Jyotish Shastra – ମହାଦେବଙ୍କ ଅଂଶ ହେଇଥାନ୍ତି ଏହି 5 ଟି ନାମର ଲୋକ, କେବେ ବି କରିବେ ନାହିଁ ଏମାନଙ୍କ ସହ ଶତୃତା, ପଡିପାରେ ଭାରି

ଆପଣମାନେ ଜାଣନ୍ତି ଯେ ଦେବଙ୍କ ଦେବ ମହାଦେବ ନିଜ ଭକ୍ତମାନଙ୍କ ଉପରେ ଯେତେ ଶୀଘ୍ର ପ୍ରସର୍ଣ୍ଣ ହୁଅନ୍ତି, ସେତେ ଶୀଘ୍ର ରାଗି ମଧ୍ୟ ଯାଇଥାନ୍ତି । ସବୁବେଳେ ମହାଦେବ ଭକ୍ତଙ୍କ ଉପରେ ପ୍ରସନ୍ନ ରୁହନ୍ତି, ଯେଉଁ ଭକ୍ତ ମହାଦେବଙ୍କୁ ପ୍ରସନ୍ନ ରଖିଥାନ୍ତି ସେ କେବେ ତାକୁ ନିରାଶ କରନ୍ତି ନାହିଁ । ମହାଦେବ ଯଦି କାହା ଉପରେ ନିଜର କୃପାଦୃଷ୍ଟି ରଖନ୍ତି ତା ଜୀବନରୁ ସବୁ ଦୁଃଖକଷ୍ଟ ସମାପ୍ତ ହୋଇଯାଏ । ଆମେ ଆପଣଙ୍କୁ ଏମିତି ୬ଟି ନାମ କହିବୁ ଯେଉଁମାନେ ଶିବଙ୍କର ଅଂଶ ହୋଇଥାନ୍ତି ଓ ଏହି ଲୋକମାନେ ସବୁଠୁ ବଡ଼ ଭକ୍ତ ହୋଇଥାନ୍ତି । ତେବେ ଆସନ୍ତୁ ଜାଣିବା ସେହି ୬ଟି ନାମର ବ୍ୟକ୍ତିଙ୍କ ବିଷୟରେ ।

A ନାମର ବ୍ୟକ୍ତି – A ନାମର ବ୍ୟକ୍ତି ମହାଦେବଙ୍କର ପାଖାପାଖି ରହିଥାନ୍ତି । ମହାଦେବ ଏହି ବ୍ୟକ୍ତିଙ୍କୁ ସବୁ ଖରାପ ଶକ୍ତିରୁ ରକ୍ଷା କରିଥାନ୍ତି । ଯଦି ଏମାନଙ୍କ ଜୀବନରେ କିଛି ସମସ୍ୟା ଆସିଥାଏ, ମହାଦେବ ସବୁ ସମସ୍ୟାର ସମାଧାନ କରିଥାନ୍ତି । ଏମାନଙ୍କ ଉପରେ ସଦା ସର୍ବଦା ମହାଦେବଙ୍କ କୃପା ଦ୍ରୁଷ୍ଟି ରହିଥାଏ ।

R ନାମର ବ୍ୟକ୍ତି – ଏହି ଲୋକମାନେ ମହାଦେବଙ୍କ ଅଧିକ ନିକଟତର ହୋଇଥାନ୍ତି । ଏମାନଙ୍କୁ ମହାଦେବ ସବୁ ପ୍ରକାର ସାହାଯ୍ୟ କରିଥାନ୍ତି, ଏହି ଲୋକଙ୍କ ସାଙ୍ଗରେ ଯିଏ ଶତ୍ରୁତା କରେ ତାର ଖରାପ୍ ସମୟ ଆରମ୍ଭ ହୋଇଯାଏ । ଏମାନେ ଯେତେବେଳେ କୌଣସି ସଙ୍କଟରେ ପଡନ୍ତି ମହାଦେବ ତୁରନ୍ତ ତାଙ୍କୁ ସେହି ସଙ୍କଟରୁ ଉଧାର କରନ୍ତି ।

J ନାମର ବ୍ୟକ୍ତି – ଏହି ଲୋକମାନେ ମହାଦେବଙ୍କୁ ପୁରାପୁରି ଆରାଧନା କରନ୍ତି । ମହାଦେବ ଏମାନଙ୍କ ଉପରେ ସବୁବେଳ ପାଇଁ ନିଜର କୃପାଦୃଷ୍ଟି ରଖିଥାନ୍ତି । ଏମାନଙ୍କ ଉପରେ କିଛି ସମସ୍ୟା ଆସି ନଥାଏ । ଏମାନେ ମହାଦେବ ଙ୍କର ପରମ ଭକ୍ତ ହୋଇଥାନ୍ତି । ଏମାନେ ନିଜ ଶତୃ ଙ୍କ ଉପରେ ବିଜଯ ପାଇଥାନ୍ତି ।

P ନାମର ବ୍ୟକ୍ତି – P ନାମର ଲୋକଙ୍କ ଉପରେ ମହାଦେବ ଖୁସି ରହିଥାନ୍ତି । P ନାମର ଲୋକ ମହାଦେବଙ୍କ ଠାରୁ ଦୂରରେ ରୁହନ୍ତି ନାହିଁ । ଏହି ଲୋକଙ୍କ ମନ ସଫା ହୋଇଥାଏ । ଏମାନଙ୍କ ମନରେ କୌଣସି ପ୍ରକାରର ଛଳ କପଟ ନଥାଏ । ମହାଦେବ ଏମାନଙ୍କୁ ସବୁ ପ୍ରକାର ସମସ୍ୟାରୁ ବାହାର କରିବା ପାଇଁ ମାର୍ଗ ବନେଇ ରଖିଥାନ୍ତି ।

S ନାମର ବ୍ୟକ୍ତି – ଯେଉଁ ଲୋକମାନଙ୍କର ନାମ S ଅକ୍ଷରରୁ ଆରମ୍ଭ ହୁଏ,ଏମାନଙ୍କ ଉପରେ ଶିବଙ୍କ ଆଶୀର୍ବାଦ ରହିଥାଏ । ଏମାନଙ୍କ ମନ କୋମଳ ହୋଇଥାଏ । ଏମାନଙ୍କ ଉପରେ ଶିବଙ୍କ କୃପାଦୃଷ୍ଟିଁ ରହିଥାଏ । ସେଥିପାଇଁ ଏମାନଙ୍କୁ କିଛି ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିନଥାଏ । ଏମାନେ ବହୁତ ପରୋପକାରୀ ହୋଇଥାନ୍ତି ଯେଉଁଠି ପାଇଁ ମହାଦେବ ସର୍ବଦା ଏମାନଙ୍କ ଉପରେ ପ୍ରସନ୍ନ ରହିଥାନ୍ତି ।

ଆପଣଙ୍କୁ ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥିଲେ ଲାଇକ ଆଉ ସେୟାର କରନ୍ତୁ । ଏହିପରି ଜ୍ଯୋତିଷ ସମ୍ବନ୍ଧୀୟ ବିବରଣୀ ପାଇବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *