Vastu Sastra- ନିଜେ ମାତା ଲକ୍ଷ୍ମୀ ଦେଇଛନ୍ତି ବରଦାନ, ଯିଏ ଏହି ସମୟରେ ଘରେ ଲଗାଇଥାଏ ଝାଡୁ, ମାତା ଲକ୍ଷ୍ମୀଙ୍କ କୃପାରୁ ସେ ହୋଇଥାଏ କୋଟିପତି

ବର୍ତ୍ତମାନର ସମୟରେ ଜୀବନରେ ସବୁ ଖୁସି ପାଇବା ପାଇଁ ସବୁ ମଣିଷ ଟଙ୍କା ପଛରେ ଗୋଡେଇଛି । ଆର୍ଥିକ ରୂପରେ ମଝୁବୁତ ହେବା ପାଇଁ ଲୋକମାନେ ବିଭିନ୍ନ ପ୍ରକାରର ଉପାୟ ବି ଆପଣାଇଥାନ୍ତି । କିଛି ଲୋକ ତ ନିଜ ଜୀବନରେ ଧନର ଦେବୀ ମା ଲକ୍ଷ୍ମୀ ଙ୍କୁ ଖୁସି କରିବା ପାଇଁ ପୁରା ଦିନ ପୂଜା ପାଠ ଓ ବାକି ଜିନିଷରେ ଲଗେଇ ଦିଅନ୍ତି । ଯଦି ଆପଣ ବି ନିଜ ଘରେ ମା ଲକ୍ଷ୍ମୀ ଙ୍କର କୃପା ପାଇବାକୁ ଚାହାଁନ୍ତି ତେବେ ଏହାକୁ ଆପଣ ନିଶ୍ଚୟ ପଢନ୍ତୁ ।

ଯଦି ମା ଲକ୍ଷ୍ମୀ ଙ୍କୁ ପ୍ରସନ୍ନ କରିବାର ଅଛି ତେବେ ଝାଡୁର କିଛି ଉପାୟ ଦ୍ଵାରା ବି ମା ଲକ୍ଷ୍ମୀ ଙ୍କୁ ପ୍ରସନ୍ନ କରାଯାଇପାରେ । ବହୁତ କମ ଲୋକ ଜାଣିଛନ୍ତି କି ଆର୍ଥିକ ଦୃଷ୍ଟିରୁ ଝାଡୁ କେତେ ଅଧିକ ମହତ୍ବପୂର୍ଣ୍ଣ ଅଟେ । ଏହି ଝାଡୁ କାରଣରୁ ବ୍ୟକ୍ତି କୋଟିପତି ହୋଇପାରେ ଓ କଙ୍ଗାଳ ମଧ୍ୟ ହୋଇପାରେ । କିଛି ଶାସ୍ତ୍ରରେ ତ ଝାଡୁ କୁ ଲକ୍ଷ୍ମୀ ଓ ତାଙ୍କ ଭଉଣୀ ଅଲକ୍ଷ୍ମୀ ଙ୍କ ସହିତ ଯୋଡା ହୋଇ ଦେଖାଯାଏ ।

ବାସ୍ତୁ ଶାସ୍ତ୍ରରେ ମଧ୍ୟ ଝାଡୁ ବିଷୟରେ ଏମିତି ବହୁତ କଥା ବର୍ଣ୍ଣିତ ଅଛି ଯାହାକୁ ଆପଣ ଜାଣି ନଥିବେ । ଯେମିତି କି ଝାଡୁ ଲଗାଇବାର ସମୟ । ଆପଣ ସମସ୍ତେ ତ ଜାଣିଥିବେ ସନ୍ଧ୍ୟା ସମୟରେ ଝାଡୁ ଲଗାଇବା ଉଚିତ ନୁହେଁ । ଏହା ଦ୍ଵାରା ମା ଲକ୍ଷ୍ମୀ ଘରୁ ରାଗି ଚାଲିଯାନ୍ତି । ତେବେ ଆଜି ଆମେ ଆପଣଙ୍କୁ ଝାଡୁ ଲଗାଇବାର ସବୁଠୁ ଭଲ ସମୟ କଣ ଅଟେ ତାହା ବିଷୟରେ କହିବୁ ।

କିଛି ଲୋକ ସ୍ଵପ୍ନରେ ନୂଆ ଝାଡୁ କିଣୁଥିବାର ଦେଖନ୍ତି ତ ଏହାକୁ ସୌଭାଗ୍ୟର ପ୍ରତୀକ ମନା ଯାଇଥାଏ । ଏମିତି କୁହାଯାଏ କି ଆପଣଙ୍କ ସହିତ କିଛି ଶୁଭ ହେବାର ଅଛି । ଗୋଟିଏ ଝାଡୁ ଆପଣଙ୍କୁ ମାଲାମାଲ କରିପାରେ । ଏହି ମହଙ୍ଗା ଯୁଗରେ କମ ଟଙ୍କାରେ କାହା ଘର ଭଲରେ ଚାଲିପାରେ ନାହିଁ । ଏହି କାରଣ ଅଟେ କି ଟଙ୍କା କମାଇବା ପାଇଁ ଲୋକମାନେ ଦିନ ରାତି ପରିଶ୍ରମ କରିଥାନ୍ତି । କିନ୍ତୁ କିଛି ଲୋକଙ୍କ ଭାଗ୍ୟ ଏତେ ଖରାପ ହୋଇଥାଏ କି ବହୁତ ପରିଶ୍ରମ କଲା ପରେ ମଧ୍ୟ ତାଙ୍କୁ ମନ ମୁତାବକ ଟଙ୍କା ମିଳିପାରେ ନାହିଁ ।

ଅନ୍ୟପଟେ କିଛି ଲୋକ ଏମିତି ବି ଥାଆନ୍ତି ଯେଉଁମାନେ ବହୁତ କମ ପରିଶ୍ରମ କଲା ପରେ ବି ଟଙ୍କାରେ ଖେଳି ଥାନ୍ତି । ଯଦି ଆପଣଙ୍କ ସହିତ ବି ଏମିତି କିଛି ହେଉଛି କି ପରିଶ୍ରମ କଲା ପରେ ବି ଆପଣଙ୍କୁ ମନ ମୁତାବକ ଧନ ମିଳିପାରୁ ନାହିଁ ତେବେ ଆପଣ ଭଲ ଭାବେ ଜାଣି ରଖନ୍ତୁ କି ସନ୍ଧ୍ୟା ସମୟ ପରେ ତ ଆପଣ ଭୁଲରେ ବି ଝାଡୁ ଲଗାଇବେ ନାହିଁ । କେଉଁ ସମୟରେ ଝାଡୁ ଲଗାଇବେ ଏଥିପାଇଁ ଶାସ୍ତ୍ରରେ ଗୋଟିଏ ସମୟ କୁହାଯାଇଛି । ଯାହାର ଆପଣ ଲାଭ ଉଠାଇ ପାରନ୍ତି ।

ଆପଣଙ୍କୁ କହିଦେଉଛୁ କି ଯଦି ଝାଡୁ ରୂପରେ ଆପଣ ମା ଲକ୍ଷ୍ମୀ ଙ୍କର ଆଶୀର୍ବାଦ ପାଇବାକୁ ଚାହୁଞ୍ଚନ୍ତି ତେବେ ଆପଣ ସୂର୍ଯ୍ୟ ଉଦୟ ହେବା ସହିତ ସଙ୍ଗେ ସଙ୍ଗେ ଝାଡୁ ଲଗାଇ ଦେବା ଉଚିତ । ଯଦି ଆପଣ ସୂର୍ଯ୍ୟ ଉଦୟ ହେବା ମାତ୍ରେ ଝାଡୁ ଲଗେଇ ଦେଉଛନ୍ତି ତ ତେବେ ଆପଣଙ୍କୁ ଏତେ ଫାଇଦା ହେବ କି ଯାହାର ଆପଣ କଳ୍ପନା ବି କରି ପାରିବେ ନାହିଁ । ମା ଲକ୍ଷ୍ମୀ ଙ୍କର ଆଶୀର୍ବାଦ ଆପଣଙ୍କୁ ମିଳିବା ସହିତ ଆପଣଙ୍କୁ ଐଶ୍ଵର୍ଯ୍ଯ ପ୍ରାପ୍ତି ହୋଇଥାଏ । ଯଦି ଆପଣ ସକାଳୁ ଡେରିରେ ଉଠି ଘର ଝାଡୁ ଲଗାଉଛନ୍ତି ତେବେ ଆପଣ ତୁରନ୍ତ ଏହି ଅଭ୍ୟାସକୁ ବଦଳାଇ ଦିଅନ୍ତୁ । ନିଜେ ଏହାର ଫାଇଦା ଜାଣି ପାରିବେ ।

ଏହି ଟିପ୍ସ ଗୁଡିକ ଆପଣଙ୍କୁ ପସନ୍ଦ ଆସିଥିଲେ ଏହାକୁ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଏମିତି ବାସ୍ତୁ ଟିପ୍ସ ପଢିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *