ଦିନ ଗଡୁଛି ଫଟୋ ବଢୁଛି…ଦେଖନ୍ତୁ Video

ବନ୍ଧୁଗଣ, ସୂଚନା ଅନୁଯାୟୀ ଆଉ ଏକ ଫଟୋ ବର୍ତ୍ତମାନ ସାମ୍ନା କୁ ଆସିଛି । ଏଥିରେ ବ୍ଳାକମେଲ କୁଇନ ଅର୍ଚ୍ଚନା ନାଗ ଏବଂ ତାଙ୍କ ସ୍ଵାମୀ ଜଗବନ୍ଧୁ ଚାନ୍ଦ ରହିଛନ୍ତି ଏମାନଙ୍କ ସହିତ ଅଛନ୍ତି କଳାହାଣ୍ଡି ର ଦୁଇଜଣ ନେତା । ଯୁବ ବିଜେଡି ସଭାପତି ଆଦିତ୍ୟ ନନ୍ଦ, ଏବଂ ପୂର୍ବତ୍ତନ ଯୁବ ବିଜେଡି ର ସଭାପତି ପ୍ରମୋଦ ପଟ୍ଟନାୟକ । ଏମାନେ ଅର୍ଚ୍ଚନା ଏବଂ ଜଗବନ୍ଧୁ ଙ୍କ ସହ ବସି ଡିନର ଖାଉଛନ୍ତି ଅର୍ଚ୍ଚନା ଙ୍କର ଭୁବନେଶ୍ଵର ସ୍ଥିତ ସତ୍ୟବିହାର ଘର ଡାଇନିଙ୍ଗ ରେ ଏକାଠି ବସି ଖାଉଥିବାର ଏହି ଦୃଶ୍ୟ ଦେଖିବାକୁ ମିଳିଛି ।

ଏହି ଦୁଇଜଣ ନେତା ଭୁବନେଶ୍ଵର ଆସିଥିବା ବେଳେ ଅର୍ଚ୍ଚନା ଙ୍କ ଘରକୁ ଯାଇଥିଲେ । ଆଉ ଏକାଠି ବସି ଡିନର ମଧ୍ୟ ଖାଉଛନ୍ତି । ମାତ୍ର ଏହି ଫଟୋ କେବେକାର ତାହା ଆଦୌ ଜଣାନାହିଁ । ଏହି ଫଟୋଟି ଭା-ଇ-ରା-ଲ ହେବା ପରେ ଦୁଇ ନେତାଙ୍କର କୌଣସି ପ୍ରତିକ୍ରିୟା ମଧ୍ୟ ମିଳିନାହିଁ । ତେବେ ଏହିଭଳି ଅନେକ ଫଟୋ ପୂର୍ବରୁ ସାମ୍ନା କୁ ଆସୁଥିଲା, ବହୁ ବଡ ବଡ ନେତା ଙ୍କ ସହିତ ଏମାନଙ୍କ ସମ୍ପର୍କ ରହିଛି ଏବଂ ଏହାରି ଭିତରେ ସବୁଠାରୁ ବଡ ପ୍ରଶ୍ନ ଉଠୁଛି ଯେ ହେତୁ କୌଣସି ରାଜନୈତିକ ପତିପତିହାର ଏମାନଙ୍କର ଥିଲା କି ?

କାରଣ ବହୁ ବଡ ବଡ ରାଜନେତା ଙ୍କ ସହିତ ଏମାନଙ୍କ ର ସମ୍ପର୍କ ରହିଥିଲା ବୋଲି ଏକ ବଡ ପ୍ରଶ୍ନ ସାମ୍ନା କୁ ଆସୁଛି । ଗତ ଦୁଇ ଦିନ ହେବ ସୋ-ସି-ଆ-ଲ ମି-ଡି-ଆ ରେ ଏହି ଫଟୋଟି ଘୁରି ବୁଲୁଛି । ଏବଂ ସାଶକ ଦଳ ସହିତ ସିଧାସଳଖ ସମ୍ପର୍କ ଥିଲା ବୋଲି କଥା ଉଠିଛି, ଯେତେବେଳେ ପ୍ରତିକ୍ରିୟା ମିଳିପାରିନଥିଲା ।

ମାତ୍ର ବର୍ତ୍ତମାନ ଗୋଟିଏ ପ୍ରତିକ୍ରିୟା ମିଳିଛି ଯେ ଆଦିତ୍ୟ ନନ୍ଦ ଙ୍କର । ସେ କହିବ କଥା ଏହା ଦୁଇ ବର୍ଷ ତଳର କଥା ଏବଂ ସେ ଅର୍ଚ୍ଚନା ଙ୍କୁ ଚିହ୍ନି ନଥିଲେ ମାତ୍ର ପ୍ରମୋଦ ପଟ୍ଟନାୟକ ଚିହ୍ନିଥିଲେ, ତେବେ ତାଙ୍କ ସହିତ ସେ କଥା ହୋଇଥିଲେ ଏବଂ ତାଙ୍କ ନିମନ୍ତ୍ରଣରେ ସେ ତାଙ୍କ ସହିତ ଯାଇଥିଲେ ।

ଏହିଭଳି କଥା ଗୋଟେ ପରୋକ୍ଷରେ ମିଳିଛି । ଏହି ଫଟୋ କୁ ନେଇ କଳାହାଣ୍ଡି ରେ ବିଭିନ୍ନ ବିଭାଗ ରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ବର୍ତ୍ତମାନ ତଦନ୍ତ ଦାବି ହେଲାଣି ଯେ ଅର୍ଚ୍ଚନା ଙ୍କର ଆଉ କେଉଁ କେଉଁ ରାଜନେତା ସହିତ ଲିଙ୍କ ରହିଛି । ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *