କାନ୍ଦ ବୋବାଳିରେ ଫାଟି ପଡୁଛି ଘର, ବିଷଧର ସାପ (cobra) କାମୁଡିବା ପରେ ପିଲାଟିର ଅବସ୍ଥା ଯାହା ହେଲା ନା…ଦେଖନ୍ତୁ ଏହି Video

ଆଜିକାଲି ଦୁନିଆରେ ଏପରି ସବୁ ଘଟଣା ଘଟୁଛି ଯାହା ସୋସିଆଲ ମିଡିଆରେ ବହୁତ ମାତ୍ରାରେ ଭାଇରାଲ ହେଉଛି । ବନ୍ଧୁଗଣ ଏବେ ଦୁନିଆର ସମସ୍ତ ଲୋକ ସୋସିଆଲ ମିଡିଆ ସହ ଜଡିତ ହୋଇ ରହୁଛନ୍ତି । ଏହି ସବୁ ଘଟଣା ଓ ଖବର ଗୁଡିକୁ ଲୋକମାନେ ଯେକୌଣସି ସ୍ଥାନରେ ରହି ସୋସିଆଲ ମିଡିଆ ମାଧ୍ୟମରେ ଜାଣି ପାରୁଛନ୍ତି । ତେବେ ବନ୍ଧୁଗଣ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏକ ଭିଡିଓ ବହୁତ ମାତ୍ରାରେ ଭାଇରାଲ ହେଉଛି ।

ଆଜି ଆମେ ଆପଣ ମାନଙ୍କୁ ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ । ବନ୍ଧୁଗଣ ଆପଣ ମାନେ ସମସ୍ତେ ଏହି ଭିଡିଓ ବିଷୟରେ ଜାଣିଲେ ଆଶ୍ଚର୍ଯ୍ୟ ହେବେ । ତେବେ ଏହି ଭିଡିଓ ଟି ଏବେ ସମସ୍ତ ସ୍ଥାନରେ ଚର୍ଚ୍ଚାର ବିଷୟ ପାଲଟିଛି ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ ।

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ଓଡିଶାର ପ୍ରକ୍ଷାତ ସାପ ଧରାଳି ମିର୍ଜା ଆରିଫଙ୍କୁ ବେସ ଭଲ ଭାବରେ ଜାଣିଥିବେ । ମିର୍ଜା ଆମ ଓଡିଶାର ଅନେକ ଜିଲ୍ଲାକୁ ଯାଇ ସାପ ମାନଙ୍କୁ ଉଦ୍ଧାର କରନ୍ତି । ସାପ ଉଦ୍ଧାର କରିବା ସମୟରେ ସେ ଭିଡିଓ କରି ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ଅପଲୋଡ କରନ୍ତି ଯାହାକୁ ଦେଖିବା ପାଇଁ ଦର୍ଶକ ମାନେ ବେସ ଅଧିକ ପସନ୍ଦ କରନ୍ତି । ବନ୍ଧୁଗଣ ମିର୍ଜା ଅନେକ ଘାତକ ସାପ ଗୁଡିକୁ ଧରି ଛନ୍ତି ଯାହା ଆପଣ ମାନେ ନିଶ୍ଚୟ ଦେଖିଥିବେ ।

ହେଲେ ଗତ କିଛି ସମୟ ହେବ ମିର୍ଜାଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ବହୁତ ମାତ୍ରାରେ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓରେ ମିର୍ଜା ଏକ ନାଗ ସାପକୁ ଉଦ୍ଧାର କରିବା ପାଇଁ ଏକ ଗାଁକୁ ଯାଇଛନ୍ତି ହେଲେ ନାଗ ସାପଟି ଯାହା କରିଛି ତାହା ଜାଣିଲେ ଆପଣ ମାନେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ । ସାପଟି ଠାକୁର ଘର ଭିତରେ ଥିଲା ଗୋଟେ ଛୋଟ ଛୁଆଟି ସାପ ବିଷୟରେ ନ ଜାଣି ଠାକୁର ଘର ଭିତରେ ପଶି ଥିଲା ଯାହାଫଳରେ ନାଗଟି ଛୁଆକୁ ଚୋଟ ମାରିଥିଲା ।

ବନ୍ଧୁଗଣ ସାପ ଚୋଟ ମାରିବାର କିଛି ସମୟ ପରେ ଛୁଆଟି ନିଜ ପ୍ରାଣ ହରାଇଛି । ଛୁଆର ମୃତ୍ୟୁ ହେବା ଦ୍ଵାରା ପରିବାର ଲୋକ ମୁଣ୍ଡ ପିଟି କାନ୍ଦୁ ଛନ୍ତି  । ଏହା ପରେ ସେଟାକୁ ମିର୍ଜା ସେହି ସାପଟିକୁ ଉଦ୍ଧାର କରିବା ପାଇଁ ଯାଇଛନ୍ତି ଆଉ ଅତି ସାବଧାତନାର ସହ ସେ ସାପକୁ ଉଦ୍ଧାର ମଧ୍ୟ କରିଛନ୍ତି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ମିର୍ଜାଙ୍କର ଏହି ଭିଡିଓଟି କେମିତି ଲାଗିଲା ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *