15 Interesting Gk Questions- କେଉଁ ଜୀବ ପାଟିରେ ଚାଲେ ? କେବଳ ବୁଦ୍ଧିମାନ ହିଁ ଉତ୍ତର କହି ପାରିବେ…

ବନ୍ଧୁଗଣ ଆମେ ମାନେ ପିଲା ଦିନରୁ ଜ୍ଞାନ ଆହରଣ କରିଥାଉ । ବନ୍ଧୁଗଣ ଏକ ସୁଖମୟ ଜୀବନ ବଞ୍ଚିବା ପାଇଁ ଜ୍ଞାନର ବହୁତ ଆବଶ୍ୟକତା ରହିଥାଏ । ଯଦି ଆପଣ ଜ୍ଞାନୀ ହୋଇଥିବେ ତା ହେଲେ ଆପଣ ସମସ୍ତ କ୍ଷେତ୍ରରେ ସଫଳତା ପାଇବେ । ବର୍ତ୍ତମାନର ସମୟରେ ଅନେକ ଲୋକ ସରକାରୀ ଚାକିରି ପାଇଁ ଆବେଦନ କରୁଛନ୍ତି । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କ ପାଇଁ କିଛି ସାଧାରଣ ଜ୍ଞାନ ନେଇ ଆସିଛୁ ଯାହା ଆପଣଙ୍କ ଚାକିରି କ୍ଷେତ୍ରରେ ଆପଣଙ୍କୁ ଅନେକ ସହାୟତା କରିବ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ସାଧାରଣ ଜ୍ଞାନ ବିଷୟରେ ।


୧. କେଉଁ ପକ୍ଷୀ ଅଣ୍ଡା ଦିଏ ହେଲେ ଛୁଆ ଫୁଟାଏ ନାହିଁ ?

ଉତ୍ତର- କୋଇଲି ଅଣ୍ଡା ଦିଏ ହେଲେ ଛୁଆ ଫୁଟାଏ ନାହିଁ ।

୨. କେଉଁ ଜୀବର ୪ଟି ପାକସ୍ଥଳୀ ଥାଏ ?

ଉତ୍ତର- ଗାଈର ୪ଟି ପାକସ୍ଥଳୀ ଥାଏ ।

୩. କେଉଁ ଜୀବ ୩ ବର୍ଷ ଯାଏଁ ଶୋଇଥାଏ ?

ଉତ୍ତର- ଗେଣ୍ଡା ୩ ବର୍ଷ ଯାଏଁ ଶୋଇଥାଏ ।

୪. କେଉଁ ଜୀବ ଛିଡା ହୋଇ ଶୋଇଥାଏ ?

ଉତ୍ତର- ଘୋଡା ଛିଡା ହୋଇ ଶୋଇଥାଏ ।

୫. କେଉଁ ଜୀବ ଶୁଏ ନାହିଁ ?

ଉତ୍ତର- ପିମ୍ପୁଡି କେବେବି ଶୋଇ ନଥାଏ ।

୬. କେଉଁ ଜୀବ ୧୦୦ଟି ଶବ୍ଦ କରିଥାଏ ?

ଉତ୍ତର- ବିରାଡି ବା ବିଲେଇ ୧୦୦ଟି ଶବ୍ଦ କରିପାରେ ।

୭. କେଉଁ ଜୀବ ପାଟିରେ ଚାଲେ ?

ଉତ୍ତର- ଗେଣ୍ଡା ସବୁବେଳେ ନିଜ ପାଟିରେ ଚାଲି ଥାଏ ।

୮. କେଉଁ ଜୀବର ରକ୍ତ ନୀଳ ଅଟେ ?

ଉତ୍ତର- ଝିଣ୍ଟିକାର ରକ୍ତ ନୀଳ ଅଟେ ।

୯. ବିଶ୍ଵରେ କେଉଁ ଦେଶରେ ଦୁଇ ମୁଣ୍ଡିଆ କଇଁଛ ଦେଖା ଯାନ୍ତି ?

ଉତ୍ତର-  ବିଶ୍ଵରେ ଆମେରିକା ଦେଶରେ ଦୁଇ ମୁଣ୍ଡିଆ କଇଁଛ ଦେଖା ଯାନ୍ତି ।

୧୦. କେଉଁ ଦେଶରେ ସ୍ତ୍ରୀ ଲୋକ ମାନଙ୍କର ନିଶ ଓ ଦାଢି ଉଠିଥାଏ ?

ଉତ୍ତର- ଇଥ୍ ଓପିଆ ଦେଶରେ ସ୍ତ୍ରୀ ଲୋକ ମାନଙ୍କର ନିଶ ଓ ଦାଢି ଉଠିଥାଏ ।

୧୧. ବିଶ୍ଵରେ କେଉଁ ଦେଶରେ ଦୁଇ ମୁଣ୍ଡିଆ ବିରାଡି ଦେଖାଯାନ୍ତି ?

ଉତ୍ତର- ବିଶ୍ଵରେ ଟେକ୍ସାସରେ ଦୁଇ ମୁଣ୍ଡିଆ ବିରାଡି ଦେଖାଯାନ୍ତି ।

୧୨. କେଉଁ ଗଛ ମଣିଷ ଭଳି ଦେଖିବାକୁ କିନ୍ତୁ ତାକୁ ହାଣି ଦେଲେ ସେ ଛୋଟ ପିଲାଙ୍କ ଭଳି କାନ୍ଦେ ?

ଉତ୍ତର- ରେଡହ୍ଵିଲ ଗଛ ମଣିଷ ଭଳି ଦେଖିବାକୁ କିନ୍ତୁ ତାକୁ ହାଣି ଦେଲେ ସେ ଛୋଟ ପିଲାଙ୍କ ଭଳି କାନ୍ଦେ ।

୧୩. କାହାର ଗତି ସବୁଠାରୁ ଅଧିକ ?

ଉତ୍ତର- ମନ ଗତି ସବୁଠାରୁ ଅଧିକ ।

୧୪. କେଉଁ ଦେଶରେ ପାଞ୍ଚଟି ଦେଖାଯାଏ ?

ଉତ୍ତର- ଚୀନର ସିଗ୍ନାଇମୁରରେ ଦେଶରେ ପାଞ୍ଚଟି ଦେଖାଯାଏ ।

୧୫. କେଉଁ ସ୍ତ୍ରୀ ଲୋକ ୯ ବର୍ଷରେ ମା’ ହୋଇଥିଲେ ?

ଉତ୍ତର- କଲମ୍ବିଆର ଆତୁନାଡୁ ଆଗା ମାତ୍ର ୯ ବର୍ଷରେ ମା ହୋଇଥିଲେ ।

Leave a Reply

Your email address will not be published. Required fields are marked *