26 Interesting Gk Questions- କେଉଁ ଗଛ ତଳେ ସୋଇଲେ ମଣିଷ ମରିପାରେ ? କଣ ଆପଣ ଜାଣିଛନ୍ତି ?

ବନ୍ଧୁଗଣ ନମସ୍କାର, ତେବେ ଆଜି ଆମେ ଓଡ଼ିଆ ର କିଛି ଢଗ ବିଷୟରେ ଆଲୋଚନା କରିବା ଯାହା ଶୁଣିବାକୁ ଏବଂ ତାହାର ଉତ୍ତର ଖୋଜିବାକୁ ଆପଣଙ୍କୁ ବହୁତ ମଜା ଆସିବ।ଏହା ସହ ଆପଣ କିଛି ନୂଆ କଥା ଶିକ୍ଷା ମଧ୍ୟ କରି ପାରିବେ। ତେବେ ଆସନ୍ତୁ ଜାଣିନେବା ସେହି ବିଷୟରେ।

୧;- ନବାବ ଙ୍କ ସହରର ଉପନାମ ରେ କାହାକୁ ଜଣାଯାଏ ?

ଉତ୍ତର;- ଲକ୍ଷ୍ନୌ ।

୨;- ସବୁଠାରୁ ବିଶ୍ଵସ୍ଥ ପଶୁ କିଏ ?

ଉତ୍ତର;- କୁକୁର ।

୩;- ଭାରତରେ ସବୁଠାରୁ ପ୍ରଥମେ ଟାକ୍ସି ସେବା କେଉଁ ସହରରେ ଲାଗୁ ହୋଇଥିଲା ?

ଉତ୍ତର;- ବେଙ୍ଗାଲୁରୁ ରେ ।

୪;- ଭାରତର କେଉଁ ରାଜ୍ୟରେ ୩ ଟି ସନ୍ତାନ ରୁ ଅଧିକ ଜନ୍ମ କରିଲେ ୧୦୦୦୦ ଟଙ୍କା ଜୋରିମାନା ଦେବାକୁ ପଡିଥାଏ ?

ଉତ୍ତର;- କେରଳ ରାଜ୍ୟ ରେ ।

୫;- କେଉଁ ଭିଟାମିନ ଘା’ ଭର୍ତ୍ତି କରିବାରେ ସାହାର୍ଯ୍ୟ କରିଥାଏ ?

ଉତ୍ତର;- ଭିଟାମିନ କେ ।

୬;- ବିଶ୍ଵର ଏଭଳି କେଉଁ ଦେଶ ରହିଅଛି ଯେଉଁଠାରେ ଗୋଟିଏ ମାତ୍ର ନଦୀ ରହିନଥାଏ ?

ଉତ୍ତର;- ସାଉଦି ଆରବରେ ।

୭;- ମାନଚିତ୍ର ରେ ନଦୀ କୁ କେଉଁ ରଙ୍ଗରେ ଦର୍ଶାଯାଇଥାଏ ?

ଉତ୍ତର;- ନୀଳ ରଙ୍ଗ ।

୮;- ସୂର୍ଯ୍ୟ କିରଣରେ କେତୋଟି ରଙ୍ଗ ରହିଥାଏ ?

ଉତ୍ତର;- ୭ ଟି ରଙ୍ଗ ।

୯;- ଷ୍ଟେଚୁ ଅଫ ୟୁନିଟି କେଉଁ ନଦୀ କୂଳରେ ଅବସ୍ଥିତ ?

ଉତ୍ତର;- ନର୍ମଦା ନଦୀ ।

୧୦;- କେଉଁ ଜୀବ ନିଜ ମା’ କୁ କେବେ ଦେଖିନାହିଁ ?

ଉତ୍ତର;- ବିଛା ।

୧୧;- ଭାଙ୍ଗଡା କେଉଁଠିକାର ଲୋକ ନୃତ୍ୟ ଅଟେ ?

ଉତ୍ତର;- ପଞ୍ଜାବ ।

୧୨;- ଆମ ଆଦ୍ମି ପାର୍ଟି ର ସ୍ଥାପନା କେବେ ହୋଇଥିଲା ?

ଉତ୍ତର;- ୨୬, ନଭେମ୍ବର ୨୦୧୨ ରେ ।

୧୩;- ତାହା କେଉଁ ପଶୁ ଅଟେ ଯାହାର ଗୋଲାପି ରଙ୍ଗର ଝାଳ ବାହାରି ଥାଏ ?

ଉତ୍ତର;- ଦରିୟାୟୀ ଘୋଡା ।

୧୪;- କେଉଁ ସ୍ଥାନରେ କୁମ୍ଭ ମେଳା ର ଆୟୋଜନ ହୋଇ ନଥାଏ ?

ଉତ୍ତର;- ବାରାଣସି ରେ ।

୧୫;- ମିଲଖା ସିଂ କୁ ଅନ୍ୟ କେଉଁ ନାମରେ ମଧ୍ୟ ଜଣାଯାଇଥାଏ ?

ଉତ୍ତର;- “ଦ ଫ୍ଲାଇଙ୍ଗ ଶିଖ” ।

୧୬;- “ବଙ୍ଗଳା ର ଶୋକ” ନାମରେ କେଉଁ ନଦୀ କୁ ଜଣାଯାଇଥାଏ ?

ଉତ୍ତର;- ଦାମୋଦର ନଦୀ ।

୧୭;- ଦିଲ୍ଲୀ ଠାରୁ ପ୍ରଥମେ ଭାରତର ରାଜଧାନୀ କେଉଁଠାରେ ଥିଲା ?

ଉତ୍ତର;- କଲିକତା ରେ ।

୧୮;- ନେପାଳର ସବୁଠାରୁ ଲୋକପ୍ରିୟ ଖେଳ କ’ଣ ଅଟେ ?

ଉତ୍ତର;- ବେସବଲ ।

୧୯;- ଇଂରାଜୀଙ୍କର ସର୍ବାଧିକ ବିରୋଧ କିଏ କରିଥିଲେ ?

ଉତ୍ତର;- ମୋଗଳ ବଂଶ ।

୨୦;- କେଉଁ ଗଛ ମୂଳରେ ଶୋଇବା ଦ୍ଵାରା ମନୁଷ୍ୟ ମୃ-ତ୍ୟୁ ବରଣ କରିଥାଏ ?

ଉତ୍ତର;- ନିମ୍ବ ଗଛ ।

୨୧;- ଚାରମିନାର କେଉଁଠାରେ ସ୍ଥିତ ଅଟେ ?

ଉତ୍ତର;- ହାଇଦ୍ରାବାଦ ।

୨୩;- ଚିନୀ ର ସନ୍ଧାନ କେଉଁ ଦେଶରେ ମିଳିଥିଲା ?

ଉତ୍ତର;- ଭାରତ ରେ ।

୨୪;- କେଉଁ ପଶୁ କେବେ ମୃ-ତ୍ୟୁ ବରଣ କରି ନଥାଏ ସର୍ବଦା ଜୀବିତ ରହିଥାଏ ?

ଉତ୍ତର;- ଜେଲିଫିସ ।

୨୫;- କେଉଁ ଫୁଲ ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ସୂର୍ଯ୍ୟ ଆଡକୁ ଦେଖା ଦେଇଥାଏ ?

ଉତ୍ତର;- ସୂର୍ଯ୍ୟମୁଖୀ ଫୁଲ ।

୨୬;- କେଉଁ ବ୍ୟାଙ୍କ ଦେଶର ସବୁଠାରୁ ପ୍ରଥମ ବ୍ୟାଙ୍କ ଅଟେ ?

ଉତ୍ତର;- ବ୍ୟାଙ୍କ ଅଫ ହିନ୍ଦୁସ୍ଥାନୀ ।

Leave a Reply

Your email address will not be published. Required fields are marked *