ରିଅଲ ଲାଇଫରେ ସବୁଠୁ ଅଧିକ ଗର୍ବୀ ଅଟନ୍ତି Bollywood ର ଏହି 5 ଜଣ ହିରୋଇନ, କିଏ ମିଡିଆ ସହିତ କରେ ଝଗଡା ତ କିଏ ଫ୍ୟାନ୍ସ ଙ୍କ ସହ କରେ ଖରାପ ବ୍ୟବହାର

ବଲିଉଡରେ ବହୁତ ଏମିତି ଅଭିନେତ୍ରୀ ମାନେ ଅଛନ୍ତି ଯିଏକି ସେମାନଙ୍କର ଦମଦାର ଅଭିନୟ ପାଇଁ ସେମାନେ ବହୁତ ଲୋକପ୍ରିୟ ହୋଇ ପାରିଛନ୍ତି । ମିଡ଼ିଆର କ୍ୟାମେରା ସବୁବେଳେ ଏହି ସୁଯୋଗର ଅପେକ୍ଷାରେ ଥାଆନ୍ତି କି କେଉଁ ଅଭିନେତ୍ରୀ କେଉଁ କାମ କରୁଛନ୍ତି ତାହାକୁ ସାମ୍ନାକୁ ଆଣିବ । କିନ୍ତୁ ଏମାନଙ୍କ ଭିତରେ କିଛି ଅଭିନେତ୍ରୀ ମାନେ ଅଛନ୍ତି ଯିଏକି ବହୁତ ଅହଙ୍କାରୀ ହୋଇଥାନ୍ତି । ତାଙ୍କର ଏହି ଅହଙ୍କାର ଯୋଗୁ ସେମାନଙ୍କୁ ବହୁତ ସମାଲୋଚନାର ଶିକାର ହେବାକୁ ପଡିଥାଏ । ତେବେ ଆସନ୍ତୁ ଆଜି ଆମେ ଜାଣିବା ବଲିଉଡର ସେହି ଅହଙ୍କାରୀ ଅଭିନେତ୍ରୀଙ୍କ ବିଷୟରେ ।

କଟ୍ରିନା କୈଫ- ରେ କଟ୍ରିନା ଫ୍ଲାଇଟରେ ଯାଉଥିବା ବେଳେ ତାଙ୍କୁ ଏକ ୯ ବର୍ଷ ର ପିଲା ତାଙ୍କ ପାଖକୁ ଯାଇ ତାଙ୍କୁ ଏକ ଅଟୋଗ୍ରାଫ ମାଗିଥିଲା । କିନ୍ତୁ ସେ ତାହାର କଥାକୁ ନ ଶୁଣି ସୋଇ ରହିଲେ । ଏହା ପରେ ସେହି ପିଲାଟି ବହୁତ ଥର କହିବା ପରେ ସେ ରାଗିଯାଇ ତାକୁ ଗାଳି କରିଥିଲେ ।

ସେହି ପିଲାଟି ସେହିଠାରୁ କାନ୍ଦି କାନ୍ଦି ଆସିଥିଲା । ଏହା ପରେ ସେଠାରେ ବସିଥିବା ଜଣେ ବ୍ୟକ୍ତି ତାଙ୍କୁ ବହୁତ କଥା ଶୁଣେଇ ଥିଲା । ଏହା ହେଉଛି ତାଙ୍କର ଅହଂକାରିତାର ପ୍ରମାଣ । ସେ କିଛି ଥର ନିଜ ଫ୍ୟାନ୍ସ ଙ୍କ ସହିତ ଏମିତି ଖରାପ ବ୍ୟବହାର କରିବାର ନଜର ଆସିଛନ୍ତି ।

ଶ୍ରଦ୍ଧା କପୁର

ଶ୍ରଦ୍ଧା କପୁର ତାଙ୍କର ଫିଲ୍ମ ଆସିକି 2 ରେ ବହୁତ ଫେମସ ହୋଇଥିଲେ । ଶ୍ରଦ୍ଧା ମଧ୍ୟ ବହୁତ ଅହଙ୍କରୀ ଅଟନ୍ତି । ତାଙ୍କୁ ସବୁବେଳେ ମିଡିଆ ସାମ୍ନାରେ ଝଗଡା କରୁଥିବାର ଦେଖିବାକୁ ମିଳିଛି । ମିଡିଆ କର୍ମୀ ତାଙ୍କୁ ଅନୁରୋଧ କରି ତାଙ୍କର ଫଟୋ ଉଠେଇବାକୁ କହିଥାନ୍ତି । କିନ୍ତୁ ସେ ସବୁବଳେ ନିଜର ଅହଂକାର ଦେଖାଇ ସେଠାରୁ ଚାଲି ଯାଇଥାନ୍ତି । ସେଥିପାଇଁ ଶ୍ରଦ୍ଧା କପୁରଙ୍କୁ ବହୁତ ଅହଙ୍କାରୀ ବୋଲି କୁହାଯାଏ ।

ଅନୁଷ୍କା ଶର୍ମା

ବିରାଟ କୋହଲିଙ୍କ ଧର୍ମ ପତ୍ନୀ ଅନୁଷ୍କା ଶର୍ମା ମଧ୍ୟ ଜଣେ ବହୁତ ବଡ଼ ଅହଙ୍କାରୀ ଅଟନ୍ତି । ସେ ଥରେ ଜଣେ ସୋ ରୁମ ମ୍ୟାନେଜରଙ୍କ ସହିତ ବହୁତ ଖରାପ ବ୍ୟବହାର କରିଥିଲେ । ଏହା ପରେ ସେ ସେଥିପାଇଁ ମଧ୍ୟ ବହୁତ ସମାଲୋଚନାର ପାତ୍ର ହୋଇଛନ୍ତି ।

ରାକ୍ଷୀ ସାବନ୍ତ

ରାକ୍ଷୀ ସାବନ୍ତ ସବୁବେଳେ ତାଙ୍କର ବିବାଦୀୟ ବୟାନ ପାଇଁ ସେ ବହୁତ ଚର୍ଚ୍ଚାରେ ଥାଆନ୍ତି । ସେ ମିଡିଆକୁ ମଧ୍ୟ ବହୁତ ଭଲ ଖରାପ କହୁଥିବାର ଦେଖାଯାଇଛି । ସେ ସବୁବେଳେ ତାଙ୍କ ଅହଙ୍କାର ରେ ବୁଡି ରହିଥାନ୍ତି ।

ରେଖା

ବଲିଉଡର ବହୁତ ପ୍ରସିଦ୍ଧ ଅଭିନେତ୍ରୀ ରେଖା ମଧ୍ୟ ବହୁତ ଅହଙ୍କାରୀ ଅଟନ୍ତି । ବଲିଉଡରେ ତାଙ୍କର ସୁନ୍ଦରତାକୁ ନେଇ ଆଜି ପର୍ଯ୍ୟନ୍ତ ମଧ୍ୟ ଚର୍ଚ୍ଚା ହେଉଛି । ସେ ତାଙ୍କ ଅସଲି ଜୀବନରେ ବହୁତ ଅହଂଙ୍କାରୀ ଅଭିନେତ୍ରୀ ଅଟନ୍ତି । ସେ ଥରେ ନୁହେଁ ବରଂ ବହୁତ ଥର ମିଡିଆ ମାନଙ୍କ ସହିତ ଝଗଡା କରୁଥିବାର ଦେଖାଯାଇଛି ।

ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଏହାକୁ ଲାଇକ ଓ ଶେୟାର କରନ୍ତୁ ଓ ବଲିଉଡ ବିଷୟରେ ଅଧିକ ଜାଣିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *