ବୟସରେ 27 ବର୍ଷ ସାନ ସବୁଠୁ ସୁନ୍ଦରୀ Actress ଅଟନ୍ତି ଏହି ମୁଖ୍ୟମନ୍ତ୍ରୀ ଙ୍କ ପତ୍ନୀ, ଜାଣନ୍ତୁ କିଏ ଏହି ସୁନ୍ଦରୀ

ବନ୍ଧୁଗଣ ଏହି ଦୁନିଆରେ ଏପରୁ ସବୁ ମାମଲା ସାମ୍ନାକୁ ଆସୁଛି ଯାହା ସମସ୍ତ ସ୍ଥାନରେ ଚର୍ଚାର ବିଷୟ ପଲଟୁଛି । ବନ୍ଧୁଗଣ ସାଧାରଣତଃ ଏହି ସମସ୍ତ ମାମଲା ଗୁଡିକ ସୋସିଆଲ ମିଡିଆରେ ବହୁତ ମାତ୍ରାରେ ଭାଇରାଲ ହେଉଛି । ଆପଣ ମାନେ ଏହି ସବୁ ମାମଲା ବିଷୟରେ ଜାଣିଲେ ଆଶ୍ଚର୍ଯ୍ୟ ହେବେ । ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ଏହିପରି ଏକ ମାମଲା ବିଷୟରେ କହିବାକୁ ଯାଉଛୁ । ବନ୍ଧୁଗଣ ଆମ ଭାରତ ଦେଶରେ ସାଧାରଣତଃ ବିବାହ କ୍ଷେତ୍ରରେ ପୁଅ ମାନଙ୍କ ଠାରୁ ଝିଅ ମାନେ ବୟସରେ ସାନ ହେବା ନିହାତି ଆବଶ୍ୟକ । ହେଲେ ଆଜିଆମେ ଆପଣ ମାନଙ୍କୁ ଏପରି ଏକ ପତ୍ନୀଙ୍କ ବିଷୟରେ କହିବାକୁ ଯାଉଛୁ ଯିଏ ମୁଖ୍ୟମନ୍ତ୍ରୀଙ୍କ ସ୍ତ୍ରୀ ଅଟନ୍ତି ଓ ସେ ତାଙ୍କ ସ୍ଵାମୀଙ୍କ ଠାରୁ ୨୭ ବର୍ଷ ସାନ ଅଟନ୍ତି ।

ବନ୍ଧୁଗଣ ଏହି ମହିଳା ଜଣକ ବହୁତ ସୁନ୍ଦର ଅଭିନେତ୍ରୀ ଅଟନ୍ତି ଯିଏ ନିଜ ବୁଦ୍ଧି ଦ୍ଵାରା ଆଜି ଏକ ମୁଖ୍ୟମନ୍ତ୍ରୀଙ୍କ ପତ୍ନୀ ହୋଇପାରିଛନ୍ତି । ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ଏହି ମୁଖ୍ୟମନ୍ତ୍ରୀ ଓ ତାଙ୍କ ପତ୍ନୀଙ୍କ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।


ବନ୍ଧୁଗଣ ଭାରତର କର୍ଣ୍ଣାଟକ ଦେଶରେ ଥିବା ମୁଖ୍ୟମନ୍ତ୍ରୀଙ୍କ ପତ୍ନୀ ହେଉଛନ୍ତି ତାଙ୍କ ଠାରୁ ୨୭ ବର୍ଷ ସାନ । ବନ୍ଧୁଗଣ ଏହି ମୁଖ୍ୟମନ୍ତ୍ରୀ ଜଣକ ହେଉଛନ୍ତି କୁମାର ସ୍ଵାମୀ । କୁମାର ମୁଖ୍ୟମନ୍ତ୍ରୀ ହେବା ପରେ ବହୁତ ସମସ୍ଯାର ସମ୍ମୁଖୀନ ହୋଇଥିଲେ । କୁମାରଙ୍କ ପତ୍ନୀ ହେଉଛନ୍ତି କନ୍ନଡା ଫିଲ୍ମର ଜଣେ ଲୋକପ୍ରିୟ ଅଭିନେତ୍ରୀ । ଏହି ଅଭିନେତ୍ରୀ ଜଣକଙ୍କ ନାମ ହେଉଛି ରାଧିକା ।

ରାଧିକା ବହୁତ ସୁନ୍ଦର ଓ ଆକର୍ଷିତ ନଜର ଆସନ୍ତି । ମୁଖ୍ୟମନ୍ତ୍ରୀ କୁମାର ସ୍ଵାମୀ ଓ ଅଭିନେତ୍ରୀ ବହୁତ ସମୟ ହେବ ପରସ୍ପର ସହ ଲଭ ଅଫେୟାର ରଖିଥିଲେ । ହେଲେ ଏହାର ବିଷୟରେ କୌଣସି ଲୋକ ଜାଣିନଥିଲେ । ବନ୍ଧୁଗଣ ରାଧିକା ହେଉଛନ୍ତି କୁମାର ସ୍ଵାମୀଙ୍କର ଦୁତୀୟ ପତ୍ନୀ । ରାଧିକା ଓ କୁମାର ୨୦୦୬ ମସିହାରେ ଚୁପ ଚାପ ବିବାହ କରିଦେଇଥିଲେ ଯାହା ବିଷୟରେ କୌଣସି ଲୋକ ଜାଣିନଥିଲେ ।

କିନ୍ତୁ ବନ୍ଧୁଗଣ ଆଜି ମଧ୍ୟ କୁମାର ନିଜ ପ୍ରଥମ ପତ୍ନୀଙ୍କ ସହ ରହୁଛନ୍ତି । ବନ୍ଧୁଗଣ ରାଧିକା କନ୍ନଡା ଫିଲ୍ମ ଇଣ୍ଡଷ୍ଟ୍ରିରେ ବହୁତ ସାରା ଫିଲ୍ମ କରିଛନ୍ତି । ସେ କେତେକ ସୁପର ହିଟ ଫିଲ୍ମ କରି ବହୁତ ଲୋକପ୍ରିୟତା ହାସଲ କରିଛନ୍ତି । ରାଧିକାଙ୍କ ସୁନ୍ଦରତା ଓ ଅଭିନୟକୁ ଦେଖିବା ପାଇଁ ଲୋକମାନେ ବହୁତ ଅଧିକ ପସନ୍ଦ କରନ୍ତି ।

ଏକ ଇଣ୍ଟର୍ବ୍ୟୁ ମଧ୍ୟମରେ ରାଧିକା ନିଜର ଲଭ ଅଫେୟାର ବିଷୟରେ କହିଥିଲେ । ରାଧିକାଙ୍କୁ ବଲିଉଡ ଫିଲ୍ମ ବହୁତ ପସନ୍ଦ ଆସେ । ସେ ବଲିଉଡ ଅଭିନେତା ସଲମାନ ଖାନ ଓ ଶାହରୁଖ ଖାନଙ୍କ ସହ କାମ କରିବା ପାଇଆନ ବହୁତ ଇଛୁକ ଅଛନ୍ତି । ବର୍ତ୍ତମାନ ରାଧିକା ନିଜ ସ୍ଵାମୀ କୁମାରଙ୍କ ସହ ବହୁତ ଖୁସିରେ ଜୀବନ ଅତିବାହିତ କରୁଛନ୍ତି ।

ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *