ବନ୍ଧୁଗଣ, ଆଜି ଆମ୍ଭେ ଆପଣଙ୍କ ନିମନ୍ତେ କିଛି ବିଶେଷ ପ୍ରଶ୍ନ ଉତ୍ତର ନେଇ ଆସିଛୁ ଯାହା ଆପଣଙ୍କ ନିମନ୍ତେ ବେସ ଲାଭ ଦାୟକ ସାବ୍ୟସ୍ଥ ହେବେ । ବିଶେଷ କରି ଏହା ପାଠ ପଢୁଥିବା ଛାତ୍ର ଛାତ୍ରୀ ଙ୍କ ନିମନ୍ତେ ବେସ ଲାଭ ଦାୟକ ହେବ । ଏହା ସହିତ ଯେଉଁମାନେ IAS ପ୍ରସ୍ତୁତି କରୁଛନ୍ତି, ସେମାନଙ୍କ ପାଇଁ ମଧ୍ୟ ଏହା ବହୁତ ଲାଭ ଦାୟକ ଅଟେ । ତେବେ ଆସନ୍ତୁ ଜାଣିନେବା ସଂପୂର୍ଣ୍ଣ ବିବରଣୀ ସମ୍ବନ୍ଧରେ ।
୧;- କେଉଁ ପକ୍ଷୀ ଅଣ୍ଡା ଦିଏ କିନ୍ତୁ ଛୁଆ ଫୁଟାଏ ନାହିଁ ?
ଉତ୍ତର;- କୋଇଲି ।
୨;- କେଉଁ ଜୀବର ୪ ଟି ପାକସ୍ଥଳୀ ଥାଏ ?
ଉତ୍ତର;- ଗାଈ ।
୩;- କେଉଁ ଜୀବ ତିନି ବର୍ଷ ଶୁଏ ?
ଉତ୍ତର;- ଗେଣ୍ଡା ।
୪;- କେଉଁ ଜୀବ ଛିଡା ହୋଇ ଶୁଏ ?
ଉତ୍ତର;- ଘୋଡା ।
୫;- କେଉଁ ଜୀବ ଶୁଏ ନାହିଁ ?
ଉତ୍ତର;- ପିମ୍ପୁଡି ।
୬;- କେଉଁ ଜୀବ ୧୦୦ ଟି ଶବ୍ଦ କରେ ?
ଉତ୍ତର;- ବିରାଡି ।
୭;- କେଉଁ ଜୀବ ପାଟିରେ ଚାଲେ ?
ଉତ୍ତର;- ଗେଣ୍ଡା ।
୮;- କେଉଁ ଯିବାର ରକ୍ତ ନୀଳ ଅଟେ ?
ଉତ୍ତର;- ଝିଣ୍ଟିକା ।
୯;- ବିଶ୍ବରେ କେଉଁ ଦେଶରେ ୨ ମୁଣ୍ଡିଆ କଇଁଛ ଅଧିକ ଦେଖା ଜାଆନ୍ତି ?
ଉତ୍ତର;- ଆମେରିକା ।
୧୦;- କେଉଁ ଦେଶରେ ସ୍ତ୍ରୀ ଲୋକ ମାନଙ୍କର ନିଶ ଓ ଦାଢି ଉଠିଥାଏ ?
ଉତ୍ତର;- ଇଥୋପିଆ ।
୧୧;- କେଉଁ ଦେଶରେ ଚା’ ର ଆବିଷ୍କାର ହୋଇଥିଲା ?
ଉତ୍ତର;- ଚୀନ ।
୧୨;- ଲାଲ ଗ୍ରହ କାହାକୁ କୁହାଯାଏ ?
ଉତ୍ତର;- ମଙ୍ଗଳ ଗ୍ରହ ।
୧୩;- “ଗିନ୍ଦା ଏବଂ ଭାଙ୍ଗଡା” କେଉଁ ରାଜ୍ୟର ଲୋକନୃତ୍ୟ ?
ଉତ୍ତର;- ପଞ୍ଜାବ ।
୧୪;- ଭାରତର କେଉଁ ରାଜ୍ୟରେ ସବୁଠାରୁ ବଡ ରେଳ ନେଟୱର୍କ ରହିଛି ?
ଉତ୍ତର;- ଉତ୍ତର ପ୍ରଦେଶ ।
୧୫;- ଭାରତର ଜାତୀୟ ଜଳଜୀବ କିଏ ?
ଉତ୍ତର;- ଗଙ୍ଗା ଡଲଫିନ ।
୧୬;- କେଉଁ ଦେଶ ପ୍ରଥମେ ଉଡୁଥିବା କାରର ଉଦ୍ଭାବନ କରିଥିଲା ?
ଉତ୍ତର;- ସ୍ଲୋଭାକିଆ ।
୧୭;- କେଉଁ ଦେଶ ସର୍ବାଧିକ କୋଇଲା ଉତ୍ପାଦନ କରିଥାଏ ?
ଉତ୍ତର;- ଚୀନ ।
୧୮;- କେଉଁ ଫଳ ରକ୍ତ ଅଭାବକୁ ପୂରଣ କରେ ?
ଉତ୍ତର;- ଡାଳିମ୍ବ ।
୧୯;- କ୍ଷେତ୍ରଫଳ ଦୃଷ୍ଟିରୁ ବିଶ୍ବରେ ଭାରତର ସ୍ଥାନ କଣ ?
ଉତ୍ତର;- ଦ୍ଵିତୀୟ । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।