ଲଜ୍ୟାର ସୀମା ଟପିଲା ! ମେଡିକାଲ ଶବ ଗୃହରେ ଚାଲିଥିଲା ରାସଲୀଳା, ଆଉ ତା’ ପରେ ଯାହା ହେଲା…ଦେଖନ୍ତୁ ଭିଡିଓ

ବନ୍ଧୁଗଣ ଆଜିକାଲି ଦୁନିଆରେ ଏପରି ସବୁ ଘଟଣା ଘଟୁଛି ଯାହା ସମସ୍ତ ସ୍ଥାନରେ ଚର୍ଚାର ବିଷୟ ପାଲଟିଛି ।

ବନ୍ଧୁଗଣ ଏହି ସବୁ ଘଟଣା ଗୁଡିକ ସାଧାରଣତଃ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେଉଛି । ଆପଣ ମାନେ ସମସ୍ତେ ଏହି ସବୁ ଘଟଣା ଗୁଡିକ ବିଷୟରେ ଜାଣିଲେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ । ବନ୍ଧୁଗଣ ଏହି କିଛି ଦିନ ହେବ ଏକ ଘଟଣା ସୋସିଆଲ ମିଡିଆରେ ବହୁତ ଅଧିକ ଭାଇରାଲ ହେଉଛି ।

ଏହି ଘଟଣାଟି ହେଉଛି ସବୁଠାରୁ ବଡ ମେଡିକାଲରେ ଅ-ର୍ଦ୍ଧ-ନ-ଘ୍ନ ଅବସ୍ତାରେ ଦୁଇ ପୁରୁଷ ଓ ଦୁଇଜଣ ଯୁବତୀ ରା-ସ-ଲୀ-ଳା କରୁଥିବାର ଧ-ରା ପଡିଛନ୍ତି । ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ଏହି ଘଟଣା ବିଷୟାରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଘଟଣା ବିଷୟରେ ।

ବନ୍ଧୁଗଣ ଏହି ଘଟଣାଟି ଘଟିଛି ମଧ୍ୟ ପ୍ରଦେଶର ଇନ୍ଦୋର ସ୍ଥିତ ମହାରାଜ ଜସବନ୍ତ ରାଓ ହସ୍ପିଟାଲରେ । ବନ୍ଧୁଗଣ ଏହି ହସ୍ପିଟାଲରେ ଏକ ଏପରି ଲ-ଜ୍ୟା ଜ-ନକ ଘଟ-ଣା ସାମ୍ନାକୁ ଆସିଛି । ବନ୍ଧୁଗଣ ଏହି ମେଡିକାଲର କିଛି ଫଟୋ ସୋସିଆଲ ମିଡିଆରେ ବହୁତ ମାତ୍ରାରେ ଭାଇରାଲ ହେଉଛି । ଏହି ଫଟୋରେ ସଂପୂର୍ଣ୍ଣ ଅ-ର୍ଦ୍ଧ-ନ-ଘ୍ନ ଅବସ୍ତାରେ ଦୁଇଜଣ ଯୁବକ ଓ ଦୁଇ ଜଣ ଯୁବତୀଙ୍କୁ ଦେଖିବାକୁ ମିଳିଛି ।

ମିଡିଆ ରିପୋର୍ଟସ ଅନୁସାରେ, ଯୁବକ ଦୁଇଜଣ ମେଡିକାଲ କର୍ମଚାରୀ ଭାବରେ ଠିକାରେ କାମ କରୁଛନ୍ତି ବୋଲି ଜଣା ପଡିଛି । ହେଲେ ବନ୍ଧୁଗଣ ସବୁଠାରୁ ଆଶ୍ଚର୍ଯ୍ୟ ଜନକ କଥା ହେଉଛି ମେଡିକାଲ କତୃପକ୍ଷ ଏହା ବିଷୟରେ ଅବଗତ ନାହାନ୍ତି । ମିଡିଆ ରିପୋର୍ଟ- ଅନୁସାରେ ୟୁଟିଏସ ନାମକ ଏକ ଘଅୟ କମ୍ପାନୀ ମହାରାଜା ଜସବନ୍ତ ରାଓ ହସ୍ପିଟାଲର କିଛି କାମ ଠିକାରେ ନେଇଛି ।

ହେଲେ ସମ୍ପୃକ୍ତ କମ୍ପାନୀର କର୍ମଚାରୀ ମାନେ ଏହି ଲଜ୍ୟା ଜନକ କାମ କରି ବର୍ତ୍ତମାନ ମେଡିକାଲକୁ ବ-ଦ-ନା-ମ କରିଛନ୍ତି । ମଙ୍ଗଳବାର ରାତିରେ ଏକ ଶ-ବ ଧରି ଶ-ବ ଗୃହରେ ପହଞ୍ଚିବା ପରେ ପ୍ରକୃତ ଘଟଣା ସାମ୍ନାକୁ ଆସିଥିଲା । ସେହି ସ୍ଥାନରେ ଉ-ଲ-ଘ୍ନ ଅବସ୍ଥାରେ ଥିବା ଦୁଇ ପୁଅ ଓ ଦୁଇ ଝିଅଙ୍କୁ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ ଲୋକମାନେ । ସେହି ଘଟଣାକୁ ଲୋକମାନେ କ୍ୟାମେରାରେ ରଖିବା ପାଇଁ ଚେଷ୍ଟା କରିଥିଲେ । ହେଲେ ସେହି ସମୟରେ ଦୁଇଯୁବକ ତରବରରେ ବାହାରକୁ ଆସି ଧ-ମ-କ ଦେଇଥିଲେ ।

ଏହି ଭୁଲ ବିଷୟରେ ପଚାରିବାରୁ ସେମାନେ ନାଲି ଆଖି ଦେଖାଇ କହିଥିଲେ, ଏଥିରେ ତମର କଣ ଯାଉଛି ? । ତୁମର ଶ-ବ ରଖିବାର ଅଛି ତା ହେଲେ ଶ-ବ ରଖ ଆଉ ଯାଅ । ଭୁଲ ମାନିବା ବଦଳରେ ମୁହଁ ଫୁଟାଣି ଦେଖାଇ ରା-ଗରେ ଗା-ଳି ଗୁ-ଲ-ଜ କରିଥିଲେ । ଅନ୍ୟ ପକ୍ଷରେ ଫଟୋକୁ ଭାଇରାଲ କରିଥିବା କର୍ମଚାରୀ ଜଣକ କହିଛନ୍ତି, ଗତ 4 ଦିନ ହେବ ଶ-ବ ଗୃହରେ ଏମାନେ କୁ-କ-ର୍ମ କରୁଛନ୍ତି । ବନ୍ଧୁଗଣ ଫଟୋ ଗୁଡିକ ସାମ୍ନାକୁ ଆସିବା ପରେ ସେହି ଭୁଲ କାର୍ଯ୍ୟ କରିଥିବା କର୍ମଚାରୀ ମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଉଭୟ କର୍ମଚାରୀଙ୍କୁ ନିଲମ୍ବନ କରାଯାଇଛି ।

ଦେଶ ବିଦେଶର ସମସ୍ତ ଖବର ସହ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *