ଏମିତି କେଉଁ ଜିନିଷ ଅଛି ଯାହାକୁ ପୁରୁଷମାନେ ଲୁଚାଇ କି ଚାଲିଥାନ୍ତି ଓ ମହିଳାମାନେ ଦେଖେଇ କି ଚାଲନ୍ତି ? ୯୯% ଲୋକ ଫେଲ

ସାଙ୍ଗମାନେ ଏହି କଥା ତ ଆପଣ ସମସ୍ତେ ଜାଣିଥିବେ କି ଇଣ୍ଟରଭ୍ୟୁ ହେଉଛି ଭାରତର ସବୁଠୁ କଠିନ ଏକ୍ଜାମ ବୋଲି ଜଣା ଯାଇଥାଏ , ଇଣ୍ଟରଭ୍ୟୁରେ ପଚରା ଯାଇଥିବା ପ୍ରଶ୍ର ଉତ୍ତର ଦେବାରେ ଲୋକଙ୍କର ମୁଣ୍ଡ ବୁଲାଇ ଥାଏ କାହିଁକି ନା ଏଥିରେ ଏମିତି ପ୍ରଶ୍ନ ପଚରା ଯାଏ ଯାହାର ଉତ୍ତର ଦେବା ସମସ୍ତଙ୍କ ପକ୍ଷରେ ସମ୍ଭବ ନୁହେଁ । IAS ପରୀକ୍ଷା ଦେଶର ସବୁଠୁ କଠିନ ପରୀକ୍ଷା ଭିତରୁ ଗୋଟେ ଅଟେ ଓ ଏହା ଠାରୁ ବି ବଡ଼ କଠିନ ଅଟେ ଯେତେବେଳେ ଆମକୁ ଇଣ୍ଟରଭ୍ୟୁ ଦେବାକୁ ପଡିଥାଏ ।

ଇଣ୍ଟରଭ୍ୟୁରେ ପଚରା ଯାଇଥିବା ପ୍ରଶ୍ନ ବହୁତ କଠିନ ହୋଇଥାଏ ଯାହାର ଉତ୍ତର ଦେବା କଠିନ ହୋଇଥାଏ । ଏକ୍ଜାମରେ ଆମକୁ ଏତିକି ଜଣା ଥାଏ କି ଯେତେ କଠିନରୁ କଠିନ ପ୍ରଶ୍ନ କାହିଁକି ନା ଆସୁନୁ , କିନ୍ତୁ ଆସିବ ତ ଆମରି ବହିରୁ ହିଁ , କିନ୍ତୁ କୌଣସି ଇ୍ଟର୍ଭିଉରେ ସାମ୍ନାରେ ବସିଥିବା ବ୍ୟକ୍ତି ଆମକୁ କଣ ପଚାରିବ ଆମକୁ ଜଣା ନଥାଏ ,

କେତେ ଥର ଇଣ୍ଟରଭ୍ୟୁରେ ଏମିତି ତେଢା ମେଢା ପ୍ରଶ୍ନ ପଚରା ଯାଇଥାଏ ଯାହାର ଉତ୍ତର ଦେବା ସମସ୍ତଙ୍କ ପକ୍ଷରେ ସମ୍ଭବ ହୋଇନଥାଏ । ଯେତେବେଳେ କୌଣସି ବ୍ୟକ୍ତିକୁ ପ୍ରଶ୍ନ ପଚାରା ଯାଏ ତେବେ ତାକୁ ଭାବିବା ପାଇଁ ସମୟ ମଧ୍ୟ ଦିଆ ଯାଇଥାଏ କିନ୍ତୁ ଗୋଟେ ସାଧାରଣ ପ୍ରଶ୍ନକୁ ଏମିତି ପଚରା ଯାଇଥାଏ କି ଆମ ମୁଣ୍ଡକୁ ତାର ଉତ୍ତର ସହଜରେ ଆସି ନଥାଏ ।

ଆଜି ଆମେ ଆପଣଙ୍କୁ ଏମିତି ହିଁ ପ୍ରଶ୍ନ ବିଷୟରେ କହିବାକୁ ଯାଉଛୁ , ଯାହା ହୋଇଥାଏ ସହଜିଆ କିନ୍ତୁ ଆମେ ତାକୁ ଡିଫିକଲ୍ଟ କରି ଦେଇଥାଉ ଓ ଏହି ସରଳ ଓ ଟ୍ରିକି ପ୍ରଶ୍ନର ଇଣ୍ଟରଭ୍ୟୁ ଜରିଆରେ କ୍ୟାଣ୍ଡିଡେଟଙ୍କ Iq ଟେଷ୍ଟ କରା ଯାଇଥାଏ , ଯାହାକୁ ଆପଣ ପଢ଼ିବେ ଯଦି ଆଶ୍ଚର୍ଯ୍ୟ ହୋଇଯିବେ ।

ପ୍ରଶ୍ନ – ୧

କେଉଁ ସ୍ଥାନରେ ମହାତ୍ମା ବୁଦ୍ଧ ଜ୍ଞାନ ପ୍ରାପ୍ତ କରିଥିଲେ ?

ଉତ୍ତର- ମହାତ୍ମା ବୁଦ୍ଧ ଗୟାରେ ଜ୍ଞାନ ପ୍ରାପ୍ତ କରିଥିଲେ

ପ୍ରଶ୍ନ – ୨

ଦୁନିଆରେ ଏମିତି କେଉଁ ଦେଶ ଅଛି ଯେଉଁଠି ମଶା ଦେଖାଯାଏ ନାହିଁ ?

ଉତ୍ତର – ଫ୍ରାନ୍ସ ଏକ ଏମିତି ଦେଶ ଅଟେ ଯେଉଁଠି ମଶା ଦେଖାଯାଏ ନାହିଁ ।

ପ୍ରଶ୍ନ – ୩

ସେ କିଏ ଯିଏକି ପୁରା ଗୋଟେ ବର୍ଷ ପରେ ଆପଣଙ୍କ ପାଖକୁ ଆସେ ଓ କେବଳ ୨୪ ଘଣ୍ଟା ଆପଣଙ୍କ ସହିତ ବିତେଇ କି ପଳାଇ ଥାଏ ।

ଉତ୍ତର- ତାରିଖ , କାହିଁକି ନା କୌଣସି ବି ତାରିଖ ଗୋଟେ ବର୍ଷ ପରେ ହିଁ ଆସିଥାଏ କିନ୍ତୁ ୨୪ ଘଣ୍ଟା ପରେ ଚାଲି ଯାଇଥାଏ ।

ପ୍ରଶ୍ନ – ୪

ଏମିତି କେଉଁ ଜିନିଷ ଅଛି ଯାହାର ନାମ ନେବା ମାତ୍ରେ ତାହା ଭାଙ୍ଗିଯାଏ ?

ଉତ୍ତର – ନୀରବତା ଏକ ଏମିତି ଜିନିଷ ଯାହା ନାମ ନେବା ମାତ୍ରେ ହିଁ ଭାଙ୍ଗିଯାଏ ।

ପ୍ରଶ୍ନ – ୫

ଏମିତି କେଉଁ ଜିନିଷ ଅଛି ଯାହାକୁ ପୁରୁଷମାନେ ଲୁଚାଇ କି ଚାଲିଥାନ୍ତି ଓ ମହିଳାମାନେ ଦେଖେଇ କି ଚାଲନ୍ତି ?

ଉତ୍ତର- ପର୍ସ

ଆପଣଙ୍କୁ ଆମର ଏହି ପୋଷ୍ଟ ଟି ପସନ୍ଦ ଆସିଥିଲେ ଏହାକୁ ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ ଓ ଏହିଭଳି ମଜାଳିଆ ପୋଷ୍ଟ ପାଇବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *