କ୍ୟାମେରାରେ କଏଦ ହୋଇଥିବା ଏହି ଦୃଶ୍ୟ ଦେଖିଲେ ଲୋମ ଟାଙ୍କୁରି ଉଠିବ, ଦେଖନ୍ତୁ ଏହି Video

ବନ୍ଧୁଗଣ ସୋସିଆଲ ମିଡିଆରେ ଆମେ ମାନେ ଅନେକ ଭିଡିଓ ଦେଖୁଛୁ । ଏହା ଦ୍ଵାରା ଆମେ ଦେଶ ବିଦେଶରେ ଘଟୁଥିବା ସମସ୍ତ ଘଟଣା ଗୁଡିକ ବିଷୟରେ ଅତି ସହଜରେ ଜାଣି ପାରୁଛୁ । ଆଜି ଆମେ ଆପଣ ମାନଙ୍କୁ ପଶୁ-ପକ୍ଷୀ ସହ ଜଡିତ କିଛି ଏପରି ଭାଇରାଲ ଭିଡିଓ ବିଷୟରେ କହିବାକୁ ଯାଉଛୁ ଯାହା ବିଷୟରେ ଜାଣିଲେ ଆପଣ ମାନଙ୍କ ହୋସ ଉଡିଯିବ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଭିଡିଓ ଗୁଡିକ ବିଷୟରେ ।

୧. ଜୁନ ୨୦୧୯ ମସିହାରେ ସୋସିଆଲ ମିଡିଆରେ ଏକ ଭିଡିଓ ବହୁତ ମାତ୍ରାରେ ଭାଇରାଲ ହୋଇଥିଲା । ଯେଉଁଥିରେ ଗୋଟେ ବେଙ୍ଗର ପେଟ ଚମକୁ ଥିଲା । ଏମିତି ଲାଗୁଥିଲା ବେଙ୍ଗ ପେଟରେ ଲାଇଟ ଅଛି । ବନ୍ଧୁଗଣ ବେଙ୍ଗଟି ଏକ ଲାଇଟ ପୋକକୁ ଗିଳି ଦେଇଥିଲା ଆଉ ପୋକଟି ପେଟ ଭିତରେ ଜୀବିତ ଥିଲା ସେଥିପାଇଁ ବେଙ୍ଗ ପେଟରେ ଲାଇଟ ଜଳୁ ଥିଲା ।

୨. ବନ୍ଧୁଗଣ ଆପଣ ମାନେ ସମସ୍ତେ ବାଘ ତ ନିଶ୍ଚୟ ଦେଖିଥିବେ । ଆପଣ ମାନେ ଦେଖିଥିବେ ବାଘର ଶରୀରରେ କଳା ଦାଗ ରହିଥାଏ । ଆପଣ ମାନେ ଭାବୁଥିବେ ଏହା କେବଳ ବାଘର ଲୋମର ରଙ୍ଗ ଅଟେ ହେଲେ ବନ୍ଧୁଗଣ ଯଦି ବାଘର ଲୋମକୁ ହଟାଇ ଦେବେ ତା ହେଲେ ବି ତାଙ୍କ ଚମଡାରେ ଏ ଦାଗ ଆପଣ ଦେଖିବାକୁ ପାଇବେ ।

୩. ବନ୍ଧୁଗଣ ଆମ ଲିଷ୍ଟର ତୃତୀୟ ଭିଡିଓରେ ଚାରିଟି ବାଘ ପାଣି ଭିତରେ ପଶି ଏକ ବତକର ଶିକାର କରିବା ପାଇଁ ଆପ୍ରାଣ ଚେଷ୍ଟା କରୁଛନ୍ତି । ବାଘ କବଳରୁ ବଞ୍ଚିବା କେତେ କଷ୍ଟ ତାହା ତ ଆପଣ ବେସ ଭଲ ଭାବରେ ଜାଣିଥିବେ । ହେଲେ ବନ୍ଧୁଗଣ ଏହି ଭିଡିଓରେ ବତକଟି ଚାରୋଟି ବାଘକୁ ଯେଉଁ ଭଳି ଚକମା ଦେଉଛନ୍ତି ତାହା ଦେଖିଲେ ଆପଣଙ୍କ ହସ ରହିବନି ।

୪. ବନ୍ଧୁଗଣ ବତକ ନିଜ ଜୀବନ ବଞ୍ଚେଇବାର କୌଶଳ ନିଜ ମାଆ ଠାରୁ ଶିଖିଥାଏ । ତେବେ ଆମ ଲିଷ୍ଟର ଚତୁର୍ଥ ଭିଡିଓରେ କିଛି ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି । ଏ ଭିଡିଓରେ ଗୋଟେ ମାଆ ବତକ ନିଜ ଛୁଆ ମାନଙ୍କୁ ବଞ୍ଚିବାର କୌଶଳ ଶିଖାଉଛି । ମାଆ ବତକଟି ପାଣିରେ ବୁଡି ବୁଡି ନିଜ ଛୁଆକୁ ବଞ୍ଚିବାର କୌଶଳ ଶିଖାଉଛି ।

୫. ଆମ ଲିଷ୍ଟର ଶେଷ ଭିଡିଓରେ ଗୋଟେ ଗାଡି ଚାଳକ ରାସ୍ତା ଉପରେ ରହି ଭିଡିଓ କରୁଛନ୍ତି କାରଣ ଜଙ୍ଗଲ ଭିତରେ ତାଙ୍କୁ କିଛି ହଲଚଲ ହେବାର ନଜର ଆସୁଛି । ସେହି ସମୟରେ ଗୋଟେ ଗାଡିରେ ଦୁଇଜଣ ଲୋକ ଯାଉଥିବା ସମୟର ହଠାତ ଏକ ଚିତା ବାଘ ସେମାନଙ୍କ ଉପରକୁ ଆକ୍ରମଣ କରୁଛି । ହେଲେ ବାଇକର ଗତି ଅଧିକ ଥିବାରୁ ବାଇକ ଚାଳକ ବଞ୍ଚି ଯାଉଛନ୍ତି ଆଉ ଚିତା ବାଘଟି ଏପଟ ରାସ୍ତାରୁ ସେପଟ ରାସ୍ତାକୁ ଚାଲି ଯାଉଛି ।

Leave a Reply

Your email address will not be published. Required fields are marked *