Health Tips- ଆଣ୍ଠୁ ଗଣ୍ଠି ବିନ୍ଧା, ଓଜନ, Diabetes 15 ଦିନରେ କମାଇଦେବ ଏହି ଚମତ୍କାରୀ ପତ୍ର। ବାସ ଏହିପରି କରନ୍ତୁ ବ୍ୟବହାର

ବନ୍ଧୁଗଣ, ଆଜି ଆମ୍ଭେ ଆପଣଙ୍କୁ ଏଭଳି ଏକ ଔଷଧୀୟ ପତ୍ର ସମ୍ବନ୍ଧରେ କହିବାକୁ ଯାଉଅଛୁ ଯାହା ଆପଣଙ୍କ ଶରୀର ନିମନ୍ତେ ଅତ୍ୟନ୍ତ ଲାଭ ଦାୟକ ଅଟେ । ଏହା ଆପଣଙ୍କ ଶରୀରରୁ ଅନେକ ପ୍ରକାରର ରୋଗ ଦୂର କରିବାରେ ସାହାର୍ଯ୍ୟ କରିଥାଏ । ତେବେ ଆସନ୍ତୁ ଜାଣିନେବା ସଂପୂର୍ଣ୍ଣ ବିବରଣୀ । ଏହି ଘରୋଇ ଲାଭକାରୀ ଉପାୟକୁ ବନାଇବା ନିମନ୍ତେ ଆପଣଙ୍କୁ ଯେଉଁ ପ୍ରଥମ ସାମଗ୍ରୀର ଆବଶ୍ୟକ ହେବ ତାହା ହେଉଛି ତେଜପତ୍ର ।

ଯାହା ଆପଣଙ୍କ ଘରର ରୋଷେଇ ଘରୁ ବହୁତ ସହଜରେ ମିଳିଥାଏ । ଏହା ଆପଣଙ୍କ ଖାଦ୍ୟକୁ ସ୍ଵାଦିଷ୍ଠ କରିବା ସହିତ ଆପଣଙ୍କୁ ଅନେକ ରୋଗରୁ ବଞ୍ଚାଇ ଥାଏ । ତେଜପତ୍ର ମନୁଷ୍ୟ ଶରୀର ନିମନ୍ତେ ବହୁତ ଅଧିକ ଚମତ୍କାରୀ ଅଟେ । ଆଣ୍ଟିମାଇକ୍ରୋବାଲ, ଆଣ୍ଟିଫଙ୍ଗଲ ଏବଂ ଆଣ୍ଟି ବ୍ୟାକ୍ଟେରିଆଲ ପ୍ରୋପୋଟିଜର ଗନ୍ତାଘର ଅଟେ । ତେଜପତ୍ର ଦାନ୍ତ ଜନିତ ସମସ୍ତ ସମସ୍ୟା ସହିତ ଭୁଲିଯିବା ଭଳି ମସ୍ତିସ୍କ ଜନିତ ସମସ୍ୟାକୁ ଦୂର କରିଥାଏ ।

ସର୍ବପ୍ରଥମେ ଯେଉଁ ଲୋକ ନିଜ ଓଜନ କମ କରିବାକୁ ଚାହୁଁଛନ୍ତି ସେମାନେ ପ୍ରତିଦିନ ସକାଳେ ତେଜପତ୍ର ପାଣି ସେବନ କରିବା ଆବଶ୍ୟକ ଅଟେ । ତେବେ ଏହାକୁ କିଭଳି ବନାଇବେ ସଂପୂର୍ଣ୍ଣ ବିବରଣୀ ସମ୍ବନ୍ଧରେ ଜାଣିନିଅନ୍ତୁ । ପ୍ରଥମେ ଆପଣ ଏକ ଗ୍ଳାସ ପାଣି ଏକ ପାତ୍ରକୁ ନିଅନ୍ତୁ । ଏହାପରେ ଆପଣ ଏଥିରେ ୩ ରୁ ୪ ଟି ତେଜପତ୍ର ପକାନ୍ତୁ । ଏହାକୁ ପାଣିରେ ଫୁଟାଇବା ପୂର୍ବରୁ ଏହାକୁ ଭଲ ଭାବରେ ଧୋଇ ଦିଅନ୍ତୁ ।

ଏହି ପତ୍ରକୁ ଆପଣ ଏକ ଗ୍ଳାସ ପାଣିରେ ରାତିରେ ଭିଯାଇ ରଖନ୍ତୁ । ଏହାପରେ ପରଦିନ ସକାଳେ ଏହାକୁ ଗ୍ୟାସରେ ଏକ ଗ୍ଳାସ ପାଣିରେ ଫୁଟାଇ ଦିଅନ୍ତୁ । ଏହାପରେ ଉଷୁମୁ ଉଷୁମୁ ଖାଲି ପେଟରେ ସକାଳେ ସେବନ କରନ୍ତୁ । ଏଭଳି କରିବା ଦ୍ଵାରା ଏହା ଆପଣଙ୍କ ଶରୀରରେ ଜମିଥିବା ଚର୍ବିକୁ କମ କରିବା ସହିତ ଓଜନ ମଧ୍ୟ କମ କରିଥାଏ ।

ଏହା ସହିତ ଏହା ଆପଣଙ୍କ ଆଣ୍ଠୁ ଜନିତ ବିନ୍ଧା ପାଇଁ ମଧ୍ୟ ବହୁତ ଲାଭଦାୟକ ହୋଇଥାଏ । ଆପଣଙ୍କ ଶରୀରର ଜଏଣ୍ଟପେନ ହେଲେ ଅଥବା ବିନ୍ଧା ହେଲେ, ଆପଣ ନିୟମିତ ଏହି ପାଣିର ସେବନ କରିବା ଦ୍ଵାରା ଆପଣଙ୍କୁ ଆରାମ ମିଳିବ । ଯଦି ଆପଣ ପ୍ରତିଦିନ ଭୋଜନରେ ତେଜପତ୍ର ପ୍ରୟୋଗ କରନ୍ତି ତେବେ ଏହା ଆପଣଙ୍କ ଶରୀର ନିମନ୍ତେ ବହୁତ ଲାଭଦାୟକ ଅଟେ ।

ଯେଉଁ ମାନଙ୍କ ମେମୋରୀ ପାୱାର କମ ହୋଇ ଯାଇଅଛି ଅଥବା ଯାହାର ସ୍ମରଣଶକ୍ତିର ଅଭାବ ଅଛି, ତେବେ ସେମାନେ ଏକ ଚାମଚ ତେଜପତ୍ରର ଚୂର୍ଣ୍ଣ ନିଅନ୍ତୁ । ଏହାକୁ ଦହି ସହିତ ମିଶାଇ ସେବନ କରନ୍ତୁ । ଏହାକୁ ଆପଣ ଘୋଳଦହି ଅଥବା ପାଣିରେ ମିଶାଇ ସେବନ କରନ୍ତୁ, ଆପଣ ଦେଖିବେ ଭୁଲିବା ରୋଗ ସଂପୂର୍ଣ୍ଣ ଭାବରେ ଠିକ ହୋଇଯିବ ।

ଯେଉଁ ମାନଙ୍କୁ ମଧୁମେୟ ଅଥବା ଡାଇବେଟିସ ହୋଇଅଛି, ସେମାନେ ମଧ୍ୟ ତେଜପତ୍ର ର ସେବନ କରିବା ଆବଶ୍ୟକ ଏହା ବ୍ଲଡ଼ ସୁଗାର ଲେବଲକୁ କଣ୍ଟ୍ରୋଲ କରିଥାଏ । ଏହାକୁ ଆପଣ ପାଣି ସହିତ ସେବନ କରିପାରିବେ । ଆପଣ ପ୍ରତିଦିନ ଏକ ତାଟିଆ ଦହିରେ ଅଧଚାମଚ ତେଜପତ୍ର ଗୁଣ୍ଡା ନେଇ ଏହାକୁ ଭଲ ଭାବରେ ମିଶାଇ ସେବନ କରନ୍ତୁ । ଦେଖିବେ ଆପଣଙ୍କୁ ଏହାର ଶୁଭଫଳାଫଳ ନିଶ୍ଚିତ ଭାବରେ ମିଳିବ । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *