Interesting Odia Gk- କେଉଁ ଜୀବ ତା’ର ଛୁଆକୁ ଦେଖିବା ଆଗରୁ ହିଁ ମୃତ୍ୟୁ ବରଣ କରେ ? 99% ଲୋକ ଜାଣନ୍ତି ନାହିଁ

ବନ୍ଧୁଗଣ, ଆଜି ଆମ୍ଭେ ଆପଣଙ୍କୁ କିଛି ଏଭଳି ବିଶେଷ ପ୍ରଶ୍ନ ଉତ୍ତର ସମ୍ବନ୍ଧରେ କହିବାକୁ ଯାଉଅଛୁ ଯାହା ଛାତ୍ର ଛାତ୍ରୀ ମାନଙ୍କ ନିମନ୍ତେ ବେସ ଲାଭଦାୟକ ହେବ । ଏହି ପ୍ରଶ୍ନ ସେହି ମେଧାବୀ ଛାତ୍ର ଛାତ୍ରୀ ମାନଙ୍କ ପାଇଁ ମଧ୍ୟ ଉପଯୋଗୀ ଅଟେ ଯେଉଁମାନେ ସରକାରୀ ଚାକିରୀ ନିମନ୍ତେ ପ୍ରସ୍ତୁତି କରୁଛନ୍ତି । ତେବେ ଆସନ୍ତୁ ଜାଣିନେବା ସଂପୂର୍ଣ୍ଣ ବିବରଣୀ ସମ୍ବନ୍ଧରେ ।

୧;- କେଉଁ ଜୀବ ତାର ନାକ ଦ୍ଵାରା ସବୁ କାମ କରିଥାଏ ?

ଉତ୍ତର;- ହାତୀ ।

୨;- କେଉଁ ଫଳ ଉପରେ ପାତ୍ର ଥାଏ ?

ଉତ୍ତର;- ସପୁରୀ ।

୩;- ତାହା କଣ ଯାହା ଦେଲେ ବଢିଥାଏ ?

ଉତ୍ତର;- ଜ୍ଞାନ ।

୪;- ଗୋଟିଏ ଓଡିଆ ଶବ୍ଦ କୁହନ୍ତୁ ଯେଉଁଥିରେ ସମସ୍ତ ଓଡିଆ ଅକ୍ଷର ରହିଥିବ ?

ଉତ୍ତର;- ବର୍ଣ୍ଣମାଳା ।

୫;- ସେ କିଏ ଯିଏ ମୁଣ୍ଡରେ ପାଣି ଧରି ଦିନରାତି ଛିଡା ହୋଇଥାଏ ?

ଉତ୍ତର;- ନଡିଆ ଗଛ ।

୬;- ରାତିରେ ଅଛି କିନ୍ତୁ ଦିନରେ ନାହିଁ, ତାହା କଣ ?

ଉତ୍ତର;- ଅନ୍ଧାର ।

୭;- ହାତ ନାହିଁ, ଗୋଡ ନାହିଁ କିନ୍ତୁ ସେ ସବୁଆଡେ ବୁଲିପାରେ ?

ଉତ୍ତର;- ଖବର କାଗଜ ।

୮;- ବାମରୁ ପଢିଲେ ଓଜନିଆ ଡାହାଣରୁ ପଢିଲେ ନାହିଁ ତାହା କଣ ?

ଉତ୍ତର;- TON/NOT ।

୯;- ଗୋଟିଏ ଶବ୍ଦ କୁ ଠିକ ଉଚ୍ଚାରଣ କରିଲେ ଭୁଲ ହୁଏ, ଭୁଲ ଉଚ୍ଚାରଣ କରିଲେ ଠିକ ହୁଏ, ତେବେ ଶବ୍ଦ ଟି କଣ ?

ଉତ୍ତର;- ଭୁଲ ।

୧୦;- କେଉଁ ହାଣ୍ଡି ରେ ଭାତ ହୁଏ ନାହିଁ ?

ଉତ୍ତର;- କଳାହାଣ୍ଡି ।

୧୧;- ଲାଞ୍ଜ ଅଛି ହେଲେ ଡେଣା ନାହିଁ, ଆକାଶରେ ଉଡେ ସାଇଁ ସାଇଁ, ତାହା କ’ଣ ?

ଉତ୍ତର;- ଗୁଡି ।

୧୨;- କେଉଁ ଜୀବ ଦିନ ରାତି ଶୁଏ ନାହିଁ ?

ଉତ୍ତର;- ମାଛ ।

୧୩;- କାହାର ଗୋଡ ନାହିଁ କିନ୍ତୁ ଚାଲିଥାଏ ?

ଉତ୍ତର;- ଟେଲିଭିଜନ ।

୧୪;- କେଉଁ ଜୀବ ତା’ର ଛୁଆକୁ ଦେଖିବା ଆଗରୁ ମୃ-ତ୍ୟୁ ବରଣ କରେ ?

ଉତ୍ତର;- ପ୍ରଜାପତି ।

୧୫;- ଶିମିଳିପାଳ ଜାତୀୟ ଉଦ୍ୟାନ କେଉଁ ଜିଲ୍ଲାରେ ଅଛି ଏବଂ ସେଠାରେ କେଉଁ ବନ୍ୟପ୍ରାଣୀ ଦେଖିବାକୁ ମିଳନ୍ତି ?

ଉତ୍ତର;- ମୟୁରଭଞ୍ଜ, ବ୍ୟାଘ୍ର ସଂରକ୍ଷଣ କେନ୍ଦ୍ର ହାତୀ, ଗୟଳ ଶମ୍ବର, ହରିଣ, ଭାଲୁ, ସାପ ।

୧୬;- ଭିତର କନିକା କେଉଁ ଜିଲ୍ଲାରେ ଅଛି ଏବଂ ସେଠାରେ କେଉଁ ବନ୍ୟାପ୍ରାଣୀ ଦେଖିବାକୁ ମିଳନ୍ତି ?

ଉତ୍ତର;- କେନ୍ଦ୍ରାପଡା କୁମ୍ଭୀର ପ୍ରଯଜନ କେନ୍ଦ୍ର ସାପ, ହରିଣ, ଶମ୍ବର । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *