100 ଟଙ୍କିଆ ନୋଟ କୁ ଭଙ୍ଗାଇଲେ ସେଥିରୁ 10 ଟଙ୍କିଆ ନୋଟ ନ ଥିବ ଓ ନୋଟ କେବଳ 10 ଥିବ ? କୁହ କେମିତି କରିବ ?

ବନ୍ଧୁଗଣ ଆମେ ସମସ୍ତେ ସର୍ବଦା ନୂଆ ନୂଆ ବିଷୟ ଶିଖିବା ପାଇଁ ଉଦଯୋଗୀ ହୋଇଥାଉ । ସାଧାରଣ ଜ୍ଞାନ ମଣିଷ ଠାରୁ ଆରମ୍ଭ କରି ଛାତ୍ରଛାତ୍ରୀ ଯାଏ ସମସ୍ତେ ପ୍ରାପ୍ତ କରିଥାନ୍ତି । ଜ୍ଞାନର ବିକାଶ ମଣିଷର ସଫଳତା ପ୍ରତି ପ୍ରଥମ ପାଦ ଅଟେ । ମନୁଷ୍ୟ ପାଖରେ ଯେତେ ମଧ୍ୟ ଜ୍ଞାନ ଥାଉ । ହେଲେ ଜଣେ ବ୍ୟକ୍ତିର ଶିଖିବା ପ୍ରକ୍ରିୟା କେବେ ମଧ୍ୟ ସରି ନ ଥାଏ । ଏହି ଯେପରି ଆମେ ଯେତେ ମଧ୍ୟ ଜ୍ଞାନ ଜାଣିଥାଊ ।

ହେଲେ ବହୁ ସମୟରେ ଆମକୁ ଅଧିକ ଜ୍ଞାନର ମଧ୍ୟ ଆବଶ୍ୟକତା ପଡିଥାଏ । ଆଜିର ଦୁନିଆରେ ବହୁ ଗୁଡିଏ କଥାମାନ ରହିଅଛି । ଯେଉଁ ଗୁଡିଏ କଥା ସବୁ ବହୁ ଲୋକଙ୍କ ପାଖରେ କିଛି ଜଣା ତ କିଛି ଅଜଣା ହୋଇ ରହିଥାଏ ।  ତେବେ ଚାଲନ୍ତୁ ସେହିପରି କିଛି ଆପଣ ମାନଙ୍କ ନିକଟରେ ଜଣା ଓ ଅଜଣାର କଥା ଆଲୋଚନା କରିବା ।

1- ଏମିତି କେଉଁ ପକ୍ଷୀ ଅଛି କେବଳ ବର୍ଷା ପାଣି ପିଇକି ବଞ୍ଚିଥାଏ ?

ଉତ୍ତର- ଚାତକ ପକ୍ଷୀ ।

2- ଦୁନିଆରେ ସବୁଠାରୁ ବଡ ଦେଶର ନାମ କଣ ?

ଉତ୍ତର- ରୁଷ ।

3- ବିବି କେଉଁ ଦେଶର କମ୍ପାନୀ ଅଟେ ?

ଉତ୍ତର- ଚୀନ ।

4- ଏମିତି କେଉଁ ଜୀବ ଅଛି ଯିଏ କେବେ ରୋଗରେ ପଡେ ନାହିଁ ?

ଉତ୍ତର- ସାର୍କମାଛ ।

5- ଦୁନିଆରେ ପ୍ରଥମେ ବିଜୁଳିର ଆବିଷ୍କାର କେଉଁ ଠାରେ ହୋଇଥିଲା ?

ଉତ୍ତର- ଜର୍ମାନୀ ।

6- ତାରକ ମେହେତା କା ଓଲଟା ଚଷମା ସିରିଏଲ ଆରମ୍ଭ ହେବାର କେତେ ବର୍ଷ ହୋଇଗଲା ?

ଉତ୍ତର- 8 ବର୍ଷ 5 ମାସ ।

7- ଭାରତରେ ପ୍ରଥମେ କେଉଁ କମ୍ପାନୀ ଇଣ୍ଟରନେଟ ନେଇକି ଆସିଥିଲା ?

ଉତ୍ତର- BSNL ।

8- ଥଣ୍ଡାରେ ନଡିଆ ତେଲ କାହିଁକି ଲଗା ଯାଇଥାଏ ?

ଉତ୍ତର- ତାପମାତ୍ରା କମ ହେବା କାରଣରୁ ।

9- ଭାରତ ଗୋଟେ ଦିନରେ କେତେ ନୋଟ ବ୍ୟବହାର କରିଥାଏ ?

ଉତ୍ତର- 1 ମିଲିୟନ GB ।

10- ଭାରତର କେଉଁ ଗାଁ ରେ ଗାଈ ର କ୍ଷୀର ବିକିବା ଜୋରିମାନା ହୋଇଥାଏ ?

ଉତ୍ତର- ବସନ୍ତପୁର ।

11- ଦୁନିଆରେ ସବୁଠୁ ସୁନ୍ଦର ଦେଶର ନାମ କଣ ?

ଉତ୍ତର- ସିଙ୍ଗାପୁର ।

12- ସବୁଠୁ ବିଶ୍ଵସ୍ତ ପଶୁ କାହାକୁ ମାନାଯାଏ ?

ଉତ୍ତର- କୁକୁର ।

13- ଏମିତି କେଉଁ ଦେଶ ଅଛି ଯେଉଁଠି ଲୋକ କେଉଁ ବି ପଶୁ କୁ ଖାଇ ପାରିବେ ?

ଉତ୍ତର- ଚୀନ ।

14- କେଉଁ ଦେଶର ଲୋକ ସବୁଠୁ ଅଧିକା ଏସି ର ବ୍ୟବହାର କରିଥାନ୍ତି ?

ଉତ୍ତର- ଆମେରିକା ।

15- କେଉଁ ଫଳର ମଞ୍ଜି ତାହାର ବାହାର ରହିଥାଏ ?

ଉତ୍ତର- ଷ୍ଟ୍ରବେରୀ ।

16- ଟର୍ଚ୍ଚ କୁ ହିନ୍ଦୀ ରେ କଣ କୁହାଯାଏ ?

ଉତ୍ତର- ପ୍ରକାଶ ଦଣ୍ଡ ।

17- ସୂର୍ଯ୍ୟ ଧରିତ୍ରି ଠାରୁ କେତେ ଗୁଣା ବଡ ହୋଇଥାଏ ?

ଉତ୍ତର- 109 ଗୁଣା ।

18- କେଉଁ ସାଗର ରେ ଗୋଟେ ବି ମାଛ ରହିପାରିବେନି ?

ଉତ୍ତର- ମୃତ ସାଗର ।

19- 100 ଟଙ୍କିଆ ନୋଟ ର ରେଜା କରିଲେ ସେଥିରୁ 10 ଟଙ୍କିଆ ନୋଟ ନ ଥିବ ଓ ନୋଟ କେବଳ 10 ଥିବ ? କୁହ କେମିତି କରିବ ?

ଉତ୍ତର- 20 ଟଙ୍କିଆ 4ଟା, 5 ଟଙ୍କିଆ 3ଟା, 2 ଟଙ୍କିଆ 2ଟା, 1 ଟଙ୍କିଆ ଗୋଟେ ।

ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *