କେଉଁ ଜିନିଷ ଖାଇବା ଦ୍ଵାରା କେଶ ଝଡିବା ଠପ କରି ରହିଜାଇଥାଏ, Interesting 15+ GK question with answer

ବନ୍ଧୁଗଣ ଦୁନିଆରେ ଏତେ ସାରା ଜ୍ଞାନପୂର୍ଣ୍ଣ କଥା ଭରି ହୋଇ ରହିଛି । ଯାହାର କଳନା କରିବା ମଧ୍ୟ ସମ୍ଭବ । ହେଲେ ଯଦି ବ୍ୟକ୍ତି ପ୍ରତିଦିନ କିଛି କିଛି ଜ୍ଞାନ ପଢିଥାଏ । ତେବେ ସେହି ବ୍ୟକ୍ତିକୁ ସେହି ସବୁ ଜ୍ଞାନର ଆବଶ୍ୟକତା ସ୍ତଳରେ ବହୁତ ଦରକାର ପଡିଥାଏ । ତେବେ ଆଜି ଆମେ ଆପଣଙ୍କ ପାଇଁ ବଛା ବଛା କିଛି ସାଧାରଣ ଜ୍ଞାନ ନେଇକରି ଆସିଛୁ ।  ଯାହା ଆପଣଙ୍କର ଦୈନଦିନ କାର୍ଯ୍ୟରେ ମଧ୍ୟ ଆବଶ୍ୟକତା ସମୟରେ ଲାଗିପାରେ । ତେବେ ଚାଲନ୍ତୁ ତାହା ଆଲୋଚନା କରିବା ।

1- କେଉଁ ଯିବର ଜିଭରେ ମଧ୍ୟ ଦାନ୍ତ ରହିଥାଏ ?

ଉତ୍ତର;- ହଁସର ଜିଭରେ ବି ଦାନ୍ତ ରହିଥାଏ ।

2-ଭୂମୀରେ ଶୋଇବା ଦ୍ଵାରା କେଉଁ ବେମାରୀ ହୋଇଥାଏ ?

ଉତ୍ତର;- ଭୂମିରେ ଶୋଇବା ଦ୍ଵାରା ହାର୍ଟ ଆଟାକ ହୋଇଥାଏ ।

3-ଭାରତରେ କାହାଙ୍କ ଗାଡିରେ ନମ୍ବର ପ୍ଳେଟ ନଥାଏ ?

ଉତ୍ତର;- ଭାରତର ରାଷ୍ଟ୍ରପତିଙ୍କ ଗାଡିରେ ନମ୍ବର ପ୍ଳେଟ ନଥାଏ ।

4-ଫ୍ରିଜର ପାଣି ପିଇବା ଦ୍ଵାରା କେଉଁ ରୋଗ ହୋଇଥାଏ ?

ଉତ୍ତର;- ଫ୍ରିଜର ପାଣି ପିଇବା ଦ୍ଵାରା କବ୍ଜ ହୋଇଥାଏ ।

5-କେଉଁ ଜୀବର ମୃତ୍ୟୁ ପୂର୍ବରୁ ତାକୁ ଜଣା ପଡିଯାଇଥାଏ ?

ଉତ୍ତର;-ବିଛାର ମୃତ୍ୟୁ ପୂର୍ବରୁ ସେ ଜାଣିପାରିଥାଏ ।

6-ସବୁଠାରୁ ଅଧିକ ପ୍ରୋଟିନ କେଉଁ ଥିରୁ ମିଳିଥାଏ ?

ଉତ୍ତର;- ସବୁଠାରୁ ଅଧିକ ପ୍ରୋଟିନ ମୁଗ ଡାଲିରୁ ମିଳିଥାଏ ।

7-ବିଶ୍ଵର ସବୁଠାରୁ ପୁରୁଣା ରେଳ ଷ୍ଟେସନ କଣ ଅଟେ?

ଉତ୍ତର;- ବିଶ୍ଵର ସବୁଠାରୁ ପୁରୁଣା ରେଳ ଷ୍ଟେସନ ଲିବରପୁଲ ଅଟେ ।

8-ରାତିରେ କେଉଁ ପକ୍ଷୀକୁ ଦେଖା ଯାଇଥାଏ ?

ଉତ୍ତର;- ରାତିରେ ପେଚାକୁ ଦେଖା ଯାଇଥାଏ ।

9-କେଉଁ ଫଳ ସବୁଠାରୁ ଶୀଘ୍ର ଖରାପ ହୋଇଯାଇଥାଏ ?

ଉତ୍ତର;- ଅମୃତଭଣ୍ଡା ଶୀଘ୍ର ଖରାପ ହୋଇଯାଇଥାଏ ।

10-କେଉଁ ଜୀବ ଜିଏକି ଡେଇଁ ପାରିନଥାଏ ?

ଉତ୍ତର;- ହାତୀ ଏକ ଏପରି ଜୀବ ଯିଏ ଡେଇଁପାରିନଥାଏ ।

11- କେଉଁ ଫଳକୁ ଫ୍ରିଜରେ ରଖିବା ଦ୍ଵାରା ବିଶ ପାଲଟିଯାଇଥାଏ ।

ଉତ୍ତର;- ତରବୁଜକୁ ଫ୍ରିଜରେ ରଖିବା ଦ୍ଵାରା ବିଶ ପାଲଟି ଯାଇଥାଏ ।

12-ଭାରତରେ ଇଂରେଜ ମାନେ ପ୍ରଥମେ କାହାକୁ ଫାଶୀର ଦଣ୍ଡ ଦେଇଥିଲେ ?

ଉତ୍ତର;- ଦୁଃଖୀରାମ ବୋଷକୁ ପ୍ରଥମେ ଇଂରେଜ ମାନେ ଫାଶୀର ଦଣ୍ଡ ଦେଇଥିଲେ ।

13- ଦୁନିଆରେ କେଉଁ ଜୀବର ସଂଖ୍ୟା ସବୁଠାରୁ ଅଧିକ ହୋଇଥାଏ ?

ଉତ୍ତର;- ଦୁନିଆରେ ମାଛ ମାନଙ୍କର ସଂଖ୍ୟା ସବୁଠାରୁ ଅଧିକ ହୋଇଥାଏ ।

14-ଭାରତର କେଉଁ ରାଜ୍ୟରେ ସବୁଠାରୁ ଅଧିକ ଲୁଣ ଉତ୍ପାଦନ କରାଯାଇଥାଏ ?

ଉତ୍ତର;- ଗୁଜୁରାଟ ଠାରେ ସବୁଠାରୁ ଅଧିକ ଲୁଣ ଉତ୍ପାଦନ କରାଯାଇଥାଏ ।

15-କେଉଁ ଫଳ ଖାଇବା ଦ୍ଵାରା କେଶ ଝଡିବା ବନ୍ଦ ହୋଇଯାଇଥାଏ ?

ଉତ୍ତର;- ଅଁଳା ଖାଇବା ଦ୍ଵାରା କେଶ ଝଡିବା ବନ୍ଦ ହୋଇଯାଇଥାଏ ।

ଯଦି ଏହି ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *