କୋଟି କୋଟି ଟଙ୍କାରେ ଖେଳୁଥିବା ଏହି ଷ୍ଟାରମାନେ ବାହାରିଲେ ବହୁତ କଞ୍ଜୁସ ,ବିବାହରେ ଖର୍ଚ୍ଚ କଲେ ନାହିଁ ଗୋଟିଏ ବି ଟଙ୍କା

ବଲିଉଡରେ ଯେଉଁ ଅଭିନେତା ଅଛନ୍ତି , ତାଙ୍କ ଜୀବନ ବହୁତ ଆଲିସାନ ହୋଇଥାଏ । ବଲିଉଡରେ ଯେଉଁ ଅଭିନେତା ମାନେ ତିଷ୍ଟି ସାରିଲେଣି ଓ ଯାହାଙ୍କର ଲୋକପ୍ରିୟତା ଆଜି ଲୋକଙ୍କ ମନରେ ରାଜ କରୁଛି, ତାଙ୍କ ପାଖରେ ପଇସାର କିଛି ଅଭାବ ନାହିଁ । ଏହି ବଲିଉଡ ଅଭିନେତାଙ୍କ ପାଖରେ ଟଙ୍କା ଏତେ ଅଧିକ ଅଛି କି ସେ ଦାମିକିଆ ରୁ ଦାମିକିଆ ଜିନିଷ କିଣିବା ପାଇଁ କିଛି ସଙ୍କୋଚ କରନ୍ତି ନାହିଁ । ବଲିଉଡର ଏମିତି ବହୁତ ଅଭିନେତା ଅଛନ୍ତି ,ଯେଉଁ ମାନେ ନିଜ ବିବାହରେ ଟଙ୍କାକୁ ପାଣି ପରି ବୁହାଇ ଦେଇଛନ୍ତି ।

ନିଜ ବିବାହକୁ ଖାସ ବନେଇବା ପାଇଁ ସେମାନେ ଖର୍ଚ୍ଚ ବିଷୟରେ ବିଲକୁଲ ବି ଭାବି ନାହାନ୍ତି । ତଥାପି ବଲିଉଡର କିଛି ଏମିତି ଅଭିନେତା ଅଛନ୍ତି, ଯିଏ ନିଜ ବିବାହରେ ଗୋଟେ ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ କରି ନାହାନ୍ତି । ସେମାନେ ବହୁତ ହିଁ କଞ୍ଜୁସ ଭାବେ ବିବାହ କରିଥିଲେ । ତା ସହିତ ନିଜ ବିବାହର ଖବର ମଧ୍ୟ ଦେଇ ନାହାନ୍ତି । ଆମେ ଆପଣଙ୍କୁ ବଲିଉଡର ଏମିତି ହିଁ କିଛି ସେଲିବ୍ରିଟିଙ୍କ ସହିତ ସାକ୍ଷାତ କରାଇବାକୁ ଯାଉଛୁ ।

ରାଣୀ ମୁଖାର୍ଜୀ

ବଲିଉଡର ସବୁଠୁ ସୁନ୍ଦରୀ ଓ ସଫଳ ଅଭିନେତ୍ରୀଙ୍କ ମଧ୍ୟରେ ଜଣେ ରାଣୀ ମୁଖାର୍ଜୀ, ଯିଏ ଆଦିତ୍ୟ ଚୋପ୍ରାଙ୍କ ସହିତ ବିବାହ କରିଥିଲେ । ରାଣୀ ମୁଖାର୍ଜୀ ଓ ତାଙ୍କ ସ୍ଵାମୀ ଆଦିତ୍ୟ ଚୋପ୍ରା କୋଟି କୋଟି ସମ୍ପତିର ମାଲିକ ଅଟନ୍ତି । ଏହା ବ୍ୟତୀତ ଯେବେ ତାଙ୍କର ବିବାହ ହୋଇଥିଲା ତେବେ ସେଥିରେ କେବଳ କରଣ ଜୋହର ଓ ବୈଭବ ମର୍ଚ୍ଚାନ୍ଟ ହିଁ ଉପସ୍ଥିତ ଥିଲେ । ରାଣୀ ମୁଖାର୍ଜୀ ଓ ଆଦିତ୍ୟ ଚୋପ୍ରାଙ୍କ ବିବାହରେ କେବଳ ୨୦ ଜଣ ଲୋକ ହିଁ ଉପସ୍ଥିତ ଥିଲେ । ରାଣୀ ମୁଖାର୍ଜୀ ନିଜ ବିବାହ ପରେ କିଛି ରିସିପ୍ସନ ମଧ୍ୟ ରଖି ନଥିଲେ ।

ଜନ ଆବ୍ରାହମ

ବଲିଉଡର ସବୁଠୁ ହ୍ୟାଣ୍ଡସମ ଅଭିନେତାଙ୍କ ମାନଙ୍କ ମଧ୍ୟରେ ଜନ ଆବ୍ରାହମଙ୍କର ଗଣନା କରାଯାଏ । ଜନ୍ ଆବ୍ରାହମଙ୍କ ଲୋକପ୍ରିୟତା ତାଙ୍କର ଫିମେଲ ଫ୍ୟାନଙ୍କ ମଧ୍ୟରେ ଦେଖିବକୁ ମିଳିଥାଏ । ଯଦି କୌଣସି ବି ଇଭେଣ୍ଟରେ ଜନ୍ ଆବ୍ରାହମ ପହଞ୍ଚି ଯାଆନ୍ତି , ତାଙ୍କ ଚାରି ପଟେ ତାଙ୍କର ଫ୍ୟାନ ମାନଙ୍କର ଗହଳି ଲାଗିଯାଏ । ଜନ ଆବ୍ରାହମଙ୍କ ପାଖରେ ପଇସାର କୌଣସି ଅଭାବ ନାହିଁ, ସେ ଅରବ ରେ ଖେଳି ଥାଆନ୍ତି । ସେ ପ୍ରିୟାଙ୍କ ସହିତ ବିବାହ ଚୁପ ଚାପ ଭାବରେ କରିଥିଲେ ଓ କାହାକୁ ଏହାର ଖବର ଲାଗିବାକୁ ଦେଇ ନଥିଲେ ।

ସେଲିନା ଜେଟଲୀ

ବଲିଉଡର କେତେକ ଫିଲ୍ମରେ ଅଭିନେତ୍ରୀ ସେଲିନା ଜେଟଲୀଙ୍କୁ କାମ କରିବାର ଦେଖା ଯାଇଛି । ସେଲିନା ଜେଟଲୀ ବଲିଉଡର ଅଳ୍ପ ବହୁତ ରୋଜଗାର କରି ନିଜ ପାଖରେ ଟଙ୍କା ଜମା କରିଦେଇଥିଲେ । ତାଙ୍କର ମଧ୍ୟ ସମ୍ପତି କୋଟିଏ ଅରବରେ ଅଛି । ସେ ୨୩ ଜୁଲାଇ , ୨୦୧୧ ରେ ଚୁପ ଚାପରେ ନିଜ ବୟଫ୍ରେଣ୍ଡ୍ ପିଟର ହଂଗ ଙ୍କ ସହ ବିବାହ କରି ନେଇଥିଲେ । କେତେ ବର୍ଷ ବିତିଲା ପରେ , ସେଲିନା ଜେଟଲୀଙ୍କ ବିବାହର ଖୁଲାସା ହୋଇଥିଲା । ସେଲିନା ମଧ୍ୟ ନିଜ ବିବାହର ରିସିପ୍ସନ କାହାକୁ ଦେଇ ନାହାନ୍ତି ।

ମନୋଜ ବାଜପେୟୀ

ଆକ୍ଟିଙ୍ଗର କଥା କହିବା ତ ବଲିଉଡରେ ମନୋଜ ବାଜପେଇଙ୍କ ଗଣନା  ସବୁଠୁ ଧୁରନ୍ଦର ଅଭିନେତାଙ୍କ ମଧ୍ୟରେ ହୋଇଥାଏ । ମନୋଜ ବାଜପେଇ ବଲିଉଡର ଜଣେ ଏମିତି ଅଭିନେତା ଅଟନ୍ତି , ଯିଏ କି ସବୁ ପ୍ରକାରର ରୋଲକୁ ଭଲ ସେ କରିପାରନ୍ତି । ତାଙ୍କ ଆକ୍ଟିଙ୍ଗରେ ସବୁ ଫ୍ୟାନ ମାନେ ପାଗଳ ଅଟନ୍ତି । ବର୍ଷ ୨୦୦୬ ରେ ବଲିଉଡ ଅଭିନେତ୍ରୀ ନେହାଙ୍କ ସହିତ ମନୋଜ ବାଜପେୟୀ ବିବାହ କରିଥିଲେ । ଜଲ୍ଦି ଜଲ୍ଦିରେ ସହିତ ସେ ନେହାଙ୍କ ସହିତ ବିବାହ କରିଥିଲେ । ବିବାହ ପାଇଁ ତାଙ୍କର ଏତେ ଜଲ୍ଦି ଥିଲା କି ସେ ତାଙ୍କ ମାଆ ବାପାଙ୍କୁ ମଧ୍ୟ ଡାକି ନଥିଲେ ।

ବନ୍ଧୁଗଣ ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ ଆଉ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।

Leave a Reply

Your email address will not be published. Required fields are marked *