ବନ୍ଧୁଗଣ ଆମେ ମାନେ ପିଲା ଦିନରୁ ଜ୍ଞାନ ଆହରଣ କରିଥାଉ । ବନ୍ଧୁଗଣ ଏକ ସୁଖମୟ ଜୀବନ ବଞ୍ଚିବା ପାଇଁ ଜ୍ଞାନର ବହୁତ ଆବଶ୍ୟକତା ରହିଥାଏ । ଯଦି ଆପଣ ଜ୍ଞାନୀ ହୋଇଥିବେ ତା ହେଲେ ଆପଣ ସମସ୍ତ କ୍ଷେତ୍ରରେ ସଫଳତା ପାଇବେ । ବର୍ତ୍ତମାନର ସମୟରେ ଅନେକ ଲୋକ ସରକାରୀ ଚାକିରି ପାଇଁ ଆବେଦନ କରୁଛନ୍ତି । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କ ପାଇଁ କିଛି ସାଧାରଣ ଜ୍ଞାନ ନେଇ ଆସିଛୁ ଯାହା ଆପଣଙ୍କ ଚାକିରି କ୍ଷେତ୍ରରେ ଆପଣଙ୍କୁ ଅନେକ ସହାୟତା କରିବ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ସାଧାରଣ ଜ୍ଞାନ ବିଷୟରେ ।
୧. କେଉଁ ଜୀବ ଆଖି ଓ କାନ ବାଟେ ଶ୍ଵାସ ପ୍ରଶ୍ଵାସ ନିଏ ?
ଉତ୍ତର- ହରିଣ ନିଜ ଆଖି ଓ କାନ ବାଟେ ଶ୍ଵାସ ପ୍ରଶ୍ଵାସ ନିଏ ।
୨. କେଉଁ ମାଛ ମୁଣ୍ଡରେ ପାକସ୍ଥଳୀ ଥାଏ ?
ଉତ୍ତର- ଚୁଙ୍ଗୁଡି ମାଛ ମୁଣ୍ଡରେ ପାକସ୍ଥଳୀ ଥାଏ ।
୩. କାହାର ଆଠଟି ଆଖି ଅଛି ?
ଉତ୍ତର- ମାଙ୍କଡସାର ଆଠଟି ଆଖି ଅଛି ।
୪. ମୟୂର ପୁଛରେ କେତୋଟି ଚନ୍ଦ୍ରିକା ଅଛି ?
ଉତ୍ତର- ମୟୂର ପୁଛରେ ୧୮ଟି ଚନ୍ଦ୍ରିକା ଅଛି ।
୫. କାହାର ଆଖି ନାହିଁ ?
ଉତ୍ତର- ଜିଆର ଆଖି ନାହିଁ ।
୬. କିଏ ପାଣିରେ ପହଁରି ପାରେ ନାହିଁ ?
ଉତ୍ତର- ଓଟ ପାଣିରେ ପହଁରି ପାରେ ନାହିଁ ।
୭. କାହାର ମେରୁଦଣ୍ଡ ନାହିଁ ?
ଉତ୍ତର- କଙ୍କଡାର ମେରୁଦଣ୍ଡ ନାହିଁ ।
୮. କାହାର ପାଞ୍ଚଟି ଆଖି ଅଛି ?
ଉତ୍ତର- ମହୁମାଛିରେ ପାଞ୍ଚଟି ଆଖି ଅଛି ।
୯. କେଉଁ ଜୀବ ସବୁଠାରି ବେଶିଦିନ ବଞ୍ଚିଥାଏ ?
ଉତ୍ତର- କଇଁଛ ସବୁଠାରୁ ବେସୀ ଦିନ ବଞ୍ଚି ଥାଏ ।
୧୦. କାହାର ୧୦ଟି ଗୋଡ ଅଛି ?
ଉତ୍ତର- କଙ୍କଡାର 10ଟି ଗୋଡ ଅଛି ।
୧୧. କିଏ ସର୍ବଦା ଜିଭ ବାହାର କରେ ?
ଉତ୍ତର- ସାପ ସର୍ବଦା ଜିଭ ବାହାର କରେ ।
୧୨. କିଏ ବସା ତିଆରି କରିପାରେ ନାହିଁ ?
ଉତ୍ତର- ବାଦୁଡି ବସା ତିଆରି କରିପାରେ ନାହିଁ ।
୧୩. କେଉଁ ପକ୍ଷୀର ଦାନ୍ତ ଅଛି ?
ଉତ୍ତର- ବାଦୁଡିର ଦାନ୍ତ ଅଛି ।
୧୪. କେଉଁ ଗଛର ଫୁଲ ନାହିଁ ?
ଉତ୍ତର- ଛତୁର ଫୁଲ ନାହିଁ ।
୧୫. ଚୁଲିର ତିନି ମୁଣ୍ଡକୁ କଣ କୁହାଯାଏ ?
ଉତ୍ତର- ଚୁଲିର ତିନି ମୁଣ୍ଡକୁ ଝିଙ୍କା କୁହାଯାଏ ।
୧୬. ଭାରତରେ କେଉଁ ଫୁଲ ୧୨ ବର୍ଷରେ ଥରେ ଫୁଟିଥାଏ ?
ଉତ୍ତର- ନୀଳକୁରିଞ୍ଜି ଫୁଲ ଯାହାକୁ କର୍ଣ୍ଣାଟକରେ ଦେଖାଯାଇଥାଏ ।
୧୭. ଭାରତର ସବୁଠାରୁ ବଡ ଗାର୍ଡେନ କେଉଁଠି ଅଛି ?
ଉତ୍ତର- ଭାରତର ସବୁଠାରୁ ବଡ ଗାର୍ଡେନ ଅଲିପୁର କଲିକତାରେ ଅଛି ।
୧୯. ଭାରତର କେଉଁ ରାଜ୍ୟରେ କୋରିଆ ନାମକ ଜିଲ୍ଲା ଅଛି ?
ଉତ୍ତର- ଭାରତର ଛତିଶଗଡ ରାଜ୍ୟରେ କୋରିଆ ନାମକ ଜିଲ୍ଲା ଅଛି ।