Interesting Gk Questions – କେଉଁ ଜୀବ ତାର ଛୁଆକୁ ଦେଖିବା ଆଗରୁ ମରି ଯାଇଥାଏ ?

ସାଙ୍ଗମାନେ ଆପଣମାନଙ୍କୁ ଆମ ଲେଖାକୁ ସ୍ଵାଗତ । ଆପଣ କେତେକ ଏମିତି ପ୍ରଶ୍ନ ଶୁଣିଥିବେ ଯାହାକୁ ଶୁଣିବା ପାଇଁ ସରଳ ଲାଗିଥାଏ କିନ୍ତୁ ତାହାର ଉତ୍ତର ଦେବା ଗୋଟେ ତରଫରୁ କଠିନ ହୋଇ ଯାଇଥାଏ । ଆଜି ଆମେ କଥା ହେବା କିଛି ଆହୁରି ନୂଆ ପ୍ରଶ୍ନର ଉତ୍ତର ଯାହା IAS ଇଣ୍ଟର୍ଭିଉରେ ପଚରା ଯାଉଛି । ଏହି ପ୍ରଶ୍ନ ଆପଣଙ୍କ ବୁଦ୍ଧିକୁ ପରୀକ୍ଷା କରିଥାଏ । ଯଦି ଆପଣ ନିଜ ବୁଦ୍ଧିକୁ ପରୀକ୍ଷା କରିବାକୁ ଚାହାନ୍ତି ତେବେ ଆପଣ ଆମକୁ ଏହି ପ୍ରଶ୍ନର ଉତ୍ତର କମେଣ୍ଟ ମାଧ୍ୟମରେ ଦେଇ ପାରିବେ । ତେବେ ଚାଳନ୍ତୁ ଆରମ୍ଭ କରିବା ପ୍ରଶ୍ନ ଓ ଉତ୍ତର ର ଏହି ଖେଳ ।

ପ୍ରଶ୍ନ – ୧ କେଉଁ ଜିନିଷ କୁ ପିଇଲେ ସକାଳୁ ସକାଳୁ ସତେଜ ଲାଗେ ?

ଉତ୍ତର – ଚା ‘ ଓ କଫି ପିଇଲେ ଆମ କୁ ସତେଜ ଲାଗିଥାଏ ।

ପ୍ରଶ୍ନ – ୨

ମହାତ୍ମା ଗାନ୍ଧୀଙ୍କର ପୁରା ନାମ କଣ ଅଟେ ?

ଉତ୍ତର- ମୋହନ ଦାସ କରମ ଚାନ୍ଦ ଗାନ୍ଧୀ

ପ୍ରଶ୍ନ – ୩

ବିଶ୍ଵ ସଂସ୍କୃତି ଦିବସ 2020 ରେ କେଉଁ ତାରିଖ ରେ ପାଳନ କରାଯାଇଥିଲା ?

ଉତ୍ତର: August 3

ପ୍ରଶ୍ନ – ୪

ଦାନ୍ତର ରଙ୍ଗ ଧଳା କଣ ପାଇଁ ହୋଇଥାଏ ।

ଉତ୍ତର – ଦାନ୍ତରେ କ୍ୟାଲସିୟମ ଥାଏ ଓ ଏହି କାରଣ ପାଇଁ ଦାନ୍ତର ରଙ୍ଗ ଧଳା ଅଟେ ।

ପ୍ରଶ୍ନ – ୫

ମନୁଷ୍ୟ ମସ୍ତିକର ଓଜନ କେତେ ଅଟେ ?

ଉତ୍ତର – ଏହାର ଉତ୍ତର ହେଉଛି: 1350 ଗ୍ରାମ

ପ୍ରଶ୍ନ – ୬

ଦୁନିଆର ସବୁଠାରୁ ଛୋଟ ପକ୍ଷୀର ନାମ କଣ ?

ଉତ୍ତର- ହମିଙ୍ଗବାର୍ଡ

ପ୍ରଶ୍ନ – ୭

ଚାଇନା ର ଲୋକମାନେ କାହିଁକି ପାକିସ୍ତାନ ର ଲୋକମାନ ଙ୍କ ଠାରୁ ଅଧିକ ଖାଆନ୍ତି ?

ଉତ୍ତର: ଚାଇନା ର ଲୋକ ସଂଖ୍ୟା ଅଧିକ ଥିବାରୁ ।

ପ୍ରଶ୍ନ – ୮

କେଉଁ କାରଣରୁ କ୍ଷୀର ଛିଣ୍ଡି ଯାଇଥାଏ?

ଉତ୍ତର:- ଜୀବାଣୁ ପାଇଁ କ୍ଷୀର ଛିଣ୍ଡି ଯାଇଥାଏ ।

ପ୍ରଶ୍ନ – ୯

ଭାରତରେ ପ୍ରଥମେ କେବେ I A S ପରୀକ୍ଷା ହୋଇଥିଲା ?

ଏହାର ଉତ୍ତର ହେଉଛି: 1950 ମସିହାରେ

ପ୍ରଶ୍ନ – ୧୦

ଡିଜେଲକୁ ହିନ୍ଦୀରେ କଣ କୁହାଯାଏ ?

ଉତ୍ତର- ସମ୍ପିଡିତ ତେଲ

ପ୍ରଶ୍ନ – ୧୧

କେଉଁ ପଶୁ ଗଛ ଠାରୁ ଅଧିକ ଉଚ୍ଚ ଡେଇଁ ପାରେ?

ଉତ୍ତର: ସମସ୍ତ ପଶୁ (କାରଣ ଗଛ ଆଦୌ ଡେଇଁ ପାରେ ନାହିଁ )

ପ୍ରଶ୍ନ – ୧୨

କେଉଁ ପକ୍ଷୀ ନିଜ କାନ ଦ୍ଵାରା ଦେଖୁଥାଏ?

ଉତ୍ତର:- ବାଦୁଡି ନିଜ କାନ ଦ୍ଵାରା ଦେଖେ ।

ପ୍ରଶ୍ନ – ୧୩

ଭାରତର କେଉଁ ରାଜ୍ୟରେ ଲୋକମାନେ ସାପର ତେଲରେ ଖାଦ୍ୟ ତିଆରି କରନ୍ତି ?

ଉତ୍ତର- ସିକ୍କିମ ରାଜ୍ୟର ମେରା ଗାଁର ଲୋକମାନେ ସାପର ତେଲରେ ଖାଦ୍ୟ ତିଆରି କରିଥାନ୍ତି ।

ପ୍ରଶ୍ନ – ୧୪

ରସଗୋଲାକୁ ଇଂରାଜୀରେ କଣ କୁହନ୍ତି ।

ଉତ୍ତର – Syrup Balls

ପ୍ରଶ୍ନ – ୧୫

କେଉଁ ଜୀବ ତା’ର ଛୁଆକୁ ଦେଖିବା ଆଗରୁ ମରି ଯାଇଥାଏ ?

ଉତ୍ତର – ପ୍ରଜାପତି

ଆପଣଙ୍କୁ ଆମର ଏହି ପୋସ୍ଟ ଟି କିପରି ଲାଗିଲା ଆମକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ଓ ଆଗକୁ ଏପରି କିଛି ଜ୍ଞାନ ବର୍ଦ୍ଧକ ପୋସ୍ଟ ପଢିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *