Odia Gk Questions- କେଉଁ ପକ୍ଷୀ ଅଣ୍ଡା ଦିଏ କିନ୍ତୁ ଛୁଆ ଫୁଟାଏ ନାହିଁ ?

ବନ୍ଧୁଗଣ, ଏ ଦୁନିଆରେ ନାଏକ ଜୀବ ଜନ୍ତୁ ଅଛନ୍ତି । ଯେଉଁ ମାନେ ଆମକୁ କିଛି ନା କିଛି ସାହାଜ୍ଯ କରିଥାନ୍ତି । ଏମିତି ଅନେକ ପ୍ରାଣୀ ଅଛନ୍ତି ଯେଉଁ ମାନେ ନିଜର ଖାସ କିଛି ଚାଲିୟାଚଳନ ପାଇଁ ବେସ ଲୋକପ୍ରିୟ ହୋଇଥାନ୍ତି । ଏଭଳି ପ୍ରାଣିଆଙ୍କ ଖାଇବା ଠାରୁ ଆରମ୍ଭ କରି ଶୋଇବା ଭିନ୍ନ ଭିନ୍ନ ହୋଇଥାଏ । ଆଜି ଆମ୍ଭେ ଆପଣ ମାନଙ୍କୁ କିଛି ବିଶେଷ ପ୍ରଶ୍ନ ଉତ୍ତର ସମ୍ବନ୍ଧରେ କହିବାକୁ ଯାଉଅଛୁ ଯାହା ଆପଣ ମାନଙ୍କୁ ଅନେକ ଜାଗାରେ ବୁଦ୍ଧିମାନ ର ପରିଚୟ ଦେବେ ।

ବିଶେଷ କରି ଏହା ଛାତ୍ରଛାତ୍ରୀ ଙ୍କ ପାଇଁ ଲାଭ ଦାୟକ ହେବ । ଏହି ସବୁ ପ୍ରଶ୍ନ ଓ ଉତ୍ତର ଗୁଡିକ ଆପଣ ମାନେ ଉତ୍କଣ୍ଠା ର ସହିତ ପଢିବାକୁ ଲାଗିବେ । ଏହା ଦ୍ଵାରା ବିଶେଷ କରି ଛାତ୍ର ଛାତ୍ରୀ ମାନେ ଉତ୍ତୀର୍ଣ୍ଣ ହେବେ । ପରୀକ୍ଷା ସମୟରେ ସାଧାରଣ ଜ୍ଞାନ ସମ୍ବନ୍ଧୀୟ ପ୍ରଶ୍ନ ପଚରା ଯାଇଥାଏ । ଏଣୁ ଏହି ବିବରଣୀ ଟି ବିଦ୍ୟାର୍ଥୀ ମାନଙ୍କ ପାଇଁ ବେସ ଆନନ୍ଦ ଦାୟକ ରହିବ । ଆଜିର ଆମର ବିଷୟ ବସ୍ତୁ ପ୍ରାଣୀ ମାନଙ୍କୁ ନେଇ ଅଛି ।

ଯାହା ବିଷୟରେ ଜ୍ଞାନ ଆହରଣ କରି ପାରିଲେ ଛାତ୍ର ଛାତ୍ରୀ ମାନେ ବେସ ଉପକୃତ ହେବେ । ତେବେ ଆସନ୍ତୁ ଜାଣି ନେବା ସଂପୂର୍ଣ୍ଣ ବିବରଣୀ । ୧- କେଉଁ ଜୀବ ୩ ବର୍ଷ ସୁଏ ?

ଉତ୍ତର- ଗେଣ୍ଡା । 

୨- କେଉଁ ଜୀବର ୪ଟି ପାକସ୍ଥଳୀ ଥାଏ ?

ଉତ୍ତର- ଗାଈ ।

୩- କେଉଁ ଜୀବ ଛିଡା ହୋଇ ଶୁଏ ?

ଉତ୍ତର- ଘୋଡା । 

୪- କେଉଁ ଜୀବ ସୁଏ ନାହି ?

ଉତ୍ତର- ପିମ୍ପୁଡି ।

୫- କେଉଁ ଜୀବ ୧୦୦ଟି ଶବ୍ଦ କରେ ?

ଉତ୍ତର- ବିରାଡି ।

୬- କେଉଁ ଜୀବ ପାଟି ରେ ଚାଲେ ?

ଉତ୍ତର- ଗେଣ୍ଡା ।

୭ କେଉଁ ଜୀବ ର ରକ୍ତ ନୀଳ ଅଟେ ?

ଉତ୍ତର- ଝିଣ୍ଟିକା ।

୮- ବିଶ୍ଵ ରେ କେଉଁ ଦେଶରେ ୨ ମୁଣ୍ଡିଆ କଇଁଛ ଅଧିକ ଦେଖା ଯାଆନ୍ତି ?

ଉତ୍ତର- ଆମେରିକା ।

୯- କେଉଁ ଦେଶରେ ସ୍ତ୍ରୀ ଲୋକ ମାନଙ୍କର ନିଶ ଓ ଦାଢି ଉଠିଥାଏ ?

ଉତ୍ତର- ଇଥୋପିଆ । 

୧୦- କେଉଁ ପକ୍ଷୀ ଅଣ୍ଡା ଦିଏ କିନ୍ତୁ ଛୁଆ ଫୁଟାଏ ନାହି ?

ଉତ୍ତର-କୋଇଲି । 

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *