Interesting Odia Gk- କେଉଁ ପକ୍ଷୀ ଅଣ୍ଡା ଦିଏ କିନ୍ତୁ ଛୁଆ ଫୁଟାଏ ନାହିଁ ? କଣ ଆପଣ ଜାଣିଛନ୍ତି ?

ବନ୍ଧୁଗଣ, ଆଜି ଆମ୍ଭେ ଆପଣଙ୍କ ନିମନ୍ତେ କିଛି ବିଶେଷ ପ୍ରଶ୍ନ ଉତ୍ତର ନେଇ ଆସିଛୁ ଯାହା ଆପଣଙ୍କ ନିମନ୍ତେ ବେସ ଲାଭ ଦାୟକ ସାବ୍ୟସ୍ଥ ହେବେ । ବିଶେଷ କରି ଏହା ପାଠ ପଢୁଥିବା ଛାତ୍ର ଛାତ୍ରୀ ଙ୍କ ନିମନ୍ତେ ବେସ ଲାଭ ଦାୟକ ହେବ । ଏହା ସହିତ ଯେଉଁମାନେ IAS ପ୍ରସ୍ତୁତି କରୁଛନ୍ତି, ସେମାନଙ୍କ ପାଇଁ ମଧ୍ୟ ଏହା ବହୁତ ଲାଭ ଦାୟକ ଅଟେ । ତେବେ ଆସନ୍ତୁ ଜାଣିନେବା ସଂପୂର୍ଣ୍ଣ ବିବରଣୀ ସମ୍ବନ୍ଧରେ ।

୧;- କେଉଁ ପକ୍ଷୀ ଅଣ୍ଡା ଦିଏ କିନ୍ତୁ ଛୁଆ ଫୁଟାଏ ନାହିଁ ?

ଉତ୍ତର;- କୋଇଲି ।

୨;- କେଉଁ ଜୀବର ୪ ଟି ପାକସ୍ଥଳୀ ଥାଏ ?

ଉତ୍ତର;- ଗାଈ ।

୩;- କେଉଁ ଜୀବ ତିନି ବର୍ଷ ଶୁଏ ?

ଉତ୍ତର;- ଗେଣ୍ଡା ।

୪;- କେଉଁ ଜୀବ ଛିଡା ହୋଇ ଶୁଏ ?

ଉତ୍ତର;- ଘୋଡା ।

୫;- କେଉଁ ଜୀବ ଶୁଏ ନାହିଁ ?

ଉତ୍ତର;- ପିମ୍ପୁଡି ।

୬;- କେଉଁ ଜୀବ ୧୦୦ ଟି ଶବ୍ଦ କରେ ?

ଉତ୍ତର;- ବିରାଡି ।

୭;- କେଉଁ ଜୀବ ପାଟିରେ ଚାଲେ ?

ଉତ୍ତର;- ଗେଣ୍ଡା ।

୮;- କେଉଁ ଯିବାର ରକ୍ତ ନୀଳ ଅଟେ ?

ଉତ୍ତର;- ଝିଣ୍ଟିକା ।

୯;- ବିଶ୍ବରେ କେଉଁ ଦେଶରେ ୨ ମୁଣ୍ଡିଆ କଇଁଛ ଅଧିକ ଦେଖା ଜାଆନ୍ତି ?

ଉତ୍ତର;- ଆମେରିକା ।

୧୦;- କେଉଁ ଦେଶରେ ସ୍ତ୍ରୀ ଲୋକ ମାନଙ୍କର ନିଶ ଓ ଦାଢି ଉଠିଥାଏ ?

ଉତ୍ତର;- ଇଥୋପିଆ ।

୧୧;- କେଉଁ ଦେଶରେ ଚା’ ର ଆବିଷ୍କାର ହୋଇଥିଲା ?

ଉତ୍ତର;- ଚୀନ ।

୧୨;- ଲାଲ ଗ୍ରହ କାହାକୁ କୁହାଯାଏ ?

ଉତ୍ତର;- ମଙ୍ଗଳ ଗ୍ରହ ।

୧୩;- “ଗିନ୍ଦା ଏବଂ ଭାଙ୍ଗଡା” କେଉଁ ରାଜ୍ୟର ଲୋକନୃତ୍ୟ ?

ଉତ୍ତର;- ପଞ୍ଜାବ ।

୧୪;- ଭାରତର କେଉଁ ରାଜ୍ୟରେ ସବୁଠାରୁ ବଡ ରେଳ ନେଟୱର୍କ ରହିଛି ?

ଉତ୍ତର;- ଉତ୍ତର ପ୍ରଦେଶ ।

୧୫;- ଭାରତର ଜାତୀୟ ଜଳଜୀବ କିଏ ?

ଉତ୍ତର;- ଗଙ୍ଗା ଡଲଫିନ ।

୧୬;- କେଉଁ ଦେଶ ପ୍ରଥମେ ଉଡୁଥିବା କାରର ଉଦ୍ଭାବନ କରିଥିଲା ?

ଉତ୍ତର;- ସ୍ଲୋଭାକିଆ ।

୧୭;- କେଉଁ ଦେଶ ସର୍ବାଧିକ କୋଇଲା ଉତ୍ପାଦନ କରିଥାଏ ?

ଉତ୍ତର;- ଚୀନ ।

୧୮;- କେଉଁ ଫଳ ରକ୍ତ ଅଭାବକୁ ପୂରଣ କରେ ?

ଉତ୍ତର;- ଡାଳିମ୍ବ ।

୧୯;- କ୍ଷେତ୍ରଫଳ ଦୃଷ୍ଟିରୁ ବିଶ୍ବରେ ଭାରତର ସ୍ଥାନ କଣ ?

ଉତ୍ତର;- ଦ୍ଵିତୀୟ । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *