ନାମ ଅଗରେ ରାଗ ରଖିଥାନ୍ତି ଏହି 4 ଟି ନାମର ଝିଅ- Jyotish Shastra

ବନ୍ଧୁଗଣ ପ୍ରତ୍ୟେକ ବ୍ୟକ୍ତି ଙ୍କ ଜୀଵନ ବଞ୍ଚିବାର ଅଲଗା ଅଲଗା ଶୈଳୀ ହୋଇଥାଏ ।

ସେହିପରି ପ୍ରତ୍ୟେକ ବ୍ୟକ୍ତି ଙ୍କ ଜୀଵନ ରେ ନାମ ର ମଧ୍ୟ ବହୁତ ଅଧିକ ମହତ୍ତ୍ୱ ରହିଥାଏ । ଏହା ଛଡା ଶାସ୍ତ୍ର ଅନୁସାରେ ମଧ୍ୟ ଜୀବନରେ ନାମ ର ବହୁତ ଖାସ ଏବଂ ଗୁରୁତ୍ୱ ରହିଛି । ଜ୍ୟୋତିଷ ଶାସ୍ତ୍ର ଅନୁସାରେ କୌଣସି ବି ମନୁଷ୍ୟ ର ନାମ ର ପ୍ରଥମ ଅକ୍ଷର ର ବହୁତ ଖାସ ମହତ୍ତ୍ୱ ରହିଥାଏ ।

ଏହି ପ୍ରଥମ ଅକ୍ଷରରୁ ତା’ର ଜୀବନରେ ଆସୁଥିବା ସୁଖ ଦୁଃଖ କଷ୍ଟ ସବୁ ଯୋଡି ହୋଇ ରହିଥାଏ । ଜ୍ୟୋତିଷ ଶାସ୍ତ୍ର ଅନୁସାରେ କୌଣସି ବ୍ୟକ୍ତି ର ବ୍ୟକ୍ତିତ୍ୱ ତା’ର ନାମ ର ପ୍ରଥମ ଅକ୍ଷର ରୁ ହିଁ ଜାଣି ହୋଇ ଥାଏ । ଆଜି ଆମେ ସେହି ଭଳି ୪ଟି ନାମ ର ଝିଅ ମାନଙ୍କ ବିଷୟ ରେ ଆପଣ ମାନଙ୍କୁ କହିବୁ ଯିଏ କି ସ୍ଵଭାବ ରେ ବହୁତ ଅଧିକ ରାଗି ଥାଆନ୍ତି ଏବଂ ସର୍ଵଦା ଛୋଟ ଛୋଟ କଥା ରେ ରାଗି ଯାଇଥାନ୍ତି । ତେବେ ଆସନ୍ତୁ ସେହି ଝିଅ ମାନଙ୍କ ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା ।

୧- ବନ୍ଧୁଗଣ ପ୍ରଥମ ଅକ୍ଷର ଟି ହେଉଛି, ‘B’ । ଏହି ନାମ ର ଝିଅ ମାନେ ହୃଦୟ ରୁ ବହୁତ ସଫା ଥାଆନ୍ତି । କିନ୍ତୁ କୌଣସି ବି ଭୁଲ କଥା କୁ ସେମାନେ ସହ୍ୟ କରି ପାରନ୍ତି ନାହିଁ । ସେମାନ ଙ୍କୁ ବହୁତ ଶୀଘ୍ର ରାଗ ଆସିଯାଏ । ଏହା ଛଡା ରାଗରେ ଆସିଲା ପରେ ଏମାନେ ନିଜକୁ ନିୟନ୍ତ୍ରଣ ରେ ମଧ୍ୟ ରଖି ପାରନ୍ତି ନାହିଁ ।

୨- ବନ୍ଧୁଗଣ ଦ୍ଵିତୀୟ ଅକ୍ଷର ଟି ହେଉଛି, ‘P’ । ଏହି ନାମ ଥିବା ଝିଅ ମାନେ ହୁଏତ ବହୁତ ଅଧିକ କଥା ହୁଅନ୍ତି ନଚେତ ବହୁତ ଚୁପଚାପ ଥାଆନ୍ତି । ସେମାନେ ନିଜ ଦୁନିଆ ରେ ବହୁତ ଖୁସି ରହିଥାନ୍ତି । ଏମାନ ଙ୍କୁ ଦୁନିଆ ଠାରୁ କୌଣସି ମତଲବ ନଥାଏ । ଏମାନେ ଅନ୍ୟ ଉପରେ ରାଗିବା ଅପେକ୍ଷା ନିଜ ଉପରେ ଅଧିକ ରାଗି ଥାଆନ୍ତି ।

୩- ବନ୍ଧୁଗଣ ତୃତୀୟ ଅକ୍ଷର ଟି ହେଉଛି, ‘R’ । ଏହି ନାମ ଥିବା ଝିଅ ମାନେ ଦେଖିବାକୁ ଖୁବ ସୁନ୍ଦର ଥାଆନ୍ତି । ଏମାନଙ୍କ ବୁଦ୍ଧି ମଧ୍ୟ ବହୁତ ଅଧିକ ତେଜ ଥାଏ । ଏମାନେ କାହାକୁ ବି ନିଜ ପ୍ରତି ବହୁତ ଶୀଘ୍ର ଆକର୍ଷିତ କରି ପାରି ଥାଆନ୍ତି । ଏମାନ ଙ୍କ ବଡ଼ ଦୁର୍ବଳତା ହେଉଛି ଏମାନଙ୍କ ରାଗ । ଏମାନେ ରାଗ ଏବଂ ପ୍ରେମ ବହୁତ ଭଲ ଭାବରେ କରିଥାନ୍ତି ।

୪- ବନ୍ଧୁଗଣ ଚତୁର୍ଥ ଅକ୍ଷର ଟି ହେଉଛି ‘S’ । ଏହି ନାମ ଥିବା ଝିଅ ମାନଙ୍କ ସ୍ଵଭାବ ବହୁତ ଭଲ ହୋଇଥାଏ । ଏମାନେ କାହାକୁ ବି ଧୋକା ଦିଅନ୍ତି ନାହିଁ । କିନ୍ତୁ ଏମାନଙ୍କ ସହ ଶତ୍ରୁତା ବହୁତ ଖରାପ ହୋଇଥାଏ । ଏମାନେ ବହୁତ ସଚ୍ଚୋଟ ଏବଂ ଭୋଳା ଅଟନ୍ତି । ଏମାନେ ଦେଖିବାକୁ ମଧ୍ୟ ଖୁବ ଆକର୍ଷଣୀୟ ହୋଇଥାନ୍ତି । କିନ୍ତୁ ଏହି ନାମ ର ଝିଅ ଙ୍କ ରାଗ ସର୍ବଦା ତାଙ୍କ ନାକ ଉପରେ ରହିଥାଏ । ଏମାନେ ବହୁତ ରାଗୀ ସ୍ଵଭାବ ର ହୋଇଥାନ୍ତି ।

ଆପଣ ମାନଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ନିଶ୍ଚିତ କମେନ୍ଟ ଦିଅନ୍ତୁ । ଏହିପରି ଜ୍ଯୋତିଷ ସମ୍ବନ୍ଧୀୟ ବିବରଣୀ ପାଇବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *