Interesting Gk Questions- ଏମିତି କେଉଁ ଜିନିଷ ଅଛି ଯାହାକୁ ସକାଳେ ଦେଖିଲେ ସବୁଜ, ଦ୍ଵିପହରେ ଦେଖିଲେ କଳା, ରାତିରେ ଦେଖିଲେ ଧଳା

ବନ୍ଧୁଗଣ ଆମେ ମାନେ ପିଲା ଦିନରୁ ଜ୍ଞାନ ଆହରଣ କରିଥାଉ । ବନ୍ଧୁଗଣ ଏକ ସୁଖମୟ ଜୀବନ ବଞ୍ଚିବା ପାଇଁ ଜ୍ଞାନର ବହୁତ ଆବଶ୍ୟକତା ରହିଥାଏ । ଯଦି ଆପଣ ଜ୍ଞାନୀ ହୋଇଥିବେ ତା ହେଲେ ଆପଣ ସମସ୍ତ କ୍ଷେତ୍ରରେ ସଫଳତା ପାଇବେ । ବର୍ତ୍ତମାନର ସମୟରେ ଅନେକ ଲୋକ ସରକାରୀ ଚାକିରି ପାଇଁ ଆବେଦନ କରୁଛନ୍ତି । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କ ପାଇଁ କିଛି ସାଧାରଣ ଜ୍ଞାନର ପ୍ରଶ୍ନ ଉତ୍ତର  ନେଇ ଆସିଛୁ ଯାହା ଆପଣଙ୍କ ଚାକିରି କ୍ଷେତ୍ରରେ ଆପଣଙ୍କୁ ଅନେକ ସହାୟତା କରିବ ।

ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ସାଧାରଣ ଜ୍ଞାନ ବିଷୟରେ । ୧. କୃଷିର ପ୍ରଥମ ଉଦାହରା କେଉଁଠି ପ୍ରାପ୍ତ ହୋଇଥିଲା ?

ଉତ୍ତର- କୃଷିର ପ୍ରଥମ ଉଦାହରଣ ମେହରଗଡରୁ ପ୍ରାପ୍ତ ହୋଇଥିଲା ।

୨. ବିଶ୍ଵର ସବୁଠାରୁ ବଡ ମସଜିତ କେଉଁ ଦେଶରେ ଅଛି ?

ଉତ୍ତର- ଇରାକରେ ବିଶ୍ଵର ସବୁଠାରୁ ବଡ ମସଜିତ ଅଛି ।

୩. ମହାତ୍ମା ଗାନ୍ଧୀଙ୍କୁ ଆର୍ଧଣଘ୍ନ ଫକିର କିଏ କହିଥିଲେ ?

ଉତ୍ତର- ଫ୍ରେଙ୍କ ମୋରିଶ ମହାତ୍ମା ଗାନ୍ଧୀଙ୍କୁ ଅର୍ଦ୍ଧନଘ୍ନ ଫକିର କହିଥିଲେ ।

୪. ଯୋଗ ଦର୍ଶକର ପ୍ରବର୍ତ୍ତକ କିଏ ଥିଲେ ?

ଉତ୍ତର- ପତାଞ୍ଜଳି ଯୋଗ ଦର୍ଶନର ପ୍ରବର୍ତ୍ତକ ଥିଲେ ।

୫. ବିଶ୍ଵର ସବୁଠାରୁ ଅଧିକ ମୋବାଇଲ କେଉଁ ଦେଶରେ ତିଆରି ହୋଇଥାଏ ?

ଉତ୍ତର- ଚୀନରେ ବିଶ୍ଵର ସବୁଠାରୁ ଅଧିକ ମୋବାଇଲ ତିଆରି ହୋଇଥାଏ ।

୬. ସବୁଠାରୁ ବିଷଧର ସାପର ନାମ କଣ ?

ଉତ୍ତର- କିଙ୍ଗ କୋବ୍ରା ହେଉଛି ସବୁଠାରୁ ଅଧିକ ବିଷଧର ସାପ ।

୭. ଚନ୍ଦ୍ରମାରେ ଧୁଳିର ମଇଦାନକୁ କଣ କୁହାଯାଏ ?

ଉତ୍ତର- ଚନ୍ଦ୍ରମାରେ ଧୁଳିର ମଇଦାନକୁ ଶାନ୍ତି ସାଗର କୁହାଯାଏ ।

୮. ସିନ୍ଧୁ ସଭ୍ୟତାର ସନ୍ଧାନ କିଏ କରିଥିଲେ ?

ଉତ୍ତର- ସିନ୍ଧୁ ସଭ୍ୟତାର ସନ୍ଧାନ ରାୟ ବାହାଦୁର ଦୟରାମ ସାହାଣି କରିଥିଲେ ।

୯ . ନୁର ଜାହଁଙ୍କ ବାସ୍ତବିକ ନାମ କଣ ଥିଲା ?

ଉତ୍ତର- ନୁର ଜାହଁଙ୍କ ବାସ୍ତବିକ ନାମ ମେହେରୁନିଶା ଥିଲା ।

୧୦. କେଉଁ ଜୀବକୁ ସବୁ ଜିନିଷ ଦୁଇଟି ଦେଖା ଯାଏ ?

ଉତ୍ତର- ହାତୀକୁ ସବୁ ଜିନିଷ ଦୁଇଟି ଦେଖା ଯାଏ ।

୧୧. ବିଶ୍ଵର ସବୁଠାରୁ ଉଚ୍ଚ ଜ୍ଵଳାମୁଖୀ ପର୍ବତର ନାମ କଣ ?

ଉତ୍ତର- ବିଶ୍ଵର ସବୁଠାରୁ ଉଚ୍ଚ ଜ୍ଵଳାମୁଖୀ ପର୍ବତର ନାମ ହେଉଛି କୋଟାପେକ୍ସି ।

୧୨. କୁକୁର କାମୁଡିବା ଦ୍ଵାରା କେଉଁ ରୋଗ ହୋଇଥାଏ ?

ଉତ୍ତର- କୁକୁର କାମୁଡିବା ଦ୍ଵାରା ରେବୀଜ ରୋଗ ହୋଇଥାଏ ।

୧୩. ଋକବେଦ କାଳରେ ବନସ୍ପତି ଦେବତା କିଏ ଥିଲେ ?

ଉତ୍ତର- ସୋମ ଋକବେଦ କାଳରେ ବନସ୍ପତି ଦେବତା ଥିଲେ  ।

୧୪. ଭାରତର ସବୁଠାରୁ ଉଚ୍ଚ ପର୍ବତର ନାମ କଣ ?

ଉତ୍ତର- ଭାରତର ସବୁଠାରୁ ଉଚ୍ଚ ପର୍ବତର ନାମ ହେଉଛି ଗଡବିନ ଅଷ୍ଟିନ ।

୧୫. ଏମିତି କେଉଁ ଜିନିଷ ଅଛି ଯାହାକୁ

ସକାଳେ ଦେଖିଲେ – ସବୁଜ

ଦ୍ଵିପହରେ ଦେଖିଲେ – କଳା

ସନ୍ଧ୍ୟାରେ ଦେଖିଲେ – ନୀଳ

ରାତିରେ ଦେଖିଲେ – ଧଳା

କୁହନ୍ତୁ ତାହା କଣ ?

ଉତ୍ତର- ବିଲେଇ ଆଖି

Leave a Reply

Your email address will not be published. Required fields are marked *