ହେ ଭଗବାନ ! ଗୋଟିଏ ଜୁଇରେ ଜଳିଗଲେ ବାପା, ମାଆ, ପୁଅ, ଜାଣନ୍ତୁ କଣ ଅଟେ ପୁରା ଘଟଣା

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଗୋଟିଏ ଜୁଇରେ ଜଳୁଛି ବାପା, ମାଆ ଓ ପୁଅ । ହଁ ବନ୍ଧୁଗଣ ଗୋଟେ ଛୋଟ ପରିବାରରେ ରହୁଥିଲେ । ସ୍ଵାମୀ ଓ ତାଙ୍କର ବିବାହିତା ସ୍ତ୍ରୀ । ସେମାନଙ୍କର ଗୋଟିଏ ୨  ବର୍ଷର ପୁଅଟିଏ ମଧ୍ୟ ରହିଥିଲା । ଗତ ୩ ବର୍ଷ ତଳେ ସେମାନଙ୍କର ବିବାହ ହୋଇଥିଲା । ସ୍ଵାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ରହିଥିଲା ନିବିଡ ପ୍ରେମ ସମ୍ପର୍କ । ଦାମ୍ପତ୍ୟ ଜୀବନରେ ଆସୁଥିବା ଛୋଟ ବଡ ସବୁ ସମସ୍ଯାର ଉଭୟ ସ୍ଵାମୀ ଓ ସ୍ତ୍ରୀ ମିଶି ସମାଧାନ କରିଦେଉଥିଲେ ।

ବିବାହର ବର୍ଷେ ପରେ ଜନ୍ମ ହୋଇଥିଲା ଗୋଟିଏ ଶିଶୁ ପୁଅ । ସେହି କୁନି ପୁଅର ମୁହଁ ଦେଖି ବାପା ଓ ମା ସବୁ ଦୁଃଖ ଭୁଲିଯାଉଥିଲେ । ତେବେ ସଂପୂର୍ଣ୍ଣ ପରିବାରଟି ହସ ଖୁସିରେ ବେଶ ଭଲ ମଜାରେ ଚାଲିଥିଲା । ତେବେ ସ୍ଵାମୀ, ସ୍ତ୍ରୀ ଓ ପୁଅ ୩ ଜଣ ମିଶି ବାଇକରେ ଯାତ୍ରା କରୁଥିଲେ । ଯାତ୍ରା କରିବା ସମୟରେ ହଟାତ ଆସି ଏକ କାର ବାଇକକୁ ପଛ ପଟୁ ଧକ୍କା ଦେଇଥିଲା । ତାପରେ କାରର ଶକ୍ତ ଧକ୍କାରେ ବାଇକଟି ଛିଟ୍କିକି ପଡିଥିଲା ।

ତାପରେ ବାଇକରେ ଥିବା ବାପା, ମାଆ ଓ କୁନି ପୁଅଟି ଗଭୀର ଭାବରେ ଆଘାତ ପ୍ରାପ୍ତ ହୋଇଥିଲେ । ତାପରେ ସେଠାକାର ଲୋକ ଏହି ଅଭାବନୀୟ ଘଟଣାକୁ ଦେଖି ଉତ୍ତେଜିତ ହୋଇ କାରଟି ଉପରକୁ ଆଟାକ କରିଥିଲେ । କଳିଙ୍ଗ ନଗରଥାନା ୫୩ ନମ୍ବର ଜାତୀୟ ରାଜପଥ ଚାନ୍ଦିଆ ପଞ୍ଚାଯତ ବାଇସାହି ନିକଟରେ ଏହି ଘଟଣା ଘଟିଛି । ସବୁ ଲୋକମାନେ କାର ଉପରେ ଦାଉ ସୁଝାଇବା ପାଇଁ ଯାଇ କାରରେ ନିଆଁ ଲଗାଇ ଦେଇଥିଲେ ।

ତାପରେ କାର ଜାଲିଯାଇଥିଲା ଓ ସେଠାକାର ଉପସ୍ଥିତ ଲୋକଙ୍କର ମଧ୍ୟ ମନର ଉତ୍ତେଜନା କମିଯାଇଥିଲା । ଏହା ସତ୍ବେ ସେହି ୩ ଜଣ ସଦସ୍ୟ ଯେପରି ବାପା, ମାଆ ଓ କୁନି ପୁଅକୁ ବଞ୍ଚାଇ ପାରିନଥିଲେ । ତାପରେ ଗୋଟିଏ ଜୁଇରେ ବାପା, ମା ଓ କୁନି ପୁଅଟି ର ଦାହ ସଂସ୍କାର କରଯାଇଥିଲା । ଗୋଟିଏ ହସଖୁସି ଜୀବନ ଅତିବାହିତ କରୁଥିବା କୁନି ପରିବାରରେ ଲାଗିଯାଇଥିଲା କାହା ନଜର ।

ଯେ ସଂପୂର୍ଣ୍ଣ ପରିବାର ଗୋଟିଏ ଜୁଇରେ ଦାହ ହୋଇଗଲା । ତେବେ ଗାଡି ଚଳାଇବା ସମୟରେ ସବୁବେଳେ ସତର୍କତା ଅବଲମ୍ବନ କରିବା ଉଚିତ । ଯେମିତି ଗାଡିର ଚକା ତଳେ କାହାର ଜୀବନବି ଏପରି ଅକାଳରେ ଝରିନପଡୁ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *