ଟିଭିରେ ବାପା Subhasis ଙ୍କୁ ଦେଖି ଦେଖନ୍ତୁ କେମିତି ଖୁସିରେ ନାଚୁଛନ୍ତି Anisha ଙ୍କ ଝିଅ…

ବନ୍ଧୁଗଣ, ସୂଚନା ଅନୁଯାୟୀ ବାପା ଙ୍କୁ ଟିଭିରେ ଅଭିନୟ କରୁଥିବାର ଦେଖି ଖୁସି ହେଉଛନ୍ତି ଓଡିଆ ଅଭିନେତ୍ରୀ ଆନିଶା ଶର୍ମା ଙ୍କ ଝିଅ ଭିୟୋନା ଶର୍ମା । ବର୍ତ୍ତମାନ ଭିୟୋନା ଙ୍କୁ ମାତ୍ର ଦେଢବର୍ଷ ବୟସ ହୋଇଛି । ଆଉ ଏହାଫଳରେ ସେ ସୋ-ସି-ଆ-ଲ ମି-ଡି-ଆ ରେ ବହୁତ ମାତ୍ରାରେ ଭା-ଇ-ରା-ଲ ହେଉଥିବାର ନଜର ଆସିଛନ୍ତି । ନିଜ ବାପା ଏବଂ ମା ଙ୍କ ସହିତ ସୋ-ସି-ଆ-ଲ ମି-ଡି-ଆରେ ନଜର ଆସୁଛନ୍ତି ଭିୟୋନା ।

ତେବେ ଆଗାମୀ ଦିନମାନଙ୍କରେ ଭିୟୋନା ଏକ ଚାଇଲ୍ଡ ଆର୍ଟିଷ୍ଟ ଭାବରେ ନଜର ଆସିବେ ବୋଲି କହିଛନ୍ତି ଭିୟୋନା । ଏହା ସହିତ ସେ କିଛି ୱେବସିରିସରେ ମଧ୍ୟ ଚାଇଲ୍ଡ ଆର୍ଟିଷ୍ଟ ଭାବରେ ଅଭିନୟ କରିସାରିଲେଣି । ତେବେ ସେ ବହୁତ କମ ବୟସ ବୟସରୁ ହିଁ ସେ ନିଜର ଅଭିନୟ କ୍ୟାରିୟର ଆରମ୍ଭ କରିସାରିଲେଣି । ଆପଣ ମାନେ ଏହା ଜାଣିଛନ୍ତି ଯେ ଆନିଶା ଏବଂ ଶୁଭାଶିଷ ଶର୍ମା ପରସ୍ପର କୁ ଶୁ-ଟି-ଙ୍ଗ ସେଟ ରୁ ଭଲପାଇ ପରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ।

ବିବାହ ପରେ ଆନିଶା ଓଲିଉଡ ଇଣ୍ଡଷ୍ଟ୍ରୀରୁ ସଂପୂର୍ଣ୍ଣ ଭାବରେ ଦୂରେଇ ରହିଛନ୍ତି । କିନ୍ତୁ ଶୁଭାଶିଷ ଓଡିଆ ସିନେମାରେ ଅଭିନୟ କରିବା ସହିତ ବର୍ତ୍ତମାନ ଓଡିଆ ସିରିୟଲରେ ମଧ୍ୟ ଅଭିନୟ କରିଥିବାର ନଜର ଆସିଛନ୍ତି । ଆନିଶା ଏବଂ ଶୁଭାଶିଷ ଙ୍କ ଝିଅ ବହୁତ କ୍ଵିଟ ହୋଇଛି । ଏବଂ ନିଜ ବାପାଙ୍କୁ ଟିଭିରେ ଅଭିନୟ କରିଥିବାର ଦେଖି ପାପା, ପାପା ବୋଲି ଡାକିବାକୁ ଲାଗିଥିଲେ ।

ଏହାକୁ ଦେଖି ଆନିଶା ଏବଂ ଶୁଭାଶିଷ ବହୁତ ଖୁସି ହେବାକୁ ଲାଗିଥିଲେ । ଏବଂ ସେ ନିଜର ଖୁସି କୁ ସୋ-ସି-ଆ-ଲ ମି-ଡି-ଆରେ ସେୟାର କରିଛନ୍ତି । ବିବାହ ପରେ ଉଭୟଙ୍କର ପ୍ରଥମ ସନ୍ତାନ କୁ ନେଇ ବେସ ଖୁସି ନଜର ଆସୁଥିଲେ ଏହି ଯୋଡି । ବର୍ତ୍ତମାନ ମଧ୍ୟ ନିଜ ଝିଅ ସହିତ ବେସ ହସଖୁସିରେ ଜୀବନଜାପନ କରୁଥିବାର ନଜର ଆସିଛନ୍ତି । ଏହାକୁ ଦେଖି ପରିବାର ଲୋକେ ମଧ୍ୟ ବେସ ଖୁସ ଅଛନ୍ତି ।

ଆଜିଭଳି ଦିନରେ ସାଧାରଣତଃ ଯେଉଁଠି ଦେଖ ପ୍ରେମବିବାହ କରି ମଧ୍ୟ ବିଚ୍ଛେଦ କରିବାକୁ ପଛାଉ ନାହାଁନ୍ତି । କେଉଁଠି ନା କେଉଁଠି ବୁଝାମଣାରେ ବେଶ ଅନ୍ତର ନଜର ଆସିବାରେ ଲାଗିଛି । କେଉଁଠାରେ ସ୍ଵାମୀ ବୁଝୁନାହିଁ ତ ଅନ୍ୟ କେଉଁଠି ସ୍ତ୍ରୀ ଅବୁଝା । ମାତ୍ର ଏଭଳି କ୍ଷେତ୍ରରେ ପରିବାର ସଂପୂର୍ଣ୍ଣ ଭାବରେ ନଷ୍ଟ ହୋଇଯାଇଥାଏ । ସମ୍ପର୍କ ବହୁତ ମୂଲ୍ଯବାନ ହୋଇଥାଏ । ଏଣୁ ବିନୀତ ଅନୁରୋଧ ଯେ ହସଖୁସି ରେ ସଂସାର କରନ୍ତୁ ଠିକ ଯେମିତି ଏହି ଓଲିଉଡ ଯୋଡି । ବନ୍ଧୁଗଣ ଏହି ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *