଇବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *