କରୋନା ଠାରୁ କେଉଁମାନେ ସୁରକ୍ଷିତ- Dr. K.K Aggarwal

ବନ୍ଧୁଗଣ ଦେଶରେ ବର୍ତ୍ତମାନ କରୋନା ମହାମାରୀର ସ୍ଥିତି ବହୁତ ଭୟଙ୍କର ରୂପ ନେଇ ସାରିଛି ।

ଲକ୍ଷାଧିକ ଲୋକ ଏହି ଭାଇରସରେ ସଂକ୍ରମିତ ହୋଇ ହସ୍ପିଟାଲରେ ଚିକିତ୍ସା ନେଉଛନ୍ତି ଓ ଅନ୍ୟ ପକ୍ଷରେ ହଜାର ହଜାର ଲୋକ ଏହି ଭାଇରସରେ ଆକ୍ରାନ୍ତ ହୋଇ ନିଜର ପ୍ରାଣ ହରାଇ ସାରିଛନ୍ତି । ବନ୍ଧୁଗଣ ହସ୍ପିଟାଲରେ ବେଡର ଅଭାବ ଓ ଆକ୍ସିଜେନ ସିଲିଣ୍ଡରର ଅଭାବ ଏକ ବଡ ଚିନ୍ତାର ବିଷୟ ପାଲଟିଛି ।

ଏହି ଭାଇରସରେ ସଂକ୍ରମଣ ହେବା ପରେ ରୋଗୀ ଜଣକ ସଂପୂର୍ଣ୍ଣ ଦୁର୍ବଳ ହୋଇଯାଉଛି ଓ ଏହି ଭାଇରସଟି ରୋଗୀର ଫୁସଫୁସ ଉପରେ ଆକ୍ରମଣ କରୁଛି ଯାହାଫଳରେ ରୋଗୀକୁ ନିଶ୍ଵାସ ପ୍ରଶ୍ଵାସ ନେବାରେ ଅଧିକ ଅସୁବିଧା ହେଉଛି ।

ବନ୍ଧୁଗଣ କରୋନା ମହାମାରୀର ଭୟରେ ବହୁତ ଲୋକ ନିଜର ଜୀବନ ଶୈଳୀକୁ ବଦଳାଇ ଦେଇଛନ୍ତି । କେତେକ ଲୋକ ବାୟମ କରିବା ଓ ନିଜ ଶରୀରର ଧ୍ୟାନ ରଖିବା ଆଦିକୁ ବହୁତ ଗୁରୁତ୍ଵ ଦେଉଛନ୍ତି । ଯଦି ବନ୍ଧୁଗଣ ଆପଣ ମାନଙ୍କର ଏହି ସବୁ ଅଭ୍ୟାସ ରହିଯାଇଛି ତା ହେଲେ ଆପଣ ନିଜ ଘର ଲୋକ ମାନଙ୍କୁ ମଧ୍ୟ ଏହା ସବୁ କରିବା ପାଇଁ ନିର୍ଦେଶ ଦିଅନ୍ତୁ । ଆଜି ଆମେ ଆପଣ ମାନଙ୍କୁ କରୋନା ମହାମାରୀ ବିଷୟରେ କିଛି ବିଶେଷ କଥା କହିବାକୁ ଯାଉଛୁ । ତା ହେଲେ ଆସନ୍ତୁ ଜାଣିବା ଏହି ସବୁ ବିଶେଷ କଥା ବିଷୟରେ ।

ବିଶେଷଜ୍ଞ ମାନଙ୍କ ମତରେ କରୋନା ମହାମାରୀ କିଛି ଲୋକଙ୍କୁ ଆକ୍ରାନ୍ତ କରିଲେ ମଧ୍ୟ ସେମାନଙ୍କର ବିଶେଷ କିଛି ଅସୁବିଧା ହେଉ ନାହିଁ । ସାଧାରଣତଃ ଛୋଟ ଛୁଆ ମାନଙ୍କୁ ଏହି ଭାଇରସ ବହୁତ କମ ଆକ୍ରାନ୍ତ ହେଉଛି ଓ ୧୦ ବର୍ଷରୁ କମ ଶିଶୁ ମାନଙ୍କୁ ଏହି ଭାଇରସ ଆକ୍ରାନ୍ତ ହେଲେ କୌଣସି ଲକ୍ଷଣ ଦେଖା ଯାଉ ନାହିଁ ।

ଏହା ବ୍ୟତୀତ ୧୨ ରୁ ୧୩ ବର୍ଷର ଛୁଆଙ୍କୁ କରୋନା ହେଲେ ମଧ୍ୟ କିଛି ହାନି କରୁ ନାହିଁ । ସେମାନଙ୍କର କିଛି ଦିନ ଜ୍ଵର ହେଉଛି ଓ ପରେ ସେମାନେ ସୁସ୍ଥ ହୋଇଯାଉଛନ୍ତି । ବନ୍ଧୁଗଣ ଯେଉଁ ମହିଳା ମାନଙ୍କର ମାସିକ ଧର୍ମ ଚାଲୁଅଛି ସେହି ସମୟରେ ସେମାନଙ୍କୁ କରୋନା ଆକ୍ରାନ୍ତ କରି ପାରୁ ନାହିଁ । ହେଲେ ମାସିକ ଧର୍ମ ସାରିବା ପରେ ଆପଣଙ୍କ ଉପରେ ଏହି ଭାଇରସର କିଛି ପ୍ରଭାବ ନିଶ୍ଚୟ ପଡିବ ।

ତେବେ ଡକ୍ଟର ଓ ବୈଜ୍ଞାନିକ ମାନଙ୍କ କହିବା ଅନୁଯାଇ ଭାଇରସ ଆମ ଶରୀରରେ ୯ ଦିନ ପର୍ଯ୍ୟନ୍ତ ପୁରା ଆକ୍ଟିଭ ମୋଡରେ ରହୁଛି ଏହି ସମୟରେ ଆମ ମାନଙ୍କ ସଂସ୍ପର୍ଶରେ ଆସୁଥିବା ବ୍ୟକ୍ତି ଏହି ଭାଇରସରେ ସଂକ୍ରମିତ ହୋଇପାରନ୍ତି । ତେବେ ଏହି ସମୟରେ ଯଦି ଆପଣ ନିଜ ଘରେ ରୁହନ୍ତି ତେବେ ଆପଣଙ୍କ ଦ୍ଵାରା କେହିସଂକ୍ରମିତ ହୋଇ ପାରିବେ ନାହିଁ । ବନ୍ଧୁଗଣ ଆପଣ ମାନେ ନିୟମିତ ଭାବରେ ମାସ୍କ ଓ ଶ୍ୟାନିଟାଇଜରର ବ୍ୟବହାର କରନ୍ତୁ । ଏହା ସହିତ ସରକାରଙ୍କ ଗାଇଡଲାଇନର ସଂପୂର୍ଣ୍ଣ ପାଳନ କରନ୍ତୁ ।

ଆପଣଙ୍କୁ ଆମର ଏହି ପୋଷ୍ଟ ଟି ପସନ୍ଦ ଆସିଥିଲେ ଏହାକୁ ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ ଓ ଏହିଭଳି ଅନେକ ନୂଆ ପୋଷ୍ଟ ପାଇବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *