Interesting Gk Questions- କେଉଁ ଗଛକୁ ଓପାଡି ଦେଲେ ତାହା ଛୁଆ ଙ୍କ ପରି କାନ୍ଦିଥାଏ ?

ନମସ୍କାର ବନ୍ଧୁଗଣ, ବନ୍ଧୁଗଣ ସାଧାରଣ ଜ୍ଞାନ ଆମ ଜୀବନରେ ବହୁତ ଆବଶ୍ୟକ ହୋଇଥାଏ।ନିଜ ଆଖପାଖ,ରାଜ୍ୟ,ଦେଶ ଓ ସମଗ୍ର ବିଶ୍ୱର ପ୍ରତ୍ୟେକ ଖବର ଜାଣିବା ବହୁତ ଆବଶ୍ୟକ ହୋଇଥାଏ।ଏହା ବହୁତ ପରୀକ୍ଷା ଏବଂ ଇଣ୍ଟରଭ୍ୟୁ ରେ ପଚାରାଯାଇଥାଏ।ବିଭିନ୍ନ ଚାକିରୀ କ୍ଷେତ୍ରରେ ମଧ୍ୟ ସାଧାରଣ ଜ୍ଞାନ ମୁଖ୍ୟ ହୋଇଥାଏ।ସାଧାରଣ ଜ୍ଞାନ ପଢିବା ଦ୍ୱାରା ଆପଣ ନିଜ ଦେଶ ଓ ବିଦେଶର ସମସ୍ତ ବିଷୟ ସମ୍ପର୍କରେ ଅବଗତ ହୋଇପାରିବେ।ଆଜି ଆମେ ଆପଣଙ୍କୁ ସେହିଭଳି କିଛି ମଜାଳିଆ ସାଧାରଣ ଜ୍ଞାନ ର ପ୍ରଶ୍ନ ସହିତ ଉତ୍ତର ଜଣେଇବୁ ଯାହା ଭବିଷ୍ୟତ ରେ ଆପଣଙ୍କର ବହୁତ କାମରେ ଆସିବ।ତେବେ ଆସନ୍ତୁ ବନ୍ଧୁଗଣ ଏପରି କିଛି ପ୍ରଶ୍ନ ଉତ୍ତର ସମ୍ପର୍କରେ ଆଲୋଚନା କରିବା।

୧. ମହିଳା ମାନଙ୍କ ଶାଢ଼ୀର ଲମ୍ବାଇ କେତେ ହୋଇଥାଏ?
ଉତ୍ତର- ୪ ରୁ ୫ ମିଟର।

 

୨. କଣ ସାଇକେଲ ଚଲାଇବା ଦ୍ଵାରା ଉଚ୍ଚତା ବଢ଼ିଥାଏ?
ଉତ୍ତର- ହଁ ।

୩. ଭାରତ ରେ କେତୋଟି ଟ୍ରକ ହାଇୱେ ଉପରେ ଚାଲିଥାଏ?
ଉତ୍ତର- ୮୭ ଲକ୍ଷ ରୁ ଅଧିକ।

୪. ଜଣେ କନ୍ୟା ବିବାହ ସମୟରେ ଲାଲ ରଙ୍ଗ ର ବସ୍ତ୍ର କାହିଁକି ପିନ୍ଧିଥାଏ?
ଉତ୍ତର- କାରଣ ଏହା ଶୁଭ ର ପ୍ରତୀକ ଅଟେ।

୫. ହାଇୱେ ଜାହାଜ ରେ ୱେଟର କଣ ନିଜର ଓଜନ ବଢ଼ାଇ ପାରିବେ?
ଉତ୍ତର-କଦାପି ନୁହେଁ ।

୬. କଣ ଆମେରିକା ରେ ମହିଳା ରାଷ୍ଟ୍ରପତି ହୋଇପାରିବେ?
ଉତ୍ତର- ନାହିଁ ।

୭. ମୁଷା ଗୋଟିଏ ବର୍ଷ ରେ କେତୋଟି ଛୁଆ ଜନ୍ମ କରି ପାରିବ?
ଉତ୍ତର- ୧୦୦୦ ।

୮. ପାକିସ୍ତାନ ର ବ୍ୟକ୍ତି କେଉଁ ଦେଶକୁ ଯାଇ ପାରିବେ ନାହିଁ?
ଉତ୍ତର- ଇଜରାଇଲ।

୯. ଜଣେ ମନୁଷ୍ୟ ନିଜର ସମ୍ପୂର୍ଣ୍ଣ ଜୀବନ ରେ କେତେ ଲିଟର ପାଣି ପିଇ ପାରିବ?
ଉତ୍ତର- ୬୦୫୬୬ ଲିଟର।

୧୦. ଭୂଗୋଳ ର ଜନକ କାହାକୁ କୁହାଯାଏ?
ଉତ୍ତର- ଏର୍ଥଓଥନିଜ।

୧୧. କେଉଁ ଦେଶରେ ଇଣ୍ଟରନେଟ ର ବ୍ୟବହାର ଅପରାଧ ହୋଇଥାଏ?
ଉତ୍ତର- ବର୍ମା।

୧୨. ଦୁନିଆ ର ସବୁଠାରୁ ସୁନ୍ଦର ଦେଶ କେଉଁ ଦେଶ ଅଟେ?
ଉତ୍ତର- ସିଙ୍ଗାପୁର।

୧୩. କେଉଁ ଦେଶରେ ନିଜ ଛୁଆ ର ନାଁ ରଖି ପାରନ୍ତି ନାହିଁ?
ଉତ୍ତର- ଡେନମାର୍କ।

୧୪. ଗୋଟିଏ ମୁଷା ର ହୃଦୟ ଏକ ମିନିଟ କୁ କେତେ ଥର ଧକଧକ କରିଥାଏ?
ଉତ୍ତର- ୬୩୨ ଥର।

୧୫. ଏହି ସଂସାର ରେ ସମୁଦାୟ କେତେ ପକ୍ଷୀ ଅଛନ୍ତି?
ଉତ୍ତର- ଏକ ଖର୍ବ ପକ୍ଷୀ ।

୧୬. କେଉଁ ଦେଶରେ ମହିଳା ମାନେ ବିନା ବୁରଖା ରେ ବାହାରକୁ ଯାଇ ପରି ନଥାନ୍ତି?
ଉତ୍ତର- ସାଉଦି ଆରବିଆ।

୧୭. କଙ୍ଗାରୁ କେଉଁ ଦେଶରେ ସବୁଠାରୁ ଅଧିକ ଦେଖିବାକୁ ମିଳିଥାଏ?
ଉତ୍ତର- ଅଷ୍ଟ୍ରେଲିଆ।

୧୮. ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା କେବେ ଆରମ୍ଭ ହୋଇଥିଲା?
ଉତ୍ତର- ୯ ମଇ ୨୦୧୫ ।

୧୯. ଫାଶୀ ର ଦଣ୍ଡ କେତେବେଳେ ଦିଆ ଯାଇଥାଏ?
ଉତ୍ତର- ସକାଳ ୪:୩୦ ମିନିଟ ରେ ।

୨୦. ଆମେରିକା ର ରାଷ୍ଟ୍ରୀୟ ଖେଳ କଣ ଅଟେ?
ଉତ୍ତର- ବେସ୍ ବଲ୍।

୨୧. କେବଳ ଗୋଟିଏ ଦିନ ପାଇଁ ଭାରତର ରାଜଧାନୀ କେଉଁ ରାଜ୍ୟ ହୋଇଥିଲା?
ଉତ୍ତର- ଇଲ୍ଲାହବାଦ୍।

୨୨. ଦୁନିଆ ରେ ସବୁଠାରୁ ଅଧିକ ସୁରକ୍ଷା କାହାକୁ ମିଳିଥାଏ?
ଉତ୍ତର- ଆମେରିକା ର ରାଷ୍ଟ୍ରପତି।

୨୩. ଇନ୍ଦ୍ରଧନୁ ରେ କେଉଁ ରଙ୍ଗ ମଝିରେ ରହିଥାଏ?
ଉତ୍ତର- ସବୁଜ ରଙ୍ଗ।

୨୪. ଅମର ସହୀଦ ଚନ୍ଦ୍ରଶେଖର ଆଜାଦ ଙ୍କ ଜନ୍ମ ସ୍ଥାନ କେଉଁଠାରେ?
ଉତ୍ତର- ମଧ୍ୟପ୍ରଦେଶ ର ଭାଁବ୍ରା ଗାଁ ।

୨୫. ଏଭଳି କେଉଁ ସ୍ଥାନ ଅଛି ଯେଉଁଠାରେ ୧୦୫ ଜଣ ବ୍ୟକ୍ତି ଯାଆନ୍ତି କିନ୍ତୁ ୧୦୯ ଜଣ ବ୍ୟକ୍ତି ଫେରନ୍ତି?
ଉତ୍ତର- ବିବାହ ରୁ।

୨୬. କେଉଁ ଗଛକୁ ଓପାଡି ଦେଲେ ତାହା ଛୁଆ ଙ୍କ ପରି କାନ୍ଦିଥାଏ ?
ଉତ୍ତର – ମେଣ୍ଡୁକ ଗଛ

ଆପଣମାନଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଲାଇକ ଓ ଶେୟାର କରନ୍ତୁ ଓ ନୀତିଦିନ ଏହିଭଳି ସୁନ୍ଦର ସୁନ୍ଦର ଜ୍ଞାନ ବର୍ଦ୍ଧକ ପୋସ୍ଟ ପଢିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲନ୍ତୁ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *