ଦେଖନ୍ତୁ Real life ରେ କେମିତି ଦେଖାଯାଆନ୍ତି ବନ୍ଧନ ଏ ଜନ୍ମ ଜନ୍ମର ସିରିୟଲର ଆକ୍ଟର ମାନେ, ବହୁତ ହିଁ ହଟ ଲାଗନ୍ତି 3 ନଂ ଆକ୍ଟ୍ରେସ

ବନ୍ଧୁଗଣ, ଓଡିଆ ଇଣ୍ଡଷ୍ଟ୍ରୀରେ ଅନେକ ସିରିୟଲ ମାନ ପ୍ରଚଳିତ ହେବାର ଆପଣ ମାନେ ଜାଣିଥିବେ । କାମ ସାରି ଆପଣ ମାନେ ଏଣ୍ଟଟେରମେଣ୍ଟ ପାଇଁ ଟିଭି ସିରିୟଲ ସହିତ ରିୟାଲିଟି ସୋ ମାନ ଦେଖିବାକୁ ଭଲ ପାଇଥାନ୍ତି । ତେବେ ଓଡିଆ ସିରିୟଲ ବନ୍ଧନ ଏ ଜନ୍ମ ଜନ୍ମର ଆପଣ ମାନେ ନିଶ୍ଚିତ ଭାବରେ ଦେଖି ଆସୁଥିବେ । ଆଜି ଆମ୍ଭେ ଆପଣଙ୍କୁ କହିବାକୁ ଯାଉଅଛୁ ଯେ ଏହି ସିରିୟଲ ରେ ଅଭିନୟ କରୁଥିବା ଅଭିନେତା ତଥା ଅଭିନେତ୍ରୀ ମାନେ କିଭଳି ଦେଖାଯାଇଥାନ୍ତି । ତେବେ ଆସନ୍ତୁ ଜାଣିନେବା ସଂପୂର୍ଣ୍ଣ ବିବରଣୀ ସମ୍ବନ୍ଧରେ ।

୧;- ଗଜରା,  ଆପଣ ମାନେ ସମସ୍ତେ ନିଶ୍ଚିତ ଭାବରେ ଗଜରାଙ୍କ ଅଭିନୟ କୁ ଦେଖିଥିବେ । ଟିଭି ପରଦାରେ ସେ ଜେଭଳି ଭାବରେ ସୁନ୍ଦର ଅଭିନୟ କରିଛନ୍ତି, ରିୟଲ ଲାଇଫରେ ମଧ୍ୟ ଦେଖିବାକୁ ସେତେ ସୁନ୍ଦର ତଥା ଜବରଦସ୍ତ ଅଟନ୍ତି । ତାଙ୍କ ଅଭିନୟ ର ଲକ୍ଷାଧିକ ଫ୍ୟାନ୍ସ ଅଛନ୍ତି । ଦର୍ଶକେ ତାଙ୍କୁ ଭଲ ପାଉଥିବାରୁ ସେ ସଫଳତାର ପାହାଚ ଚଢିବାରେ ଲାଗିଛନ୍ତି ।

୨;- ମନ୍ଦିରା,  ଏହି ସିରିୟଲରେ ମନ୍ଦିରା ବହୁତ ସୁନ୍ଦର ଅଭିନୟ କରିଥିବାର ଆପଣ ମାନେ ନିଶ୍ଚିତ ଭାବରେ ଦେଖିଥିବେ ତେବେ ରିୟଲ ଲାଇଫରେ ମଧ୍ୟ ସେ ଦେଖିବାକୁ ବହୁତ ହଟ ଅଟନ୍ତି । ତାଙ୍କ ଅଭିନୟ ର କେତେ ଦର୍ଶକ ଦିବାନା ମଧ୍ୟ ହୋଇସାରିଲେଣି । ଅଭିନୟ କରୁଥିବା ସମୟରେ ସେ ବହୁତ ଖୁସ ନଜର ଆସିଥାନ୍ତି । କାରଣ ନିଜ ଜୀବନରେ ସେ ଯାହା ଚାହୁଁଥିଲେ ତାହା ହାସଲ କରିଛନ୍ତି ବୋଲି କହିଛନ୍ତି ।

୩;- ରାଜେଶ୍ଵରୀ, ରାଜେଶ୍ଵରୀ ଙ୍କ ଅଭିନୟ କରି ଲୋକପ୍ରିୟତା ହାସଲ କରିବା ସହିତ ସମସ୍ତଙ୍କର ପ୍ରିୟପାତ୍ର ହୋଇପାରିଛନ୍ତି । ସେ ରିୟଲ ଲାଇଫ ରେ ବହୁତ ସିମ୍ପଲ ଅଟନ୍ତି କିନ୍ତୁ ବହୁତ ସୁନ୍ଦର ନଜର ଆସନ୍ତି । ଆପଣ ମାନେ ମଧ୍ୟ ରାଜେଶ୍ଵରୀ ଙ୍କ ଅଭିନୟ କୁ ଦେଖିବାକୁ ନିଶ୍ଚିତ ଭାବରେ ଭଲ ପାଉଥିବେ ।

୪;- ରାଣୀ ମା’,  ଆପଣ ମାନେ ସମସ୍ତେ ରାଣୀ ମା’ ଭୂମିକାରେ ଅଭିନୟ କରିଥିବା ଏହି ଅଭିନେତ୍ରୀ ଙ୍କୁ ଅନେକ ଚଳଚିତ୍ର ମାନଙ୍କରେ ନିଶ୍ଚିତ ଭାବରେ ଦେଖିଥିବେ । ତେବେ ସେ ନିଜର ଅଭିନୟ ଦ୍ଵାରା ସମସ୍ତଙ୍କୁ ନିଜର କରିବାରେ ସଫଳ ହୋଇଛନ୍ତି । ଦର୍ଶକେ ତାଙ୍କ ଅଭିନୟ କୁ ବେସ ପସନ୍ଦ କରି ଆସିଛନ୍ତି ।

୫;- ନୟନା,  ନୟନା ବହୁତ ସୁନ୍ଦର ହେବା ସହିତ ଏହି ସିରିୟଲରେ ମନକୁ ଛୁଇଁଲା ଭଳି ଅଭିନୟ କରିଛନ୍ତି । ଦର୍ଶକେ ବେସ ପସନ୍ଦ କରିବା ସହିତ ତାଙ୍କୁ ଅଧିକ ସିରିୟଲ କରିବା ନିମନ୍ତେ ଉତ୍ସାହିତ କରିଛନ୍ତି । ଦର୍ଶକ ଙ୍କ ଏଭଳି ଭାବରେ ଭଲ ପାଇବା ଦେଖି ସେ ବହୁତ ଗର୍ବ ଅନୁଭବ କରନ୍ତି ବୋଲି କହିଛନ୍ତି ।ଏହି ସିରିୟଲରେ ଅଭିନୟ କରିଥିବା ଅଭିନେତ୍ରୀ ମାନେ ରିୟଲ ଲାଇଫରେ ଦେଖିବାକୁ ସଂପୂର୍ଣ୍ଣ ଭାବରେ ଅଲଗା ।

ରିଲ ଲାଇଫରେ ଏବଂ ରିୟଲ ଲାଇଫରେ ସଂପୂର୍ଣ୍ଣ ଭାବରେ ଅଲଗା । ସିରିୟଲରେ ସାଧାରଣତ ଆକ୍ଟର ମାନେ ଅଧିକ ମେକଅପ ନେଇଥାନ୍ତି । କିନ୍ତୁ ରିୟଲ ଲାଇଫରେ ସେମାନଙ୍କୁ ଦେଖିଲେ ଆପଣ ମାନେ ଆଦୌ ଚିହ୍ନି ପାରିବେ ନାହିଁ । ଯଦି ବା ଚିହ୍ନି ପାରିବେ ଦେଖିଲେ ଆଶ୍ଚର୍ଯ୍ୟ ହେବେ ଯେ ତାଙ୍କ ଚେହେରା କେତେ ମାତ୍ରାରେ ଅଲଗା ।

Leave a Reply

Your email address will not be published. Required fields are marked *