‘ମୁଁ ତା ମୁହଁ ଫଟେଇ ଦେଇଥାନ୍ତି, ସେ ମତେ ହାତ ଧରି ଭିଡି ଆଣି ମତେ…’ କିଏ Sura ଭାଇଙ୍କୁ ଦେଲା ଅପମାନ, ଦେଖନ୍ତୁ କଣ କହିଲେ ସୁର ଭାଇ…’

ବନ୍ଧୁଗଣ, ସୂଚନା ଅନୁଯାୟୀ କଳିଙ୍ଗ ଷ୍ଟାଡିୟମରେ ସୁର ରାଉତରାୟଙ୍କୁ ପ୍ରବେଶ ଅନୁମତି ନ ମିଳିବା ଫଳରେ ଅସନ୍ତୋଷ ଜାହିର କରିଛନ୍ତି ବିଧାୟକ । ତେବେ ପ୍ରତିକ୍ରିୟା ଦେବାକୁ ଯାଇ କଣ କହୁଛନ୍ତି ଆସନ୍ତୁ ଜାଣିନେବା । ସୁର କହିଛନ୍ତି ଯେ ସରକାର ତାଙ୍କୁ ପାସ ଦେଲେ ମାତ୍ର ସେଠାରେ ଥିବା ଏକ ଫରେନର ଏହି ପାସ ଦେଖି ତାଙ୍କୁ ବାହାର କରିଦେଲେ । କେବଳ ବାହାର କରିଲେ ନାହିଁ ବରଂ ତାଙ୍କର ବାମ ହାତକୁ ଧରି ପକାଇଲେ । ସୁର ରାଗି ତାଙ୍କ ମୁହଁ କୁ ଫଟାଇ ଦେଇଥାନ୍ତେ ।

ମାତ୍ର ସୁର ତାଙ୍କ ବିବେକ କୁ ପଚାରିଲେ ତଥା କଳିଙ୍ଗ ଷ୍ଟାଡିୟମ କରିଛନ୍ତି ଏବଂ ଷ୍ଟାଡିୟମ ରେ ଆଜି ଏକ ବିଶ୍ଵ ସ୍ତରୀୟ ପିଲା ମାନଙ୍କର ଫୁଟବଲ ହେବ । ମାତ୍ର ସୁର କେବଳ ଫୁଟବଲ ପ୍ରେମୀ । ଆର୍ଥେଟିକ ଆସୋସିଏସନ ର ପ୍ରେସିଡେନ୍ଟ ସୁର ରାଉତରାୟ ଙ୍କୁ ଗେଟ ପାଖରେ ଗୋଟିଏ ଫରେନର ହାତ ଧରି ମନା କରିଦେଲା ।

ସୁର ରାଗିଜାଇ କହିଲେ ଯଦି ତାହା ମୋ ଷ୍ଟେଟ ହୋଇ ନଥାନ୍ତା ତଥା ମୋ ରାଜ୍ୟ ହୋଇ ନଥାନ୍ତା ମାତ୍ର ତାଙ୍କୁ ସୁର ଅଚେତା କରି ଛାଡିଥାନ୍ତେ ବୋଲି କହିଛନ୍ତି । ମାତ୍ର ଏହାପରେ ପୋଲିସ ବାବୁ ମାନେ ଆସି ସୁର ଙ୍କୁ ବହୁତ ଅନୁରୋଧ କରିଲେ କିନ୍ତୁ ସେ ଆଉ ଭିତରକୁ ଖେଳ ଦେଖିବାକୁ ଗଲେ ନାହିଁ । କାରଣ ସେ ହେଉଛନ୍ତି ଫୁଟବଲ ଖେଳ ପ୍ରେମୀ ।

ଏହାକୁ ନେଇ ସୁର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କହିଛନ୍ତି ଯେ ତୁମେ ଆସି ରଜା ଙ୍କ ଭଳି ଭିତରକୁ ଯିବ କିନ୍ତୁ ଆମକୁ ପାସ ଦେଇଛ ଏବଂ ପାସ ଦେଖି ସବୁ ଫେରାଇ ଦେବେ, ଏହା ହେଉଛି ଘୋର ଲଜ୍ୟା । ତେବେ ଏହିଭଳି ଘୋର ଅପମାନ ସୁର ରାଉତରାୟ ଙ୍କ ସହିତ ହୋଇଛି ବୋଲି ସେ କହିଛନ୍ତି । ଏହା ସହିତ ସେ ଏହା ମଧ୍ୟ କହିଛନ୍ତି ଯେ ଏଭଳି ଅପମାନ ଓଡିଶାରେ ପୁଣି ଜଣେ ଫରେନର କରିଲା ଆମ ମାଟିରେ ତାହା ପୁଣି ଆମ ସହିତ ଏହା ଅତ୍ୟନ୍ତ ନିନ୍ଦନୀୟ ଅଟେ ।

ଯଦି ଭିତରକୁ ପ୍ରବେଶ ନିଷେଧ ଥିଲା ତେବେ ପାସ ଦେବାର ଅର୍ଥ କ’ଣ ? ଏହିଭଳି ଅପମାନ କରିବା ର ଥିଲେ ଦେଉଥିଲେ କାହିଁକି ପାସ । ପୂର୍ବରୁ ହିଁ ପାସ ବ୍ୟବସ୍ଥା କରି ନଥାନ୍ତେ । ଏହିଭଳି ରାଗିଜାଇ କିଛି ବିଶେଷ କଥା କହିଛନ୍ତି ସୁର ରାଉତରାୟ । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *