‘ମୋତେ ଗୋଟିଏ ସୁନ୍ଦର ଆଉ ଗୁଲୁଗୁଲିଆ ସ୍ଵାମୀ ଟେ ଦରକାର ଟୁଙ୍ଗୁର ଭୋଳ ଭଳି ଯଦି ସେ…’ ଦେଖନ୍ତୁ Tunguru କୁ ନେଇ ଝିଅଟି ଯାହା କହିଲା ଶୁଣିଲେ ହସି ହସି ଗଡିବେ

ବନ୍ଧୁଗଣ, ସୂଚନା ଅନୁଯାୟୀ କୁମାରୀ ମାନେ କୁମାର ପୂର୍ଣ୍ଣିମା ଏଥିପାଇଁ କରିଥାନ୍ତି ଯେ ତାଙ୍କୁ ଗୋଟିଏ ସୁନ୍ଦର ତଥା ଗୁଲୁଗୁଲିଆ ସ୍ଵାମିଟିଏ ଲୋଡା । ସ୍ଵାମୀ ବହୁତ ଭଲ ହେବା ସହିତ ତାଙ୍କ କଥା ବୁଝୁଥିବ । ମାତ୍ର ଟୁଙ୍ଗୁରୁ ଭୋଳ ଭଳି ନ ହୋଇଥାଉ କି ମୋବାଇଲ ରେ ଭାଇରାଲ ନ ହୋଇଥାଉ ଆଉ ମତେ ଯଦି ଟୁଙ୍ଗୁରୁ ଭୋଳ ଭଳି ସ୍ଵାମୀ ଟିଏ ମିଳେ ତେବେ ମୁଁ ଜହ୍ନ କୁ ସବୁବେଳେ ଖୁଣୁଥିବି ବୋଲି କହିଛନ୍ତି କୁମାରୀ ମାନେ ।

କୁମାର ପୂର୍ଣ୍ଣିମା ଓଷା କରୁଥିବା ଏହି ଯୁବତୀ ଜଣଙ୍କ ଆଉ କଣ କଣ କହିଛନ୍ତି ଆସନ୍ତୁ ସଂପୂର୍ଣ୍ଣ ବିବରଣୀ ସମ୍ବନ୍ଧରେ ଜାଣିନେବା । ଯୁବତୀ ଜଣକ କହିଛନ୍ତି ଯେ ମୁଁ ଆଜିକୁ ୫ ବର୍ଷ ହେଲାଣି କୁମାର ପୂର୍ଣ୍ଣିମା କରି ଆସୁଛି । ଆଉ ମୁଁ ଏହି ପୂର୍ଣ୍ଣିମା କରୁଛି ମୋ ନିଜ ପାଇଁ ତଥା ଭଲ ସ୍ଵାମୀଟିଏ ପାଇବା ପାଇଁ । ସେ କହିଛନ୍ତି ଯେ ତାଙ୍କୁ ଟୁଙ୍ଗୁରୁ ଭୋଳ ଭଳିଆ ବରପାତ୍ରଟିଏ ଦରକାର ନାହିଁ ।

ଯଦି ଏଭଳି ବରଟିଏ ମିଳିବ ତେବେ ସେ ଜହ୍ନ କୁ ସବୁବେଳେ ଖୁଣୁଥିବେ । ତା ଦେହରେ ଲାଗିଥିବା ଦାଗ ବଢିଚାଲୁ ବୋଲି କହୁଥିବେ । ତେବେ ଏମିତି କିଛି ପ୍ରତିକ୍ରିୟା ଦେଇ ବର୍ତ୍ତମାନ ଭା-ଇ-ରା-ଲ ହୋଇଛନ୍ତି ଏହି ଯୁବତୀ ଜଣଙ୍କ, ଆଉ ଏହା ଶୁଣିବା ପରେ ଟୁଙ୍ଗୁରୁ ଭୋଳ ମନରେ ବୋଧହୁଏ ଭାରି ଆଘାତ ଲାଗିଥିବ ।

ତେବେ ଏହି ଘଟଣା ଟି ହେଉଛି ଢେଙ୍କାନାଳ ଜିଲ୍ଲାର ଗତକାଲି ଥିଲା କୁମାର ପୂର୍ଣ୍ଣିମା ଓଷା । ଓଡିଶା ର ଏ ହେଉଛି ଏକ ସ୍ଵତନ୍ତ୍ର ପର୍ବ । ଧିମା ଧିମା ଶୀତର ଆଗମନ ହୋଇଥାଏ ଏହି ପୂର୍ଣ୍ଣିମା ପରଠାରୁ । ତେବେ ଏହି ପୂର୍ଣ୍ଣିମାରେ ସବୁ ଯୁବତୀ ମାନେ ସେମାନଙ୍କର ଜୀବନରେ କାର୍ତ୍ତିକ କୁମାର ପରେ ବରପାତ୍ରଟିଏ ପାଇବା ନିମନ୍ତେ ଜହ୍ନକୁ ପୂଜା କରିଥାନ୍ତି ।

ଦିନସାରା ନିର୍ଜଳା ଓପାସ ରହି ପ୍ରଥମେ ଦିନରେ ସୂର୍ଯ୍ୟ ଙ୍କୁ ପୂଜା କରିଥାନ୍ତି । ରାତିରେ ଜହ୍ନଙ୍କୁ ପୂଜା କରି ସାରିବା ପରେ, ସେମାନେ ଯାହା ଖାଇବା ଗ୍ରହଣ କରିଥାନ୍ତି । ଏହା ଝିଅ ମାନଙ୍କ ପାଇଁ ବହୁତ ଆନନ୍ଦ ର ଦିନ ରହିଥାଏ । ସାଙ୍ଗ ମାନେ ମିଶି ଏକତ୍ରିତ ହୋଇ ପୂଜା କରି ନିଜ ମନଲାଖି ବର ଜହ୍ନକୁ ମାଗିଥାନ୍ତି । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *