Tarot Card-ଆପଣଙ୍କର କର୍ମ ଆଗାମୀ ସମୟରେ କେଉଁ ରେଜଲ୍ଟ ଦେବାକୁ ଯାଉଛି, ବାଛନ୍ତୁ କୌଣସି ଏକ ପଦ୍ମଫୁଲ !

ସମୟ ଏକ ଏପରି ଜିନିଷ ହୋଇଥାଏ । ଯାହାକୁ ଆମେ ଥରେ ହରାଇ ଦେଲା ପରେ ତାହାକୁ ଆମେ ଆଉ ଥରେ ଫେରି ପାଇପାରିନଥାଉ । ତେଣୁ ପ୍ରତ୍ଯେକଟି ସମୟ ର ମହତ୍ଵ ଆମ ମାନଙ୍କ ଜୀବନରେ ଗୁରୁତ୍ଵପୂର୍ଣ୍ଣ ହୋଇକି ରହିଥାଏ । ତେବେ ବନ୍ଧୁଗଣ ଆପଣଙ୍କର କର୍ମ ଆଗାମୀ ସମୟରେ ଆପଣଙ୍କୁ କେଉଁ ପ୍ରକାର ଫଳ ଦେବାକୁ ଯାଉଛି । ତେବେ ତାହା ଜାଣିବା ପାଇଁ ଆପଣଙ୍କୁ 1, 2 ଓ 3 ନମ୍ବର ମଧ୍ୟରୁ କୌଣସି ଏକ ନମ୍ବର ଚୁଜ କରିବାକୁ ପଡିବ । ଯାହା ଦ୍ଵାରା ଆପଣଙ୍କର ଆସୁଥିବା ସମୟ ଆପଣଙ୍କ ପାଇଁ କିପରି ରହିବ ? ତାହା ଆପଣ ଏଥି ମାଧ୍ୟମରେ କିଛି ସୂଚନା ପାଇପାରିବେ ।

1- ଆପଣ ବର୍ତ୍ତମାନ ସମୟରେ ଅନେକ କିଛି କଥାକୁ ନେଇ ବହୁତ ଟେନସନରେ ରହୁଛନ୍ତି । ଯାହାବି ଆପଣ କରୁଛନ୍ତି । ପାଠ, ଚାକିରୀ, ମ୍ୟାରେଜ ବା ଘର ପରିବାର ଯାହାକୁ ନେଇ ବହୁତ ଚିନ୍ତିତ ରହୁଛନ୍ତି । ଏହାର ଆଗାମୀ ସମୟରେ ଆପଣଙ୍କୁ ବହୁତ ଭଲ ରେଜଲ୍ଟ ମିଳିବା ପାଇଁ ଯାଉଛି ।

ହେଲେ ଆପଣଙ୍କୁ ଟିକେ ଅପେକ୍ଷା କରିବାକୁ ପଡିବ । ଯେଉଁ କାର୍ଯ୍ୟ କରୁଛନ୍ତି, ତାହାକୁ ମନଧ୍ୟାନ ଦେଇ ତାହା ଉପରେ ଫୋକୋଷ କରିକି କରନ୍ତୁ । ଆସୁଥିବା ସମୟ ଆପଣଙ୍କ ପାଇଁ ବହୁତ ଭଲ ରହିବ ।

2-ଆପଣ ବର୍ତ୍ତମାନ ନିଜର ଲଭକୁ ନେଇ ଅଧିକ ସିରିଏସ ଅଛନ୍ତି । ଆପଣଙ୍କର ଜିଏବି ଲଭ ପାର୍ଟନର ଅଛନ୍ତି । ତାଙ୍କ ସହ ଆପଣଙ୍କର ବହୁତ ଭଲ ସମ୍ପର୍କ ରହିଛି । ଯେଉଁ କାରଣରୁ ଆପଣ ଉଭୟଙ୍କ ମଧ୍ୟରେ ଏକ ଆକର୍ଷଣ ଶକ୍ତି ରହିଛି । ଆପଣ ପ୍ରାୟ ସମୟ ତାଙ୍କ ଭାବନାରେ ବୁଡି ରହୁଛନ୍ତି । ତେବେ ଯଦି ଆପଣଙ୍କର କାହାକୁ ପ୍ରକୃତରେ ଭଲ ପାଉଠନ୍ତି । ତେବେ ତାଙ୍କ ସହ ଆପଣଙ୍କର ବିବାହ ହେବାର ବହୁ ମାତ୍ରାରେ ସମ୍ଭାବନା ରହୁଛି । ତାଙ୍କ ସହ ଆଗକୁ ଭବିଷ୍ୟତ ଆପଣଙ୍କର ମଧ୍ୟ ରହିଛି ।

3-ଆପଣଙ୍କର ବର୍ତ୍ତମାନ ସମୟ ବହୁତ ନିରାଶମୟ ରହିଛି । ଆପଣଙ୍କୁ କୌଣସି କାର୍ଯ୍ୟ କରିବାକୁ ମଧ୍ୟ ମନ ହେଉନହିଁ । କୌଣସିଥିରେ ଆପଣଙ୍କ ମନ ଖୁସି ହୋଇପାରୁନହିଁ । ବାସ୍ କିଛି ନା କିଛି କଥାକୁ ନେଇ ଆପଣ ଚିନ୍ତାରେ ଅଧିକ ସମୟ ବୁଡି ରହୁଛନ୍ତି । କାରଣ ଆପଣ ଯାହାବି କାମ କରିବା ପାଇଁ ଚାହୁଁଛନ୍ତି ।

ସେଥିରେ ଆପଣଙ୍କ ମନ ସବୁବେଳେ ଦ୍ଵନ୍ଦରେ ରହୁଛି । କଣ ଠିକ କଣ ଭୁଲ ଆପଣ କୌଣସିର ନିଷ୍ପତ୍ତି ନେଇପାରୁନାହାନ୍ତି । ତେବେ ଆପଣ ନିଜର ମନରେ ସକାରାତ୍ମକ ଚିନ୍ତାଧାରା ଆଣି ଯାହାବି କରୁଛନ୍ତି, ଖୁସି ମନରେ କରିବା ପାଇଁ ଚେଷ୍ଟା କରନ୍ତୁ ।

ଯଦି ପୋଷ୍ଟଟି ଭଲ ଲାଗିଥାଏ । ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

 

Leave a Reply

Your email address will not be published. Required fields are marked *