Interesting Gk Questions – ଏମିତି କେଉଁ ଜିନିଷ ଯାହାକୁ ପୁଅମାନେ ସବୁଦିନ ଓ ଝିଅମାନେ ବର୍ଷକେ ଥରେ ପିନ୍ଧନ୍ତି ?

କେତେ ଥର କିଛି ଲୋକଙ୍କ ସହିତ ଏମିତି ହୋଇଥାଏ କି ସେମାନେ ଇଣ୍ଟରଭ୍ୟୁ ନାମ ଶୁଣି ଡରି ଯାଇଥାନ୍ତି କାରଣ ଇଣ୍ଟରଭ୍ୟୁ ଏକ ଏମିତି ପ୍ରକ୍ରିୟା ହୋଇଥାଏ ଯାହା ଦ୍ଵାରା ବ୍ୟକ୍ତିର ମାନସିକ ସ୍ଥିତି ଜଣା ପଡିଥାଏ କିନ୍ତୁ ଏହି ପ୍ରକ୍ରିୟା ବହୁତ କଷ୍ଟ ହୋଇଥିବାରୁ ବ୍ୟକ୍ତି ଏଥିପାଇଁ ଡରି ଯାଇଥାନ୍ତି । ଆପଣ କେଉଁଠିକୁ ପରୀକ୍ଷା ଦେବାକୁ ଯାଇଛନ୍ତି ତା ହେଲେ ପରୀକ୍ଷାରେ ପାସ କରିବା ପାଇଁ ସମସ୍ୟା ଆସି ନଥାଏ କିନ୍ତୁ ଇଣ୍ଟରଭ୍ୟୁରେ ଆପଣଙ୍କୁ ବହୁତ କିଛି ସହିବାକୁ ପଡିଥାଏ କାରଣ ଲେଖିବା ବହୁତ ସହଜ ହୋଇଥାଏ କିନ୍ତୁ ଯେତେବେଳେ କାହା ସାମ୍ନାରେ ବସି କଥା ହେଉଥାନ୍ତି ତା ହେଲେ ଅଧିକ ଲୋକ ଡରି ଯାଇଥାନ୍ତି ।

ଆଜି ଆମେ ଆପଣଙ୍କୁ ଏମିତି ହିଁ କିଛି ପ୍ରଶ୍ନ ପଚାରିବୁ ଯାହାକୁ ଇଣ୍ଟରଭ୍ୟୁରେ ପଚରାଯାଏ । ଏହି ପ୍ରଶ୍ନ ସେହି ଲୋକଙ୍କ ପାଇଁ ଚ୍ୟାଲେଞ୍ଜ ଭଳି ହୋଇଥାଏ ଯେଉଁମାନଙ୍କୁ ଲାଗିଥାଏ କି ତାଙ୍କ ମସ୍ତିସ୍କ ବହୁତ ଦୃତ ଗତିରେ ଚାଲିଥାଏ । ତେବେ ଏହି ଝିଅଟିକୁ ପଚରା ଯାଇଥିବା ପ୍ରଶ୍ନର ଉତ୍ତର ଦେଇ ଦେଖନ୍ତୁ, ତା ହେଲେ ଆପଣ ବୁଝିଯିବେ କି ଆପଣ ସତରେ ବୁଦ୍ଧିମାନ ଅଟନ୍ତି ନା ତାହା ଆପଣଙ୍କର ଭ୍ରମ ଅଟେ ।

ପ୍ରଶ୍ନ – ୧

ଦୁନିଆର ସବୁଠୁ ଉଚ୍ଚ କୋଠା କଣ ଅଟେ ?

ଉତ୍ତର – ବୁର୍ଜ ଖଲିଫା

ପ୍ରଶ୍ନ – ୨

ଭାରତର କେଉଁ ରାଜ୍ୟରେ ସବୁଠୁ କମ ଅପରାଧ ହୋଇଥାଏ ?

ଉତ୍ତର – ଆନ୍ଧ୍ର ପ୍ରଦେଶରେ

ପ୍ରଶ୍ନ – ୩

ତାସ ର ଆବିଷ୍କାର କେଉଁ ଦେଶରେ ହୋଇଥିଲା ?

ଉତ୍ତର – ଚୀନ

ପ୍ରଶ୍ନ – ୪

ବିଶ୍ଵର ସବୁଠୁ ଗଭୀର ହ୍ରଦ କଣ ଅଟେ ?

ଉତ୍ତର – ବୈକାଲ ହ୍ରଦ

ପ୍ରଶ୍ନ – ୫

ହିନ୍ଦୁସ୍ଥାନ ର ପ୍ରଥମ ରାଜା କିଏ ଥିଲେ ?

ଉତ୍ତର – ଚନ୍ଦ୍ରଗୁପ୍ତ ମୋର୍ଯ୍ଯ

ପ୍ରଶ୍ନ – ୬

ଲୋସଭାର କାର୍ଯ୍ୟ କାଳ କେତେ ବର୍ଷର ହୋଇଥାଏ ?

ଉତ୍ତର – ୫ ବର୍ଷ

ପ୍ରଶ୍ନ – ୭

ବିଶ୍ଵର ସର୍ବାଧିକ ବର୍ଷା ବାଲା କ୍ଷେତ୍ର କଣ ଅଟେ ?

ଉତ୍ତର – ମାସିନରାମ

ପ୍ରଶ୍ନ – ୮

ମଣିଷର କେଉଁ ଜିନିଷ ସବୁବେଳେ ବଢୁଥାଏ ?

ଉତ୍ତର – ବୟସ

ପ୍ରଶ୍ନ – ୯

ସଂସାରର ଛାତ କାହାକୁ କୁହନ୍ତି ?

ଉତ୍ତର – ପାମିର ର ପଠାର

ପ୍ରଶ୍ନ – ୧୦

କେଉଁ ପକ୍ଷୀ ବସା ବାନ୍ଧି ନଥାଏ ?

ଉତ୍ତର – କୋଇଲି

ପ୍ରଶ୍ନ – ୧୧

ଭାରତର ସବୁଠୁ ବଡ ମରୁଭୁମି କଣ ଅଟେ ?

ଉତ୍ତର – ଥାର ମରୁଭୁମି

ପ୍ରଶ୍ନ – ୧୨

ବିଶ୍ଵର ସବୁଠୁ ଗରିବ ଦେଶ କଣ ଅଟେ ?

ଉତ୍ତର – ଭୁଟାନ

ପ୍ରଶ୍ନ – ୧୩

ସବୁଠୁ ମହଙ୍ଗା ପଶୁ କିଏ ଅଟେ ?

ଉତ୍ତର – ରେସ ର ଘୋଡା

ପ୍ରଶ୍ନ – ୧୪

କେଉଁ ଦେଶରେ ଗୋଟିଏ ବି ସାପ ନାହାଁନ୍ତି ?

ଉତ୍ତର – ଆୟରଲ୍ୟାଣ୍ଡ

ପ୍ରଶ୍ନ – ୧୫

ନୋବେଲ ପୁରସ୍କାର କେଉଁ କ୍ଷେତ୍ରରେ ଦିଆଯାଏ ନାହିଁ ?

ଉତ୍ତର – ଗଣିତ କ୍ଷେତ୍ରରେ

ପ୍ରଶ୍ନ – ୧୬

ଏମିତି କେଉଁ ଜିନିଷ ଯାହାକୁ ପୁଅମାନେ ସବୁଦିନ ଓ ଝିଅମାନେ ବର୍ଷକେ ଥରେ ପିନ୍ଧନ୍ତି ?

ଉତ୍ତର – ପଇତା

ଆପଣଙ୍କୁ ଆମର ଏହି ପୋସ୍ଟ ଟି କିପରି ଲାଗିଲା ଆମକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ଓ ଆଗକୁ ଏପରି କିଛି ଜ୍ଞାନ ବର୍ଦ୍ଧକ ପୋସ୍ଟ ପଢିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *