Rupa ଗାଇଲେ ଏମିତି ଗୀତ, ଦେଖନ୍ତୁ Video

ବନ୍ଧୁଗଣ ଆପଣ ମାନେ ସମସ୍ତେ ସୋସିଆଲ ମିଡିଆର ବ୍ୟବହାର ନିଶ୍ଚୟ କରୁଥିବେ । ଆମ ଓଡିଶାରେ ଏମିତି ଅନେକ କଳାକାର ଅଛନ୍ତି ଯେଉଁ ମାନେ ସୋସିଆଲ ମିଡିଆ ଦ୍ଵାରା ଫେମସ ହୋଇଛନ୍ତି ସେଥିମଧ୍ୟରୁ ଜଣେ ହେଉଛନ୍ତି ରୂପା । ତେବେ ରୂପାଙ୍କ ସହ ଆଉ ଦୁଇଜଣ ମଧ୍ୟ ଅଛନ୍ତି ଯାହାଙ୍କର ନାମ ହେଉଛି ପିଣ୍ଟୁ ଏବଂ ଖୁସି । ଏହି ତିନି ଜଣଙ୍କ ନାମରେ ଏକ ୟୁଟ୍ୟୁବ ଚ୍ୟାନେଲ ଅଛି ଯେଉଁଥିରେ ସେମାନେ ନୂଆ ନୂଆ ଆଲବମ ଭିଡିଓ ଅପଲୋଡ କରନ୍ତି ।

ଏହି ତିନି ଜଣଙ୍କ ଲୋକ ପ୍ରିୟତା ମଧ୍ୟ ବହୁତ ଅଧିକ ରହିଛି । ନିଜ ଅଭିନୟ ଓ ନିଜ ଆଲବମ ପାଇଁ ଏମାନେ ସବୁବେଳେ ଚର୍ଚାରେ ରୁହନ୍ତି । ତେବେ ଗତ କିଛି ସମୟ ହେବ ରୂପାଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ବହୁତ ମାତ୍ରାରେ ଭାଇରାଲ ହେଉଛି ଓ ଲୋକମାନଙ୍କୁ ଏହି ଭିଡିଓଟି ବହୁତ ଅଧିକ ପସନ୍ଦ ଆସିଛି ।

ଆଜି ଆମେ ଆପଣ ମାନଙ୍କୁ ରୂପାଙ୍କ ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ । ବନ୍ଧୁଗଣ ଏହି ଭାଇରାଲ ହେଉଥିବା ଭିଡିଓରେ ରୂପା ଷ୍ଟୂଡିଓ ଭିତରେ ନୂଆ ଗୀତ ଗାଉଥିବାର ନଜର ଆସୁଛନ୍ତି ଓ ଏହି ଗୀତଟିକୁ ଲୋକମାନେ ବେସ ଅଧିକ ପସନ୍ଦ କରୁଛନ୍ତି ।

ଆଗାମୀ ସମୟରେ ଏହି ଗୀତଟି ଅଫିସିଆଲ ଭାବରେ ରିଲିଜ ହେବାକୁ ଯାଉଛି ଯାହାକୁ ନେଇ ଏବେ ଚର୍ଚା ଜୋର ସୋର ଧରିଛି । ଏହି ଭିଡିଓରେ ରୂପାଙ୍କ ଲୁକ୍ କୁ ମଧ୍ୟ ଲୋକମାନେ ବେସ ପସନ୍ଦ କରିଛନ୍ତି ଓ ଭିଡିଓ ଦେଖି ଲୋକ ମାନେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଉଛନ୍ତି ।

ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ରୂପାଙ୍କ ଏହି ଭିଡିଓଟି କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

 

Leave a Reply

Your email address will not be published. Required fields are marked *