Interesting Gk- କେଉଁ ଫୁଲର ଆକାର ମଣିଷର ଓଠ ଭଳି ହୋଇଥାଏ ?

ବନ୍ଧୁଗଣ, ଆଜି ଆମ୍ଭେ ଆପଣଙ୍କୁ କିଛି ବିଶେଷ ପ୍ରଶ୍ନ ସମ୍ବନ୍ଧରେ କହିବାକୁ ଯାଉଅଛୁ ଯାହା ଆପଣଙ୍କ ପାଇଁ କାର୍ଯ୍ୟକାରୀ ଅଟେ । ଛାତ୍ର ଛାତ୍ରୀ ମାନଙ୍କ ପାଇଁ ଏହା ଉପଯୋଗୀ ଅଟେ କାରଣ ପରୀକ୍ଷା ରେ କେତେବେଳେ ସାଧାରଣ ଜ୍ଞାନ ସମ୍ବନ୍ଧିତ ପ୍ରଶ୍ନ ପଚରାଯାଇଥାଏ, ଯଦି ସମସ୍ତ ବିଷୟ ପ୍ରତି ସତର୍କ ରହିବେ ତେବେ ନିଶ୍ଚିତ ଭାବରେ କୌଣସି ବିଷୟ କଷ୍ଟ ଲାଗିବ ନାହିଁ । ତେବେ ଆସନ୍ତୁ ଜାଣିନେବା ସଂପୂର୍ଣ୍ଣ ବିବରଣୀ ।

୧;- ଏମିତି କେଉଁ ଗଛ ଅଛି ଯିଏକି ମାଂସ ଖାଇଥାଏ ?

ଉତ୍ତର;- ଭେନୁସ ଫ୍ଲାଇ ଟାପ ।

୨;- ଡେନମାର୍କ ଦେଶର ସାଂସଦର ନାମ କ’ଣ ?

ଉତ୍ତର;- ଫୋଲକେଟିଙ୍ଗ ।

୩;- କେଉଁ ଦେଶର ଲୋକ ମାନେ ଭାରତରେ ବୁଲି ପାରିବେ ନାହିଁ ?

ଉତ୍ତର;- ଉତ୍ତର କୋରିଆ ।

୪;- ପ୍ରତ୍ୟକ ମନୁଷ୍ୟ ଶୋଇବା ପରେ ତାର କେଉଁ ଅଙ୍ଗ ଛୋଟ ହୋଇଯାଇଥାଏ ?

ଉତ୍ତର;- ଆଖିଡୋଳା ।

୫;- ଶୋଇବା ସମୟରେ ମୁଣ୍ଡ କ’ଣ ଖୋଜିଥାଏ ?

ଉତ୍ତର;- ତକିଆ ।

୬;- ଭାରତର ସବୁଠାରୁ ଯୁବ ପ୍ରଧାନମନ୍ତ୍ରୀ କିଏ ଥିଲେ ?

ଉତ୍ତର;- ରାଜୀବ ଗାନ୍ଧୀ ।

୭;- କେଉଁ ପକ୍ଷୀର ପର ନଥାଏ ?

ଉତ୍ତର;- କିୱି ପକ୍ଷୀ ।

୮;- ଭାରତର ସବୁଠୁ ବଡ ବ୍ୟାଙ୍କର ନାମ କ’ଣ ଅଟେ ?

ଉତ୍ତର;- ରିଜର୍ବ ବ୍ୟାଙ୍କ ଅଫ ଇଣ୍ଡିଆ ।

୯;- ଉତ୍ତର ପ୍ରଦେଶ ର ମୁଖ୍ୟ ଲୋକ ନୃତ୍ୟର ନାମ କ’ଣ ଅଟେ ?

ଉତ୍ତର;- ଚାଚାରୀ ।

୧୦;- କେଉଁ ଫୁଲର ଆକାର ମଣିଷର ଓଠ ଭଳି ହୋଇଥାଏ ?

ଉତ୍ତର;- HOOKERS LIPS FLOWER ।

୧୧;- ଏମିତି କେଉଁ ଜିନିଷ ଯାହାକୁ ଆମେ ବ୍ୟବହାର କରିବା ପୂର୍ବରୁ ପ୍ରଥମେ ଭାଙ୍ଗିବାକୁ ପଡିଥାଏ ?

ଉତ୍ତର;- ଅଣ୍ଡା ।

୧୨;- ଏମିତି କେଉଁ କାମ ଯାହାକୁ ପୁରୁଷ ମାନେ ଥରେ କରନ୍ତି ମାତ୍ର ନାରୀମାନେ ସବୁଦିନ କରନ୍ତି ?

ଉତ୍ତର;- ମଥାରେ ସିନ୍ଦୁର ଦେବା ।

୧୩;- କେଉଁ ବହି ଯାହା କେବେ ଛପା ଯାଇନାହିଁ ?

ଉତ୍ତର;- ଫେସବୁକ (Facebook)

୧୪;- କେଉଁ ଜାଗାରେ ଜଣେ ଚାହିଁଲେ ମଧ୍ୟ ଘୁଙ୍ଗୁଡି ମାରି ପାରିବ ନାହିଁ ?

ଉତ୍ତର;- ମହାକାଶରେ ।

୧୫;- ତାହା କେଉଁ ଜିନିଷ ଯାହା ଆମେ ନ ଚାହିଁଲେ ମଧ୍ୟ ଆସିଥାଏ ?

ଉତ୍ତର;- ମୃ-ତ୍ୟୁ ।

୧୬;- ମା’ ଠାରୁ ଜନ୍ମ ନିଏ ମା’ କୁ ଛୁଇଁଲେ ମରିଯାଏ ?

ଉତ୍ତର;- ଲୁଣ ।

୧୭;- ଏମିତି କେଉଁ ଫଳ ଅଛି ଯିଏ ମିଠା ହେବା ଶତ୍ବେ ବି ବଜାରରେ ବିକା ଯାଏ ନାହିଁ ?

ଉତ୍ତର;- ଧର୍ଯ୍ୟର ଫଳ । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ଟି ଆପଣ ମାନଙ୍କୁ କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *