‘ସାର କୁଛ ନେହି ବଚା ଔର…’ CM Naveen Patnaik ଙ୍କୁ ଦେଖି ଭୋ-ଭୋ ହେଇ କାନ୍ଦିଲେ ନବଙ୍କ ଧର୍ମପତ୍ନୀ

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ତେବେ ବର୍ତ୍ତମାନର ବହୁତ ବଡ ଦୁଃଖ ଖବର ଅନୁସାରେ ସ୍ଵାସ୍ଥ ମନ୍ତ୍ରୀ ନବ ଦାସଙ୍କର ବିୟୋଗ ଘଟିଛି । ତେବେ ଯେଉଁ କଥାକୁ ଓଡିଶା ବ୍ୟାପୀ ସବୁଆଡେ ବର୍ତ୍ତମାନ ସମୟରେ ଦୁଃଖର ମାହୋଲ ଦେଖାଯାଉଛି । ତେବେ ନବ ଦାସଙ୍କର ପାର୍ଥିବ ଶରୀରକୁ ଦେଖିବା ପାଇଁ ମନ୍ତ୍ରୀ ନବ ଦାସଙ୍କ ବାସ ଭବନରେ ବହୁ ଭିଡ ଜମିଛି । ତେବେ ସ୍ଵାସ୍ଥ ମନ୍ତ୍ରୀ ନବ ଦାସଙ୍କର ଅନ୍ତିମ ଦର୍ଶନ ନିମନ୍ତେ ବହୁ ବଡ ବଡ ନେତା ତଥା ବିଶିଷ୍ଠ ଲୋକ ମାନଙ୍କର ସୁଅ ଛୁଟିଛି ।

ତେବେ ଏହା ମଧ୍ୟରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ମନ୍ତ୍ରୀ ନବ ଦାସଙ୍କର ପାର୍ଥିବ ଶରୀରର ଅନ୍ତିମ ଦର୍ଶନ ନିମନ୍ତେ ମନ୍ତ୍ରୀ ନବ ଦାସଙ୍କ ବାସ ଭବନକୁ ଆସିଥିଲେ । ତେବେ ସେଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପହଞ୍ଚିଥିଲେ । ତାପରେ ମନ୍ତ୍ରୀ ନବ ଦାସଙ୍କର ଅନ୍ତିମ ଦର୍ଶନ କରିବା ସହିତ ତାଙ୍କର ଅମର ଆତ୍ମାର ସଦ ଗତି ନିମନ୍ତେ ମଧ୍ୟ ପ୍ରାଥନା କରିଥିଲେ । ଏହା ସହିତ ତାଙ୍କ ପାର୍ଥିବ ଶରୀର ଉପରେ ଫୁଲ ମଧ୍ୟ ଚଢାଇଥିଲେ ।

ତାପରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମନ୍ତ୍ରୀ ନବ ଦାସଙ୍କ ଘର ପରିବାରଙ୍କର ଦୁଃଖରେ ସହଭାଗୀ ହୋଇଥିଲେ । ମନ୍ତ୍ରୀ ନବ ଦାସଙ୍କର ପରିବାରକୁ ନବୀନ ପଟ୍ଟନାୟକ ଭେଟିଥିଲେ । ତେବେ ନବ ଦାସଙ୍କ ଦେହାନ୍ତରେ ତାଙ୍କ ଧର୍ମପତ୍ନୀ ସଂପୂର୍ଣ୍ଣ ରୂପରେ ଭାଙ୍ଗି ପଡିଛନ୍ତି । ତେବେ ତାଙ୍କ ଇହକାଳ ଓ ପରକାଳର ଦେବତା ତଥା ତାଙ୍କ ସ୍ଵାମୀ ଆଉ ତାଙ୍କ ମାନଙ୍କ ଗହଣରେ ନାହାନ୍ତି । ସେହି ଦୁଃଖରେ ବହୁତ କାନ୍ଦୁଥିଲେ ।

ତେବେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଦେଖି ନବ ଦାସଙ୍କର ପତ୍ନୀ ଦୁଃଖ ଭରା ହୋଇ କହି ପକାଇଥିଲେ । ସାର ଅବ ଔର କୁଛ ନହିଁ ବଚା । ତେବେ ପତ୍ନୀଙ୍କ କହିବା ଅନୁଯାଇ ତାଙ୍କ ସ୍ଵାମୀ ନବ ଦାସ ତାଙ୍କ ପାଇଁ ସବୁ କିଛି ଥିଲେ । ତେବେ ତାଙ୍କ ବିୟୋଗରେ ଆମ ପରିବାର ସଂପୂର୍ଣ୍ଣ ନିସହାୟ ହୋଇ ପଡିଛୁ । ତେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ମନ୍ତ୍ରୀ ନବ ଦାସଙ୍କ ପରିବାରକୁ ଆଶ୍ଵାସନା ଜଣାଇଥିଲେ ।

ତେବେ ଏହାରି ଭିତରେ ସ୍ଵାସ୍ଥମନ୍ତ୍ରୀ ନବ ଦାସଙ୍କର ଅନ୍ତିମ ଶୋଭା ଯାତ୍ରା ଚାଲିଛି । ତେବେ ମନ୍ତ୍ରୀ ନବ ଦାସଙ୍କର ଅମର ଆତ୍ମାର ସଦଗତି ହେଉ ବୋଲି ସମସ୍ତଙ୍କର କାମନା ରହିଛି । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, ଶେୟାର କରିବା ସହ ନିଜର ମତ କମେଣ୍ଟ ଦ୍ଵାରା ଜଣାନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *