Interesting Gk Questions- ଏମିତି କେଉଁ ପରିବା ଅଛି ଯେଉଁଥିରେ ଦେଶ, ଭାଷା ଓ ଜିଲ୍ଲା ତିନିଟି ର ନାମ ଆସିଥାଏ ? ଦିମାଗ ଲଗେଇ କୁହନ୍ତୁ

ବନ୍ଧୁଗଣ ଆମର ଦୈନନ୍ଦିନ ଜୀବନରେ ସାଧାରଣ ଜ୍ଞାନର ବହୁତ ଆବଶ୍ୟକତା ରହିଥାଏ । ଏହା ଆମକୁ ସମସ୍ତ ସରକାରୀ ଚାକିରି ଏବଂ ଜୀବନ ଜୀବିକାରେ ବହୁତ ସହାୟକ ହୋଇଥାଏ । ସେଥିପାଇଁ ଆଜିଆମେ ଆପଣ ମାନଙ୍କ ପାଇଁ କିଛି ଓଡିଆ ଜିକେ ନେଇ ଆସିଛୁ । ଯାହାକୁ ପଢି ଆପଣ ଏହି ଓଡିଆ ଜିକେ ବିଷୟରେ ଜାଣି ପାରିବେ । ଆପଣ ପଢିବା ପରେ ନିଜ ପରିବାର ସଦସ୍ୟଙ୍କୁ ମଧ୍ୟ ଆପଣ ଏହାର ଜ୍ଞାନ ଦେଇପାରିବେ । ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ଆମର ଏହି ଓଡିଆ ଜେନେରାଲ ନଲେଜ ବିଷୟରେ ।

୧: କେଉଁ ଦେଶରେ ସବୁଠାରୁ ଅଧିକ ପୁସ୍ତକାଳୟ ଅଛି ?

ଉ:  ଭାରତରେ ସବୁଠାରୁ ଅଧିକ ପୁସ୍ତକାଳୟ ଅଛି ।

୨: ପୃଥିବୀ ସୂର୍ଯ୍ୟ ଠାରୁ ସବୁଠାରୁ ଅଧିକ ଦୂରରେ କେଉଁଦିନ ରହିଥାଏ ?

ଉ: ଜୁଲାଇ ୪ ତାରିଖରେ ପୃଥିବୀ ସୂର୍ଯ୍ୟ ଠାରୁ ସବୁଠାରୁ ଅଧିକ ଦୂରରେ ରହିଥାଏ ।

୩: କେଉଁ ଦେଶର ଲୋକ ଅଧିକ ପାଠ ପଢ଼ିଥାନ୍ତି?

ଉ: କାନାଡ଼ା ଦେଶର ଲୋକ ଅଧିକ ପାଠ ପଢ଼ିଥାନ୍ତି ।

୪: କେଉଁ ଗ୍ରହ ଲାଲ ରଙ୍ଗର ହୋଇଥାଏ?

ଉ: ମଙ୍ଗଳ ଗ୍ରହ ଲାଲ ରଙ୍ଗର ହୋଇଥାଏ ।

୫: ପୃଥିବୀର ସବୁଠାରୁ ଛୋଟ ମାଛର ନାମ କଣ?

ଉ: ପୃଥିବୀର ସବୁଠାରୁ ଛୋଟ ମାଛର ନାମ ଅଥବାର୍ଗ ଗୋବି ଅଟେ ।

୬: କେଉଁ ଗଛର କାଠ ସୁନାଠାରୁ ଅଧିକ ମୂଲ୍ୟବାନ ହୋଇଥାଏ ?

ଉ: ରକ୍ତ ଚନ୍ଦନ ଗଛର କାଠ ସୁନାଠାରୁ ଅଧିକ ମୂଲ୍ୟବାନ ହୋଇଥାଏ ।

୭: ବିଏତନାମର ମୁଦ୍ରା କଣ ଅଟେ ?

ଉ: ବିଏତନାମର ମୁଦ୍ରା ଡାଗ ଅଟେ ।

୮: ଭାରତ ଉପରେ ଆକ୍ରମଣ କରିଥିବା ପ୍ରଥମ ୟୁରୋପବାସୀଙ୍କ ନାମ କଣ?

ଉ: ଭାରତ ଉପରେ ଆକ୍ରମଣ କରିଥିବା ପ୍ରଥମ ୟୁରୋପବାସୀଙ୍କ ନାମ ସିକନ୍ଦର ।

୯: ସବୁଠାରୁ ପ୍ରାଚୀନ ବେଦ କଣ ଅଟେ?

ଉ: ରୁକବେଦ ସବୁଠାରୁ ପ୍ରାଚୀନ ବେଦ ଅଟେ ।

୧୦: ଅସହଯୋଗ ଆନ୍ଦୋଳନରେ ସର୍ବପ୍ରଥମେ କାହାକୁ ଗିରଫ କରାଯାଇଥିଲା ?

ଉ: ଅସହଯୋଗ ଆନ୍ଦୋଳନରେ ସର୍ବପ୍ରଥମେ ମହମ୍ମଦ ଅଲ୍ଲିଙ୍କୁ ଗିରଫ କରାଯାଇଥିଲା ।

୧୧: ସବୁଠାରୁ ଅଧିକ ବାଟ ବହିଥିବା ନଦୀର ନାମ କଣ ?

ଉ: ସବୁଠାରୁ ଅଧିକ ବାଟ ବହିଥିବା ନଦୀର ନାମ କୋଶି ନଦୀ ।

୧୨: କେଉଁ ଜୀବ ପାଣିରେ ରହି ମଧ୍ୟ ପାଣି ପିଇ ନଥାଏ ?

ଉ: ବେଙ୍ଗ ପାଣିରେ ରହି ମଧ୍ୟ ପାଣି ପିଇ ନଥାଏ ।

୧୩: ସବୁଠାରୁ କଠୋର କାନୁନ କେଉଁ ଦେଶର ଅଟେ ?

ଉ: ସାଉଦି ଆରବ ରେ ସବୁଠାରୁ କଠୋର କାନୁନ ହୋଇଥଏ ।

୧୪: ଭାରତୀୟ ନୋଟ ଉପରେ କେତୋଟି ଭାଷା ଲେଖା ଅଛି?

ଉ: ଭାରତୀୟ ନୋଟ ଉପରେ ୧୭ଟି ଭାଷା ଲେଖା ଅଛି ।

୧୫: କେଉଁ ଜୀବର ପାଦ ନଥାଏ ?

ଉ: ସାପର ପାଦ ନଥାଏ ।

୧୬. ଏମିତି କେଉଁ ପରିବା ଅଛି ଯେଉଁଥିରେ ଦେଶ, ଭାଷା ଓ ଜିଲ୍ଲା ତିନିଟି ର ନାମ ଆସିଥାଏ ?

ଉ- ଭେଣ୍ଡି

ହିନ୍ଦୀରେ କହିଲେ BHINDI

HIND- ଦେଶ
HINDI- ଭାଷା
BHIND- ଜିଲ୍ଲା

ଆପଣଙ୍କୁ ଆମର ଏହି ପୋସ୍ଟ ଟି କିପରି ଲାଗିଲା ଆମକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ଓ ଆଗକୁ ଏପରି କିଛି ଜ୍ଞାନ ବର୍ଦ୍ଧକ ପୋସ୍ଟ ପଢିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *