ମୃତ୍ୟୁ ପୂର୍ବରୁ ପରିବାର ପାଇଁ କେତେ ସମ୍ପତି ଛାଡି ଯାଇଛନ୍ତି ଓଡିଶାର ସବୁଠୁ ଧନୀ ମନ୍ତ୍ରୀ Naba Kishore Das ଓ ଜାଣନ୍ତୁ ତାଙ୍କ ପରିବାରରେ କିଏ କିଏ ଅଛନ୍ତି ?

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ତେବେ ବର୍ତ୍ତମାନର ବହୁତ ବଡ ଦୁଃଖ ଖବର ଅନୁସାରେ ସ୍ଵାସ୍ଥ ମନ୍ତ୍ରୀ ନବ ଦାସଙ୍କର ବିୟୋଗ ଘଟିଛି । ତେବେ ଯେଉଁ କଥାକୁ ଓଡିଶା ବ୍ୟାପୀ ସବୁଆଡେ ବର୍ତ୍ତମାନ ସମୟରେ ଦୁଃଖର ମାହୋଲ ଦେଖାଯାଉଛି । ତେବେ ମନ୍ତ୍ରୀ ନବ ଦାସଙ୍କ ବିୟୋଗରେ ମନ୍ତ୍ରୀଙ୍କ ଘର ପରିବାର ଠାରୁ ଆରମ୍ଭ କରି ମନ୍ତ୍ରୀ ମଣ୍ଡଳ ପର୍ଯ୍ୟନ୍ତ ଦୁଃଖର ଛାୟା ଖେଳିଯାଇଛି ।

ତେବେ ମନ୍ତ୍ରୀଙ୍କ ସମ୍ପତ୍ତିବାଡି ଯଦି ଆଲୋଚନା କରିବାକୁ ଯିବା । ତେବେ ତେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ  କ୍ଯାବିନେଟ ମନ୍ତ୍ରୀ ମଣ୍ଡଳରେ ଅନେକ ମନ୍ତ୍ରୀ ମାନେ ଅଛନ୍ତି । ହେଲେ ସେହି କ୍ଯାବିନେଟ ମନ୍ତ୍ରୀ ମାନଙ୍କ ଠାରୁ ସବୁଠାରୁ ଅଧିକ ଧନୀ ମନ୍ତ୍ରୀ ସ୍ଵାସ୍ଥ ମନ୍ତ୍ରୀ ନବ ଦାସ ଥିଲେ । ତେବେ ନବ ଦାସଙ୍କର ସ୍ଥାବର ଅସ୍ଥାବର ସମ୍ପତ୍ତି ପାଖାପାଖି ୪୦ କୋଟି ଭଳି ହେବ ।

ଭାରତ ମୋଟର୍ସ ନାମୀଦାମୀ ବ୍ରାଣ୍ଡର ମହିନ୍ଦ୍ରା ମୋଟର୍ସ ୭୦ ଟି ଗାଡି ଅଛି । ତେବେ କୋରୋନା କାଳ ସମୟ ମଧ୍ୟରେ ସ୍ଵାସ୍ଥ ମନ୍ତ୍ରୀ ନବ ଦାସ ୧୭ ଟି ଗାଡି କିଣିଥିଲେ । ତେବେ ମନ୍ତ୍ରୀ ନବ ଦାସଙ୍କ ପାଖରେ ନିଜର ସୁରକ୍ଷା ନିମନ୍ତେ ୩ ଟି bandhuka ମଧ୍ୟ ରହିଅଛି । ତେବେ ସେହି ୩ ଟି bandhukaର ଦାମ ପାଖାପାଖି ୩ ଲକ୍ଷ ୫୫ ହଜାର ।

ତେବେ ସେହି bandhuka ମଧ୍ୟରୁ ଗୋଟିଏ bandhukaର ଦାମ ପାଖାପାଖି ୧ ଲକ୍ଷ ୨୫ ହଜାର । ତେବେ ସ୍ଵାସ୍ଥ ମନ୍ତ୍ରୀ ନବ ଦାସଙ୍କ ପାଖରେ ପର୍ଯ୍ୟାପ୍ତ ପରିମାଣରେ ଧନ ସମ୍ପତ୍ତି ମଜଦୁଜ ଅଛି । ତେବେ ମନ୍ତ୍ରୀଙ୍କ ଉପରେ କାହାର ବ୍ୟକ୍ତିଗତ କିମ୍ବା ରାଜନୈତିକ ଶତ୍ରୁତା ଥିଲା ତାହା ତ ସ୍ପଷ୍ଠ ହୋଇପାରିନାହିଁ । କାରଣ ମନ୍ତ୍ରୀଙ୍କୁ ହଟାତ guli mada କରିଥିବା ASI ପୋଲିସ କର୍ମଚାରୀ ଗୋପାଳ କୃଷ୍ଣ ଦାସଙ୍କୁ କାବୁ କରି ଏବେ ପଚରା ଉଚରା ଜାରୀ ରହିଛି ।

ତେବେ ଗୋପାଳଙ୍କର ମାନସ୍ତିତି ଭଲ ନଥିଲା ବୋଲି ଗୋପାଳଙ୍କ ସ୍ତ୍ରୀଙ୍କ ମୁହଁରୁ ପ୍ରତିକ୍ରିୟା ମିଳିପାରିଛି । ତେବେ ଗୋପାଳ ଦାସଙ୍କର  ମାନସିକ ସ୍ଥିତି ବିଗିଡି ଯିବା କାରଣରୁ ଏପରି ଅଭାବନୀୟ ଘଟଣା ଘଟାଇଛନ୍ତି । ନା ଏହା ପଛରେ ଆଉ କେହି ବ୍ୟକ୍ତିଙ୍କର ଷଡଯନ୍ତ୍ର ରହିଛି ତାହା ତଦନ୍ତ ପରେ ନିଶ୍ଚୟ ସାମ୍ନାକୁ ଆସିବ ।

Leave a Reply

Your email address will not be published. Required fields are marked *