ଓଡିଆ ସିରିୟଲ ‘ବନ୍ଧନ ଏ ଜନ୍ମ ଜନ୍ମର’ ର Actor ମାନଙ୍କ ଦରମା କେତେ ? ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ !

ବନ୍ଧୁଗଣ, ଆପଣମାନେ ବନ୍ଧନ ଏ ଜନ୍ମ ଜନ୍ମର ସିରିଏଲ ନିଶ୍ଚୟ ଦେଖୁଥବେ । କିନ୍ତୁ କ’ଣ ଆପଣ ଜାଣିଛନ୍ତି କି ଏହି ସିରିଏଲ ରେ କାମ କରୁଥିବା ଆକ୍ଟର ଏବଂ ଆକ୍ଟରେସ ଙ୍କ ଦରମା କେତେ ? ଯଦି ଜାଣି ନାହାନ୍ତି ତେବେ ଆଜି ଆମେ ଆପଣଙ୍କୁ ଏହା ସମ୍ବନ୍ଧରେ ଜଣାଇବାକୁ ଯାଉଅଛୁ ।୧;- ପ୍ରଥମେ ଆସୁଛନ୍ତି ରଜେଶ୍ୱରି, ଯିଏ କି ରାଶିଙ୍କ ମା ଭୂମିକା ରେ ଅଭିନୟ କରୁଛନ୍ତି । ତେବେ ରଜେଶ୍ଵରି ଗୋଟେ ଦିନର ସୁ-ଟି-ଙ୍ଗ ପାଇଁ ୬୦୦୦ ଟଙ୍କା ନେଇଥାନ୍ତି ।

୨;- ଦ୍ଵିତୀୟ ରେ ଆସୁଛନ୍ତି ମନ୍ଦିରା, ଯିଏ କି ଏହି ସିରିଏଲ ରେ ନୈନା ଙ୍କ ମା ଭୂମିକାରେ ଅଭିନୟ କରୁଛନ୍ତି । ମନ୍ଦିରା ଗୋଟେ ଦିନର ସୁ-ଟି-ଙ୍ଗ ପାଇଁ ୩୦୦୦ ଟଙ୍କା ନେଇଥାନ୍ତି ।

୩;- ତୃତୀୟରେ ହେଉଛନ୍ତି ଗଜରା, ଯିଏ ଏହି ସିରିଏଲ ରେ ୟାସମିନ ଙ୍କ ଖୁଡି ଭୂମିକାରେ ଅଭିନୟ କରୁଛନ୍ତି । ତେବେ ଗଜରା ଗୋଟେ ଦିନର ସୁ-ଟି-ଙ୍ଗ ରେ ୩୦୦୦ ଟଙ୍କା ନେଇଥାନ୍ତି ।

୪;- ଚତୁର୍ଥ ରେ ଆସୁଛନ୍ତି ରାଜବୀର, ଯିଏ ଏହି ସିରିଏଲ ରେ ମୁଖ୍ୟ ହିରୋ ର ଅଭିନୟ କରୁଛନ୍ତି । ରାଜବୀର ଗୋଟେ ଦିନର ସୁ-ଟି-ଙ୍ଗ ପାଇଁ ୨୫୦୦ ଟଙ୍କା ନେଇଥାନ୍ତି ।

୫:- ପଞ୍ଚମ ରେ ହେଉଛନ୍ତି ସଂଗ୍ରାମ, ଯିଏ ଏହି ସିରିଏଲ ରେ ରାଜବୀରଙ୍କ ଭାଇ ଭୂମିକାରେ ଅଭିନୟ କରୁଛନ୍ତି । ତେବେ ସଂଗ୍ରାମ ଗୋଟେ ଦିନର ସୁ-ଟି-ଙ୍ଗ ପାଇଁ ୧୫୦୦ ଟଙ୍କା ନେଇଥାନ୍ତି ।

୬;- ଷଷ୍ଠ ରେ ଆସୁଛନ୍ତି ବିକ୍ରମ, ଏହି ସିରିଏଲ ରେ ବିକ୍ରମ ନୈନାଙ୍କ ବାପା ଭୂମିକାରେ ଅଭିନୟ କରୁଥିବାର ଦେଖିଥିବେ । ତେବେ ବିକ୍ରମ ଗୋଟେ ଦିନର ସୁ-ଟି-ଙ୍ଗ ପାଇଁ ୪୦୦୦ ଟଙ୍କା ନେଇଥାନ୍ତି ।

୭;- ସପ୍ତମ ରେ ଆସୁଛନ୍ତି ବାଣୀ, ଯିଏ ଏହି ସିରିଏଲ ରେ ୟାସମିନଙ୍କ ଭଉଣୀ ଭୂମିକାରେ ଅଭିନୟ କରୁଛନ୍ତି । ଗୋଟେ ଦିନର ସୁ-ଟି-ଙ୍ଗ ପାଇଁ ବାଣୀ ୨୦୦୦ ଟଙ୍କା ନେଇଥାନ୍ତି ।

୮;- ଅଷ୍ଟମ ରେ ଆସୁଛନ୍ତି ରାଣୀ ମା, ଏହି ରାଣୀ ମା ୟାସମିନ ଙ୍କ ଜେଜେ ମା ଭୂମିକାରେ ଅଭିନୟ କରୁଛନ୍ତି । ଯିଏ ଗୋଟେ ଦିନର ସୁ-ଟିଂ-ଙ୍ଗ ପାଇଁ ୩୫୦୦ ଟଙ୍କା ନେଉଥାନ୍ତି ।

୯;- ରଣଜିତ୍, ଯାହାଙ୍କର ଖୁବ୍ ସୁନ୍ଦର ଅଭିନୟ । ଯାହାକୁ ଆପଣ ସିରିଏଲ ରେ ଦେଖୁଥିବେ । ରଣଜିତ୍ ଦିନକୁ ୩୦୦୦ ଟଙ୍କା ନେଉଥାନ୍ତି ।

୧୦;- ଶେଷରେ ଆସିଛନ୍ତି ଆପଣ ମାନଙ୍କର ଅତିପିୟ ନୈନା, ତେବେ ନୈନା ଗୋଟେ ଦିନର ସୁଟିଙ୍ଗ ପାଇଁ ୨୦୦୦ ଟଙ୍କା ନେଇଥାନ୍ତି । ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *