ଦିନେ ଦୁଇ ବେଳା ଦୁଇ ମୁଠା ଖାଇବାକୁ ପାଉନଥିଲେ ଏହି ସବୁ ଷ୍ଟାର, ଆଜି ଅଟନ୍ତି Bollywood ର ସୁପର ଷ୍ଟାର, 3 ନମ୍ବର ତ ଅଟନ୍ତି ଦେଶର ସବୁଠୁ ବଡ ଷ୍ଟାର

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ବଲିଉଡ ଇଣ୍ଡଷ୍ଟ୍ରୀ ର ଏଭଳି କିଛି ଲୋକପ୍ରିୟ ଅଭିନେତା ମାନଙ୍କ ସମ୍ବନ୍ଧରେ କହିବୁ ଯେଉଁମାନେ ନିଜ ଜୀବନରେ ଦାରିଦ୍ର୍ୟତା ଦେଖିଥିଲେ।ବନ୍ଧୁଗଣ ଦାରିଦ୍ର୍ୟତା ଏକ ଏଭଳି ଜିନିଷ ଯାହାଦ୍ୱାରା ବ୍ୟକ୍ତି ବିଭିନ୍ନ ସମସ୍ୟା ର ସମ୍ମୁଖୀନ ହୋଇଥାଏ। ଯେତେବେଳେ ଆମେ ଜଣେ ବଡ଼ ସୀତାରା ଙ୍କୁ ଦେଖିଥାଉ ଆମେ ଭାବିଥାଉ ସେମାନଙ୍କ ଜୀବନ ବହୁତ ଭଲ ଏବଂ ସେମାନେ କେବେବି କୌଣସି ଅସୁବିଧା ର ସମ୍ମୁଖୀନ ହେଉ ନଥିବେ।

କିନ୍ତୁ ବନ୍ଧୁଗଣ କଣ ଆପଣ ମାନେ ଜଣିଛନ୍ତି ବଲିଉଡ ଇଣ୍ଡଷ୍ଟ୍ରୀ ର ଏହି ବଡ଼ କଳାକାର ବହୁତ ପାଖରୁ ଦାରିଦ୍ର୍ୟତା ର ସମ୍ମୁଖୀନ ହୋଇଥିଲେ ଏବଂ ବିଭିନ୍ନ ଅସୁବିଧା ର ସମ୍ନା କରିଥିଲେ।କିଛି କଳାକାର ନିଜ ପେଟ ପୋଷିବା ପାଇଁ କିଛି ବି କରିବାକୁ ପ୍ରସ୍ତୁତ ଥିଲେ ଏବଂ କିଛି କଳାକାର ଦାରିଦ୍ର୍ୟତା ଯୋଗୁଁ ଭୋକ ଉପାସରେ ଦିନ କାଟୁଥିଲେ। ତେବେ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ବଲିଉଡ ଇଣ୍ଡଷ୍ଟ୍ରୀ ସେହି ଲୋକପ୍ରିୟ ଅଭିନେତା ମାନଙ୍କ ସମ୍ବନ୍ଧରେ କହିବୁ ଯେଉଁମାନେ ଦାରିଦ୍ର୍ୟତା ର ଶିକାର ହୋଇଥିଲେ। ତେବେ ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତ୍ରୁତ ରୂପରେ ଜାଣିବା।

୧. ବନ୍ଧୁଗଣ ପ୍ରଥମ ଅଭିନେତା ଜଣକ ହେଉଛନ୍ତି, ‘ଜନି ଲିବର’। ବଲିଉଡ ଇଣ୍ଡଷ୍ଟ୍ରୀ ର ପ୍ରସିଦ୍ଧ କମେଡ଼ିଆନ ଜନି ଲିବର ନିଜ ଜୀବନରେ ବହୁତ ସମସ୍ୟା ର ସମୁଖୀନ୍ନ ହୋଇଛନ୍ତି ଏବଂ ପଇସାର ଅଭାବ ଦେଖିଛନ୍ତି। ଏହି ଅଭିନେତା ଜଣକ ପଇସାର ଅଭାବ ହେତୁ ମାତ୍ର ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢିଥିଲେ ଏବଂ ନିଜର ଖର୍ଚ୍ଚ ଉଠାଇବା ନିମନ୍ତେ ଏହି ଅଭିନେତା ରୋଡ଼ରେ ପେପର ବିକିବାର କାମ ମଧ୍ୟ କରିଥିଲେ।

ବର୍ତ୍ତମାନ ଅଭିନେତା ଜନି ଲିବର ନିଜର କଠିନ ପରିଶ୍ରମ ବଳରେ ନିଜ ଜୀବନରେ ସବୁକିଛି ପାଇ ସାରିଛନ୍ତି। କୌଣସି ସମୟରେ ପଇସାର ଅଭାବ ଦେଖୁଥିବା ଜନି ବର୍ତ୍ତମାନ ପଇସା ସହ ଖେଳୁଛନ୍ତି। ଏହି କାରଣ ରୁ କୁହାଯାଇ ପାରିବ ଯେ, ଭାଗ୍ୟ ଏବଂ ନିଜ ପରିଶ୍ରମ ବଳରେ ମନୁଷ୍ୟ ସବୁକିଛି ହାସଲ କରିପାରିବ।

୨. ବନ୍ଧୁଗଣ ଦ୍ଵିତୀୟ ଅଭିନେତା ଜଣକ ହେଉଛନ୍ତି, ‘ମିଥୁନ ଚକ୍ରବର୍ତ୍ତୀ’। ବଲିଉଡ ଇଣ୍ଡଷ୍ଟ୍ରୀ ର ସୁପରଷ୍ଟାର ମିଥୁନ ଚକ୍ରବର୍ତ୍ତୀ ନିଜ ଜୀବନରେ ବହୁତ ଅଭାବ ଅନଟନ ଦେଖିଛନ୍ତି। ଏହି ଅଭିନେତା ଆକ୍ଟିଂ ର କୋଚିଂ ନେବା ପରେ ମଧ୍ୟ ତାଙ୍କୁ କାମ ମିଳିନଥିଲା ଏବଂ ତାଙ୍କ ପାଖରେ ସବୁ ପଇସା ସରିଯାଇଥିଲା। ଏହି ଅଭିନେତା ଖାଇବା ପାଇଁ ମଧ୍ୟ ପଇସା ପାଉ ନଥିଲେ ଏବଂ ଖାଇବା ନିମନ୍ତେ ଅନ୍ୟ ଙ୍କ ଆଗରେ ଏହି ଅଭିନେତା ଙ୍କୁ ହାତ ପତେଇବାକୁ ପଡ଼ିଥିଲା। ବର୍ତ୍ତମାନ ଅଭିନେତା ମିଥୁନ ଚକ୍ରବର୍ତ୍ତୀ ନିଜ ପରିଶ୍ରମ ବଳରେ କୋଟିପତି ହୋଇଛନ୍ତି ଏବଂ ବର୍ତ୍ତମାନ ମିଥୁନ ଅଜସ୍ର ସମ୍ପତ୍ତି ର ଅଧିକାରୀ ଅଟନ୍ତି।

୩- ଚତୁର୍ଥ କଳାକାର ଙ୍କ ନାମ ହେଲା ସଂଜୟ ମିଶ୍ରା। ସଂଜୟ ମିଶ୍ରା ବଲିଉଡ ର ଜଣେ ଲୋକ ପ୍ରିୟ ଓ ପ୍ରସିଦ୍ଧ ହାସ୍ୟାଭିନେତା ସେ ନିଜର ନିଆରା ଅଭିନୟ ରେ ସମସ୍ତଙ୍କ ହୃଦୟ କୁ ଜିତି ପାରିଛନ୍ତି। କିନ୍ତୁ ଏ ମଧ୍ୟ ନିଜ ବାଲ୍ୟକାଳ ରେ ବହୁତ ଅଭାବ ଅନଟନ ଦେଖିଛନ୍ତି । ନିଜ ପେଟ ପୋଷିବା ପାଇଁ ହୋଟେଲ ରେ ବାସନ ମାଜିଛନ୍ତି। ଏବଂ ଅନେକ ଅସୁବିଧା ର ସମ୍ମୁଖୀନ ହୋଇ ଛନ୍ତି।

୪. ବନ୍ଧୁଗଣ ତୃତୀୟ ଅଭିନେତା ଜଣକ ହେଉଛନ୍ତି, ‘ରଜନୀ କାନ୍ତ’। ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରୀ ର ସୁପରଷ୍ଟାର ରଜନୀ କାନ୍ତ ବର୍ତ୍ତମାନ ରାଜନୀତି ରେ ଅବତରଣ କରିଛନ୍ତି। ବନ୍ଧୁଗଣ କଣ ଆପଣ ମାନେ ଜଣିଛନ୍ତି ଯେ, ବର୍ତ୍ତମାନ କୋଟି କୋଟି ସମ୍ପତ୍ତି ର ଅଧିକାରୀ ଥିବା ଏହି ଅଭିନେତା ଆଗରୁ ନିଜ ପେଟ ପୋଷିବା ନିମନ୍ତେ କଣ କରୁଥିଲେ? ବନ୍ଧୁଗଣ ଏହି ଅଭିନେତା ଜଣକ ନିଜ ପେଟ ପୋଷିବା ପାଇଁ ଏବଂ ଘର ଖର୍ଚ୍ଚ ଚଳାଇବା ନିମନ୍ତେ ବସ୍ ରେ କଣ୍ଡକ୍ଟର ର କାମ କରୁଥିଲେ। ବର୍ତ୍ତମାନ ସେ ନିଜ ପରିଶ୍ରମ ବଳରେ ନିଜ ଜୀବନ ର ଉର୍ଦ୍ଧ୍ବ ସ୍ଥାନରେ ଆସି ପହଂଚି ପାରିଛନ୍ତି।

ଆପଣ ମାନଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଲାଇକ ଓ ସାଙ୍ଗମାନଙ୍କ ସହ ଶେୟାର କରିବେ ଓ ବଲିଉଡ ବିଷୟରେ ଅଧିକ ଜାଣିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେନି । ଧନ୍ୟବାଦ

Leave a Reply

Your email address will not be published. Required fields are marked *