ଖୁବ ଲମ୍ବା ଅଟେ gulimada ଖାଇଥିବା ନେତାଙ୍କ ତାଲିକା ! ଜାଣନ୍ତୁ କେଉଁ ନେତାଙ୍କ ସହ କଣ ଘଟିଥିଲା ?

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ବର୍ତ୍ତମାନ ସମୟର ବଡ ଏକ ଦୁଃଖ ଖବର ଅନୁଯାଇ ସ୍ଵାସ୍ଥ ମନ୍ତ୍ରୀ ନବ ଦାସଙ୍କର ପରଲୋକ ଘଟିଛି । ତେବେ ଦିନ ଦ୍ଵିପହରରେ ବିଚ ରାସ୍ତା ଉପରେ ଏତେ ଲୋକଙ୍କ ଜନ ସମାଗମ ମଧ୍ୟରେ ବି ମନ୍ତ୍ରୀ ନବ ଦାସଙ୍କୁ gulli ଚାଳନା କରଯାଇଥିଲା । ତେବେ କେବଳ ନବ ଦାସ ନୁହନ୍ତି ବଂର ଅନେକ ବଡ ବଡ ତଥା ପ୍ରଭାବସାଳୀ ନେତା ମଧ୍ୟ gulli madaରୁ ବର୍ତ୍ତୀ ପାରିନାହାନ୍ତି ।

ତେବେ କିଛି ନେତାଙ୍କର ରାଜନୈତିକ ଏବଂ ଅନ୍ୟ କିଛି ନେତାଙ୍କର ବ୍ଯବସାୟିକ ତଥା ବ୍ୟକ୍ତିଗତ ଭାବରେ ଯଦି କିଛି ଶତ୍ରୁତା ରହିଥାଏ । ତେବେ ସେମାନେ ମଧ୍ୟ ଏପରି ଭାବରେ ଆକ୍ର-ଅମଣର ଶିକାର ହୋଇଛନ୍ତି । ତେବେ କେତେକଙ୍କର ଭାଗ୍ୟ ଟାଣ ଫଳରେ ସେମାନେ ମୃ-ତ୍ୟୁକୁ ବହୁତ ପାଖରୁ ଦେଖି ମଧ୍ୟ ବଞ୍ଚି ଯାଇଛନ୍ତି । ତେବେ କିଛି ନେତା ଏପରି ଆକ୍ର-ଅମଣର ଶିକାର ହୋଇ ନିଜର ଜୀବନ ତ୍ୟାଗ କରିଛନ୍ତି ।

ତେବେ ଯେପରି ବିଜେଡିର ବରିଷ୍ଠ ନେତା ତଥା ପୁରୀର ପୂର୍ବତନ ବିଧାୟକ ମହେଶ୍ଵର ମହାନ୍ତି ୧୪ ଫେବ୍ରୁଆରି ୨୦୨୨ ରେ ତାଙ୍କ ଉପରେ ଏପରି gulli ଚାଳନା କରାଯାଇ ଆକ୍ର-ଅମଣ କରଯାଇଥିଲା । ତେବେ ହାତରେ gulli ବାଜିଥିବା କାରଣରୁ ବହୁ ଅଳ୍ପକେ ବର୍ତ୍ତୀ ଯାଇଥିଲେ ଏହି ବିଜେଡିର ବରିଷ୍ଠ ନେତା । ତେବେ ବର୍ତ୍ତମାନର ବରିଷ୍ଠ ନେତା ସୁଦାମ ମାରାଣ୍ଡୀ ୯ ଅକଟୋବର ୨୦୦୯ର ଘଟଣା ତେବେ ଫୁଟବଲ ମ୍ଯାଚ ଦେଖିବାକୁ ଯାଇଥିବା ସମୟରେ ନକ୍ସଲ ମାନଙ୍କ ଆକ୍ର-ଅମଣର ନେତା ଶିକାର ହୋଇଥିଲେ ।

ତେବେ ନିଜର ଟାଣ ଭାଗ୍ୟ କାରଣରୁ ନେତା ସୁଦାମ ମାଣ୍ଡୀ ବଞ୍ଚିଯାଇଥିଲେ । ଏହାପରେ ଲାବାହୀନୀର gulli madaର ଶିକାର ହୋଇଥିଲେ ବିଜେଡି ବିଧାୟକ ଜଗବନ୍ଧୁ ମାଝି ୨୪ ସେପ୍ଟେମ୍ବର ୨୦୧୧ ମସିହାରେ ତାଙ୍କ ଉପରେ ଯମୀ ପଟା ବାଣ୍ଟୁଥିବା ସମୟରେ ତାଙ୍କ ଉପରେ ମଧ୍ୟ gulli mada କରଯାଇଥିଲା । ହେଲେ ଦୁର୍ଭାଗ୍ୟ ବଶତଃ ତାଙ୍କର ପରଲୋକ ଘଟିଥିଲା ।

ତେବେ ମନ୍ତ୍ରୀ ଟୁକୁନି ସାହୁଙ୍କ ସ୍ଵାମୀ ଯୁବ ବିଜେଡି ନେତା ଅଭିମନ୍ୟୁ ସାହୁଙ୍କ ଉପରେ ମଧ୍ୟ ଆକ୍ର-ଅମଣ କରାଯାଇ ହତୟଆ କରାଯାଇଥିଲା । ପୂର୍ବତନ କଙ୍ଗ୍ରେଶ ବିଧାୟକ ଧନୁର୍ଜୟ ଶିଦ୍ଧୁଙ୍କୁ ମଧ୍ୟ ୨୬ ଫେବୃଆରି ୨୦୦୭ ମସିହାରେ ଆକ୍ର-ଅମଣ କରାଯାଇଥିଲା । ତେବେ ନିଜ ଗାଡିରେ ଯାଉଥିବା ସମୟରେ ବାଇକରେ ୨ ଦୁର୍ବୁତ୍ତ ଆସି ତାଙ୍କ ଉପରେ ଆକ୍ର-ଅମଣ କରି gulli ଚାଳନା କରିଥିଲେ ।

ତେବେ ଏହିପରି ଅନେକ ନେତା ମାନେ କୌଣସି ନା କୌଣସି କାରଣ ଯୋଗୁ ଆକ୍ର-ଅମଣର ଶିକାର ହୋଇ ନିଜର ନିଜର ପ୍ରାଣ ବଳୀ ମଧ୍ୟ ଦେଉଛନ୍ତି । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ସହ ଯୋଡି ହୋଇ ରହିବା ପାଇଁ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *