Alia Bhatt ନୁହଁନ୍ତି ବରଂ ଏହି Actress ଙ୍କୁ Kareena କରିବାକୁ ଚାହୁଁଥିଲେ ନିଜ ଭାଉଜ, Ranbir ଙ୍କୁ ସାରା ଜୀବନ ରହିବ ପଶ୍ଚାତାପ

ବନ୍ଧୁଗଣ ଆପଣ ମାନେ ସାମସ୍ତେ ଆମ ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ କଳାକାର ମାନଙ୍କୁ ନିଶ୍ଚୟ ଦେଖିଥିବେ । ଏହି କଳାକାର ମାନେ ନିଜ ପର୍ଶନାଲ ଲାଇଫ ଓ ନିଜ ଅଭିନୟ ପାଇଁ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରୁହନ୍ତି । ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ବଲିଉଡ ଅଭିନେତ୍ରୀ କରିନା କପୁରଙ୍କର ଏକ ଇଛା ବିଷୟରେ କହିବାକୁ ଯାଉଛୁ ଯାହା ବିଷୟରେ ବହୁତ କମ ଲୋକ ଜାଣିଛନ୍ତି ।

ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା କରିନାଙ୍କର ଏହି ଇଛା ବିଷୟରେ । ବନ୍ଧୁଗଣ ବଲିଉଡର ସମସ୍ତ କଳାକାର ମାନେ ପରସ୍ପର ସହ ବହୁତ ଭଲ ସମ୍ପର୍କ ରଖିଥାନ୍ତି । କରିନା ମଧ୍ୟ ଏକ ଅଭିନେତ୍ରୀଙ୍କ ସହ ବହୁତ ଭଲ ସମ୍ପର୍କ ରଖିଛନ୍ତି ଓ ସେ ଚାହୁଁଥିଲେ ରଣବିରଙ୍କ ସହ ସେହି ଅଭିନେତ୍ରୀଙ୍କର ବିବାହ ହେଉ ।

ଆପଣ ମାନେ ସମସ୍ତେ ବଲିଉଡ ଅଭିନେତା ରଣବିର କପୁରଙ୍କୁ ନିଶ୍ଚୟ ଦେଖିଥିବେ । କରିନା ନିଜ ଭାଇ ରଣବିରଙ୍କ ପାଇଁ ଏପରି ଏକ ଜୀବନ ସାଥି ବାଛି ଥିଲେ ଯାହାଙ୍କୁ କରିନା ବହୁତ ଅଧିକ ପସନ୍ଦ କରନ୍ତି । ବନ୍ଧୁଗଣ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ, କରିନା ଏମିତି ଏକ ଅଭିନେତ୍ରୀଙ୍କୁ ନିଜ ଭାଉଜ କରିବା ପାଇଁ ଚାହୁଁଛନ୍ତି ଯାହାଙ୍କର ବିବାହ ହୋଇସାରିଛି ।


ବନ୍ଧୁଗଣ ସେହି ଅଭିନେତ୍ରୀଙ୍କର ବିବାହରେ କରିନା ମଧ୍ୟ ଯୋଗ ଦେଇଥିଲେ ହେଲେ ତାଙ୍କ ମନରେ ନିଶ୍ଚୟ ଦୁଃଖ ଥିବ । କାରଣ ସେହି ଅଭିନେତ୍ରୀ ଜଣକ କରିନାଙ୍କର ଭାଉଜ ହୋଇ ପାରିଲେ ନାହିଁ । ବନ୍ଧୁଗଣ ସେହି ଅଭିନେତ୍ରୀ ଓ କରିନା ପରସ୍ପର ସହ ବହୁତ ଭଲ ସମ୍ପର୍କ ରଖିଛନ୍ତି । କରିନା ଚାହୁଁଥିଲେ ତାଙ୍କ ଭାଉଜ ଏପରି ଥିବ ଯାହାଙ୍କ ସହ କରିନାଙ୍କର ବହୁତ ଭଲ ସମ୍ପର୍କ ଥିବ ।

ବନ୍ଧୁଗଣ ଏହି ଅଭିନେତ୍ରୀ ଜଣକ ଆଉ କେହି ନୁହନ୍ତି ସେ ହେଉଛନ୍ତି ସୋନମ କପୁର । ସୋନମ ଓ କରିନା ବହୁତ ଭଲ ସାଙ୍ଗ ଅଟନ୍ତି ।ଏହି ଦୁଇଜଣ ଏକା ସହ ମଧ୍ୟ ବଡ ପରଦାରେ ନଜର ଆସିଛନ୍ତି । କରିନା ଏକ ଇଣ୍ଟର୍ବ୍ୟୁ ମଧ୍ୟରେ ସୋନମଙ୍କୁ ନିଜ ଭାଉଜ ବନେଇବା ପାଇଁ କହିଥିଲେ । ଗୋଟେ ସମୟ ଏପରି ଥିଲା ଯେବେ ରଣବିର ସୋନମଙ୍କୁ ଡେଟ କରୁଥିଲେ । ସେହି ସମୟରେ କରିନା ଏହି ଇଣ୍ଟର୍ବ୍ୟୁ ମାଧ୍ୟମରେ କହିଥିଲେ ।

ହେଲେ ବନ୍ଧୁଗଣ ଏହା ସମ୍ଭବ ହୋଇପାରିଲା ନାହିଁ । କାରଣ ବର୍ତ୍ତମାନ ସୋନମ ନିଜ ବୟଫ୍ରେଣ୍ଡ ଆନନ୍ଦ ଆହୁଜାଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହୋଇସାରିଛନ୍ତି । କେବଳ ଏତିକି ନୁହେଁ ବନ୍ଧୁଗଣ ରଣବିର ମଧ୍ୟ ବଲିଉଡ ଅଭିନେତ୍ରୀ ଆଲିୟା ଭଟ୍ଟଙ୍କ ସହ ଲଭ ରିଲେସନରେ ରହିଛନ୍ତି । ରଣବିର ଓ ଆଲିୟାଙ୍କ ଲଭ ଅଫେୟାରର ଚର୍ଚା ସୋସିଆଲ ମିଡିଆରେ ବହୁତ ଦେଖିବାକୁ ମିଳୁଛି ଓ ଖବର ମିଳିଛି ଏହି ଦୁଇଜଣ ବହୁତ ଶୀଘ୍ର ପରସ୍ପର ସହ ବିବାହ କରିବାକୁ ଯାଉଛନ୍ତି ।

ଆପଣ ମାନଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଲାଇକ ଓ ସାଙ୍ଗମାନଙ୍କ ସହ ଶେୟାର କରିବେ ଓ ବଲିଉଡ ବିଷୟରେ ଅଧିକ ଜାଣିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେନି । ଧନ୍ୟବାଦ

Leave a Reply

Your email address will not be published. Required fields are marked *