20 Interesting Gk Questions: କେଉଁ ଜୀବର ଆୟୁଷ କେବଳ 5 ମିନିଟ ? ବୁଦ୍ଧିମାନ ହେଇଥିଲେ ଉତ୍ତର ଦିଅନ୍ତୁ !

ଆଜି ଆମେ ଆପଣଙ୍କ ପାଇଁ କିଛି ପ୍ରଶ୍ନ ଓ ଜବାବ ନେଇ ଆସିଛୁ । ଯେଉଁଥିରେ କିଛି ସାଧାରଣ ଜ୍ଞାନ ସହ ଜଡିତ କିଛି ପ୍ରଶ୍ନ ଅଛି । ସମସ୍ତେ କୌଣସି ନା କୌଣସି ପ୍ରତିଯୋଗୀତା ପରୀକ୍ଷାରେ ଭାଗ ନେଇଥାନ୍ତି । ଏହି ଆଧାରରେ ପ୍ରତିଯୋଗୀତା ପରୀକ୍ଷାରେ ଆସୁ ଥିବା କିଛି ସାଧାରଣ ଜ୍ଞାନର ପ୍ରଶ୍ନ ଓ ତାହର ଉତ୍ତର ନେଇ ଆସିଛୁ । ଏହି ସବୁ ମହତ୍ଵପୂର୍ଣ୍ଣ ପ୍ରଶ୍ନ ସବୁ ପ୍ରତିଯୋଗୀତା ପରୀକ୍ଷାରେ ଆସିଥାଏ । ଯାହାକି ଆପଣଙ୍କ ପାଇଁ ବହୁତ ମହତ୍ଵପୂର୍ଣ୍ଣ ହୋଇଥାଏ ।

୧:- କେଉଁ ବେଙ୍ଗ କାମୁଡ଼ିଲେ ମଣିଷ ଶୀଘ୍ର ମରିଥାଏ ?

ଉତ୍ତର – Dart Frog

୨:- କେଉଁ ପକ୍ଷୀ ଅଧିକ ଉଚ୍ଚରେ ଉଡ଼ିଥାଏ ?

ଉତ୍ତର – ଶାଗୁଣା

୩:- କେଉଁ ଜୀବର ଆୟୁଷ କେବଳ ୫ ମିନିଟ ?

ଉତ୍ତର – Mayfly

୪:- କେଉଁଠି ସୂର୍ଯ୍ୟ ପଶ୍ଚିମ ପଟୁ ଉଦୟ ହୁଅନ୍ତି ?

ଉତ୍ତର – ୟୁରେନ୍ସ

୫:- କେଉଁ ଜୀବ ଜନ୍ମ ହେଲା ପରେ ୨ ମାସ ପର୍ଯ୍ୟନ୍ତ ଶୋଇଥାଏ ?

ଉତ୍ତର – ଭାଲୁ

୬:- କେଉଁ ଦେଶରେ ରାତି କେବଳ ୪୦ ମିନିଟ ପାଇଁ ହୋଇଥାଏ ?

ଉତ୍ତର – ନରୱେ ( Norway )

୭:- କେଉଁ ଜୀବକୁ ସବୁ ଜିନିଷ ଦୁଇ ଗୁଣ ଦେଖାଯାଏ ?

ଉତ୍ତର – ହାତୀ

୮:- କେଉଁ ପକ୍ଷୀର ସ୍ୱର ସବୁଠାରୁ ମଧୁର ?

ଉତ୍ତର – Nightingale

୯:- କେଉଁ ଜୀବର ଆଖିକୁ ତାଡି କାଢି ନେଲେ ମଧ୍ୟ ତୁରନ୍ତ ନୂଆ ଆଖି ଆସିଥାଏ ?

ଉତ୍ତର – ଗେଣ୍ଡା

୧୦:- ଦୁଇ ଭାଇ ଜଣକୁ ଖାଇଲେ ପେଟ ଥଣ୍ଡା ଆଉ ଜଣଙ୍କୁ ଖାଇଲେ ପେଟ ଗରମ ?

ଉତ୍ତର – ମିଶିରି ଓ ଚିନି ।

୧୧:- ଜନ୍ମ ନିଏ ରାତିରେ ସକାଳ ହେଲେ ଏଦୁଆର ସେଦୁଆର ଦେଖିସାରିଲେ ମରଣ ତାର ?

ଉତ୍ତର – ଖବର କାଗଜ ।

୧୨:- ଦିନରେ ଶୁଏ ରାତିରେ କନ୍ଦେ ଯେତେ କାନ୍ଦିବ ସେତେ ଖାଇବ ?

ଉତ୍ତର – ମହମ ବତୀ ।

୧୩:- କେଉଁ ଜୀବ ତାର ନାକ ଦ୍ଵାରା ସବୁ କାମ କରିଥାଏ ?

ଉତ୍ତର;- ହାତୀ

୧୪:- କେଉଁ ଫଳ ଉପରେ ପତ୍ର ଥାଏ ?

ଉତ୍ତର;- ସପୁରୀ

୧୫:- ତାହା କଣ ଯାହା ଦେଲେ ବଢ଼ିଥାଏ ?

ଉତ୍ତର;- ଜ୍ଞାନ

୧୬:- ଗୋଟିଏ ଓଡ଼ିଆ ଶବ୍ଦ କୁହନ୍ତୁ ଯେଉଁଥିରେ ସମସ୍ତ ଓଡ଼ିଆ ଅକ୍ଷର ରହିଥିବ ?

ଉତ୍ତର;- ବର୍ଣ୍ଣମାଳା

୧୭:- ସେ କିଏ ଯିଏ ମୁଣ୍ଡରେ ପାଣି ଧରି ଦିନ ରାତି ଛିଡ଼ା ହୋଇଥାଏ ?

ଉତ୍ତର;- ନଡ଼ିଆ ଗଛ

୧୮:- ରାତିରେ ଅଛି କିନ୍ତୁ ଦିନରେ ନାହିଁ ତାହା କଣ ?

ଉତ୍ତର;- ଅନ୍ଧାର

୧୯:- ହାତ ନାହିଁ, ଗୋଡ଼ ନାହିଁ କିନ୍ତୁ ସେ ସବୁଆଡ଼େ ବୁଲିପାରେ ?

ଉତ୍ତର;- ଖବର କାଗଜ

୨୦:- କେଉଁ ଜୀବ ତାର ଛୁଆକୁ ଦେଖିବା ଆଗରୁ ମୃତ୍ୟୁ ବରଣ କରେ ?

ଉତ୍ତର;- ପ୍ରଜାପତି

୨୧:- କଳା ଘାସ ବଣେ ଧରିଲି ଚୋର ନଖ ମୁନେ ତାର ହେଲା ବିଚାର ?

ଉତ୍ତର;- ଉକୁଣୀ

୨୨:- କାଟିଲେ ରକତ ନାହିଁ କୁଟିଲେ ହାଡ଼ ବି ନାହିଁ କି ଯିବ ସେ କହିଲ ଭାଇ ?

ଉତ୍ତର;- ଚିଙ୍ଗୁଡ଼ି

Leave a Reply

Your email address will not be published. Required fields are marked *